Month: May 2025

ଭାରତ-ପାକ୍ ଉତ୍ତେଜନା: ସମସ୍ତ ଜିଲ୍ଲାପାଳ, ଆରଡିସିଙ୍କ ଛୁଟି ବାତିଲ ନିର୍ଦ୍ଦେଶ

ଭୁବନେଶ୍ୱର: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଏହା ମଧ୍ୟରେ ଓଡ଼ିଶା ସରକାର ସମସ୍ତ ଜିଲ୍ଲାପାଳ ଏବଂ ରାଜସ୍ୱ ବିଭାଗୀୟ କମିଶନର (ଆରଡିସି)ଙ୍କ ଛୁଟି ବାତିଲ କରିଛନ୍ତି। ପଶ୍ଚିମ ଭାରତରେ ଯୁଦ୍ଧ ପରି ପରିସ୍ଥିତିକୁ ନଜରରେ ରଖି…

ଭାରତ ଓ ପାକିସ୍ତାନ ଯୁଦ୍ଧ ବିରତି ପାଇଁ ରାଜି : ଡୋନାଲ୍ଡ ଟ୍ରମ୍ପ

ଓ୍ବାସିଂଟନ : ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ସଂଘର୍ଷର ଅବସାନ ପାଇଁ ଆଶା ସୃଷ୍ଟି ହୋଇଛି । ଆମେରିକାର ମଧ୍ୟସ୍ଥତାରେ ଏହି ଯୁଦ୍ଧ ବିରତି ପାଇଁ ଉଭୟ ପକ୍ଷ ରାଜି ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ୍ସରେ ସୂଚନା…

ଯୁଦ୍ଧର ଘନଘଟା ଭିତରେ ଓଡ଼ିଶା ଫେରିଛନ୍ତି ଜମ୍ମୁ କାଶ୍ମୀରରେ ପଢୁଥିବା ୩ ଛାତ୍ରୀ, ସହଯୋଗ କଲା ପ୍ରଶାସନ

ବାଲେଶ୍ୱର : ଯୁଦ୍ଧର ଘନଘଟା ଭିତରେ ଓଡ଼ିଶା ଫେରିଛନ୍ତି ଜମ୍ମୁ କାଶ୍ମୀରରେ ପଢୁଥିବା ଛାତ୍ରଛାତ୍ରୀ । ପ୍ରଶାସନର ସହଯୋଗରେ ବାଲେଶ୍ଵରରେ ପହଞ୍ଚିଲେ ଛାତ୍ରୀ । ସେମାନେ ହେଲେ ହେନା ମଙ୍ଗଲ, ଗୀତାଞ୍ଜଳି ଜେନା , ଜସ୍ମିତା ନାୟକ । ଛାତ୍ରୀ ମାନଙ୍କ…

ଅପରେସନ ସିନ୍ଦୂରରେ ସଫା ହୋଇଯାଇଥିଲେ ଏସବୁ ମୋଷ୍ଟୱାଣ୍ଟେଡ ଆତଙ୍କବାଦୀ

ନୂଆଦିଲ୍ଲୀ: ମେ ୬-୭ ମଧ୍ୟରାତ୍ରିରେ ଭାରତୀୟ ସେନା ଅପରେସନ ସିନ୍ଦୂର ଅଧୀନରେ ପାକିସ୍ତାନ ଏବଂ ପିଓକେରେ ଥିବା ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ୯ଟି ଆତଙ୍କବାଦୀ ଲଞ୍ଚ ପ୍ୟାଡ୍ ଟାର୍ଗେଟ କରାଯାଇଥିଲା, ଯେଉଁଥିରେ ଭାରତ ସରକାର ୧୦୦…

ଭାରତ-ପାକ୍ ଉତ୍ତେଜନା: ରାଜ୍ୟର ସବୁ ଆଇପିଏସଙ୍କ ଛୁଟି ବାତିଲ ନିର୍ଦ୍ଦେଶ

ଭୁବନେଶ୍ଵର: ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ପାକ୍ ସେନା ଆକ୍ରମଣର ମୁଁହତୋଡ ଜବାବ ଦେଉଛନ୍ତି ଭାରତୀୟ ଯବାନ। ବର୍ତ୍ତମାନର ସ୍ଥିତିକୁ ନଜରରେ ରଖି ରାଜ୍ୟ ସରକାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ପରିପ୍ରେକ୍ଷୀରେ…

ସୀମାରେ ଗୁଳିମାଡ଼: ପାକ୍ ଗୁଳିରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା

ଶ୍ରୀନଗର: ପାକିସ୍ତାନର ଗୁଳିମାଡରେ ପ୍ରାଣ ହରାଇଥିବା ସାଧାରଣ ନାଗରିକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା । ସୀମାବର୍ତ୍ତୀ ଅଞ୍ଚଳରେ ପାକିସ୍ତାନ ସେନାର ଗୁଳିରେ ଜୀବନ ହରାଇଥିବା ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ରାଶି ପ୍ରଦାନ କରିବାକୁ…

ଅପରେସନ୍ ସିନ୍ଦୂର: ହାଇଆଲର୍ଟରେ ଓଡିଶା ପୋଲିସ, ରେଳ ଷ୍ଟେସନ ଓ ପ୍ଲାଟଫର୍ମରେ ସୁରକ୍ଷା ବ୍ୟବସ୍ଥା କଡାକଡି

ଭୁବନେଶ୍ୱର : ଭାରତ ସରକାରଙ୍କ ପକ୍ଷରୁ ଚାଲିଛି ଅପରେସନ୍ ସିନ୍ଦୂର ଓ ଜାରି ହୋଇଛି ହାଇ ଆଲର୍ଟ । ଏହି ପରିପ୍ରେକ୍ଷୀରେ ଓଡ଼ିଶାର ଜନ ସାଧାରଣଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ରାଜ୍ୟ ପୋଲିସ ପକ୍ଷରୁ ଦିନରାତି ଚାଲିଛି ପାଟ୍ରୋଲିଂ । ସମ୍ଭାବ୍ୟ…

ଭବିଷ୍ୟତରେ ଯେକୌଣସି ଆତଙ୍କବାଦୀ ଆକ୍ରମଣକୁ ଯୁଦ୍ଧ ବୋଲି ବିବେଚନା କରାଯିବ

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଭଳି ପରିସ୍ଥିତିରେ, ଭାରତ ସରକାର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଯଦି ଭବିଷ୍ୟତରେ କୌଣସି ଆତଙ୍କବାଦୀ ଘଟଣା ଘଟେ, ତେବେ ଏହାକୁ ଯୁଦ୍ଧ କାର୍ଯ୍ୟ…

ମିସା ଆଇନ୍‌ରେ ବନ୍ଦୀ ହୋଇଥିବା ୪୪ ସଂଗ୍ରାମୀଙ୍କୁ ମିଳିବ ପେନ୍‌ସନ

ଭୁବନେଶ୍ୱର: ଓଡିଆ ଅସ୍ମିତାର ନିଦର୍ଶନ ସ୍ବରୂପ ବରପୁତ୍ର ଓ ସଂଗ୍ରାମୀ ମାନଙ୍କୁ ସମ୍ମାନ ଜଣାଇବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ପ୍ରକ୍ରିୟାରେ ସ୍ବାଧୀନତା ସଂଗ୍ରାମୀ ମାନଙ୍କର ଭତ୍ତା ବୃଦ୍ଧି କରାଯାଇଛି ଏବଂ ଜରୁରୀକାଳୀନ ପରିସ୍ଥିତି…

ଏୟାର ସାଇରନ୍ ଶବ୍ଦ ବ୍ୟବହାର ନକରିବାକୁ ସମାଚାର ଚ୍ୟାନେଲଗୁଡ଼ିକୁ ପରାମର୍ଶ

ନୂଆଦିଲ୍ଲୀ: ସରକାର ସମସ୍ତ ନ୍ୟୁଜ୍ ଚ୍ୟାନେଲଗୁଡ଼ିକୁ ସେମାନଙ୍କ କାର୍ଯ୍ୟକ୍ରମରେ ‘ସିଭିଲ୍ ଡିଫେନ୍ସ ଏୟାର ରେଡ୍ ସାଇରନ୍’ ଶବ୍ଦ ବ୍ୟବହାର କରିବାରୁ ନିବୃତ୍ତ ରହିବାକୁ ଏକ ପରାମର୍ଶ ଜାରି କରିଛନ୍ତି। କାରଣ ଏହି ଶବ୍ଦ କେବଳ ସାମୁଦାୟିକ ସଚେତନତା ଅଭିଯାନ ପାଇଁ ବ୍ୟବହୃତ…