Month: May 2025

‘ଖାନ୍‌ନଗର ବ୍ରିଜ୍‌ ଅଘଟଣ: ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ’

ଭୁବନେଶ୍ବର: କଟକ ରିଙ୍ଗରୋଡ଼ ସଂପ୍ରସାରଣ କାର୍ଯ୍ୟ ଚାଲୁଥିବା ବେଳେ ଶନିବାର ଅପରାହ୍‌ଣରେ ଘଟିଥିବା ଦୁର୍ଘଟଣା ନେଇ ଆଇନ୍‌ମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଶ୍ରୀ…

ଇସ୍ରାଏଲ ବିମାନବନ୍ଦରରେ ହୁତି ଆତଙ୍କବାଦୀଙ୍କ କ୍ଷେପଣାସ୍ତ୍ର ଆକ୍ରମଣ, ନେତନ୍ୟାହୁ ଡକାଇଲେ ଜରୁରୀ ବୈଠକ

ଇସ୍ରାଏଲର ବେନ୍‌ ଗୁରିୟନ ବିମାନବନ୍ଦରରେ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି। ହୁତି ଆତଙ୍କବାଦୀମାନଙ୍କ ଦ୍ଵାରା ଏହି ଆକ୍ରମଣ କରାଯାଇଛି। ଏଥିରେ ୬ ନାଗରିକ ଆହତ ହୋଇଥିବା ସୂଚନା ମିଳିନାହିଁ।…

ଫ୍ଲାଏଓଭରରୁ ଖସିଲା ଟ୍ୟାଙ୍କର, ଅଳ୍ପକେ ବର୍ତ୍ତିଲେ ଲୋକେ

ରାୟଗଡ଼ା: ରାୟଗଡ଼ାରେ ଏକ ଫ୍ଲାଏଓଭରରୁ ତଳକୁ ଟ୍ୟାଙ୍କର ଖସିପଡ଼ିଥିବା ବେଳେ ଅଳ୍ପକେ ରକ୍ଷା ପାଇଛନ୍ତି ଡ୍ରାଇଭର ଏବଂ ସ୍ଥାନୀୟ ଲୋକମାନେ। ସୂଚନା ଅନୁଯାୟୀ, ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ…

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ମୁଖ୍ୟ ଅମରପ୍ରୀତ ସିଂହ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ବୈଠକ ପରେ, ଅମରପ୍ରୀତ ସିଂହ ପ୍ରଧାନମନ୍ତ୍ରୀ ବାସଭବନ ଛାଡି ଚାଲିଯାଇଛନ୍ତି। ଜମ୍ମୁ-କଶ୍ମୀରର…

କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଥାନା ଅଞ୍ଚଳରେ ଗୁଳିକାଣ୍ଡ, ଯୁବକ ଗୁରୁତର

କେନ୍ଦ୍ରାପଡ଼ା: ଯୁବକଙ୍କୁ ଗୁଳିକରି ଦୁର୍ବୃତ୍ତ ଫେରାର । କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଥାନା ଅଞ୍ଚଳରେ ଗୁଳିକାଣ୍ଡ । ଭାରିଗୋଳ ଗାଁର ଗୌତମ ମଲ୍ଲିକ ଆହତ । ତାଙ୍କର ବାମ…

୧୨୮ ବର୍ଷରେ ଯୋଗଗୁରୁ ଶିବାନନ୍ଦ ମହାରାଜଙ୍କ ପରଲୋକ

ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ପ୍ରଖ୍ୟାତ ଯୋଗଗୁରୁ ସ୍ଵାମୀ ଶିବାନନ୍ଦ ସରସ୍ଵତୀ ମହାରାଜଙ୍କ ପରଲୋକ ଘଟିଛି। ରବିବାର ୧୨୮ ବର୍ଷ ବୟସରେ ସେ ପରଲୋକ ଗମନ କରିଛନ୍ତି। ହୃଦଘାତ ଯୋଗୁ…

ବେଆଇନ ପାର୍ଟ-ପ୍ଲଟ ରେଜିଷ୍ଟ୍ରେସନ ଅଭିଯୋଗରେ ୨ ରାଜସ୍ୱ ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର: ଶୃଙ୍ଖଳାଗତ କାରଣରୁ ଦୁଇ ଜଣ ଅତିରିକ୍ତ ତହସିଲଦାର ଗିଟୁ ବେହେରା ଏବଂ ନାରାୟଣ ସେଠୀଙ୍କୁ ନିଲମ୍ବିତ କରାଯାଇଛି। ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ବିଜ୍ଞପ୍ତି…