ଅପରେସନ ସିନ୍ଦୂର ପରେ ବଢିଛି ପୁରୀର ସୁରକ୍ଷା, ରଥଯାତ୍ରାରେ ମୁତୟନ ହେବେ SOG ଯବାନ
ଅପରେସନ ସିନ୍ଦୂର ପରେ ବଢିଛି ଓଡ଼ିଶା ସୁରକ୍ଷା ଚିନ୍ତା । ବିଶେଷ କରି ପୁରୀର ସୁରକ୍ଷା ଏବେ କଡା କଡି କରାଯାଇଛି । ଜ୍ୟୋତି ମଲହୋତ୍ରା ଓ ତାଙ୍କ ବାନ୍ଧବୀ ପୁରୀର ବିଭିନ୍ନ ସ୍ଥାନରେ ବୁଲିବା ସହ ଭିଡିଓ କରିଥିଲେ ।…
ଅପରେସନ ସିନ୍ଦୂର ପରେ ବଢିଛି ଓଡ଼ିଶା ସୁରକ୍ଷା ଚିନ୍ତା । ବିଶେଷ କରି ପୁରୀର ସୁରକ୍ଷା ଏବେ କଡା କଡି କରାଯାଇଛି । ଜ୍ୟୋତି ମଲହୋତ୍ରା ଓ ତାଙ୍କ ବାନ୍ଧବୀ ପୁରୀର ବିଭିନ୍ନ ସ୍ଥାନରେ ବୁଲିବା ସହ ଭିଡିଓ କରିଥିଲେ ।…
ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସଙ୍କ ଗାଦି ଟଳମଳ ହେଉଛି। ଆମେରିକା ଦ୍ଵାରା ପରିଚାଳିତ ୟୁନୁସ ଏବେ ସେନା ଆକ୍ରୋଶର ଶିକାର ହେଉଛି। ଏଭଳି ସ୍ଥିତିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ୟୁନୁସଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ୟୁନୁସ…
ଭୁବନେଶ୍ବର: ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସହ ପବନ ବହିବବା ନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ । ପାଣିପାଗ ବିଭାଗ ଅନୁଯାୟୀ, ଓଡିଶାରେ…
ଅପରେସନ ‘ସିନ୍ଦୂର’ କେବଳ ଏକ ସାମରିକ ଅଭିଯାନ ନ ଥିଲା। ଏହା ବଦଳୁଥିବା ଭାରତର ଏକ ଚିତ୍ର ଥିଲା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ରବିବାର ‘ମନ କୀ ବାତ’ର ୧୨୨ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଉଦବୋଧନ ଦେଇ କହିଥିଲେ,…
ଚାନ୍ଦବାଲି : ଅଧା ରହିଲା ବାବାମଣିଙ୍କ ଦର୍ଶନ । ବାବାମଣିଙ୍କୁ ଦର୍ଶନ କରିବା ପୂର୍ବରୁ ଚାଲିଗଲା ଜୀବନ । ୨ଟି ବାଇକରେ ଚାରି ଜଣ ସାଙ୍ଗ ଆଜି ସକାଳୁ ସକାଳୁ ଭଦ୍ରକରୁ ଆରଡ଼ି ଆସିଥିଲେ । ଆରଡ଼ି ରେ ପହଂଚିବା ପରେ…
ଭୁବନେଶ୍ୱର: ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ଅସ୍ଥାୟୀ ଭାବରେ ବନ୍ଦ ଥିବା ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ ନୀଳାଦ୍ରି ବିଜେ ସୁଦ୍ଧା ସମାପ୍ତ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ବିରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଚନ୍ଦନ ଯାତ୍ରା ପାଇଁ ବନ୍ଦ ଥିବା…
ହାଇଦରାବାଦ: ସଂପ୍ରତି ତେଲଙ୍ଗାନା ରାଜଧାନୀ ହାଇଦରାବାଦରେ ବିଶ୍ବ ସୁନ୍ଦରୀ ପ୍ରତିଯୋଗିତା ଆୟୋଜିତ ହେଉଛି। ମେ’ ୧୧ରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ୧୦୮ ଦେଶର ସୁନ୍ଦରୀମାନେ ଅଂଶଗ୍ରହଣ କରୁଛନ୍ତି। ତେବେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ଇଂଲଣ୍ଡ ପ୍ରତିଯୋଗୀ ତଥା ମିସ୍…
ମାନୁନାହିଁ ଇସ୍କନ । ଦକ୍ଷିଣ ଆଫ୍ରିକାରେ ଇସ୍କନର ଅଦିନିଆ ରଥଯାତ୍ରା । ଗତ ୩ଦିନ ତଳେ ଦକ୍ଷିଣ ଆଫ୍ରିକାର ସାଣ୍ଡଟନ୍ ସହରରେ ରଥଯାତ୍ରା କରିଥିଲା ଇସ୍କନ । ଗୋଟିଏ ରଥରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ବସାଇ ରଥ ଟଣାଯାଉଥିବା ଏକ ଭିଡିଓ ସୋସିଆଲ ମିଡିଆରେ…
ଜାପାନକୁ ପଛରେ ପକାଇ ଭାରତ ବିଶ୍ଵର ୪ର୍ଥ ବୃହତ୍ ଅର୍ଥନୀତିରେ ପରିଣତ ହୋଇଛି। ଶନିବାର ନୀତି ଆୟୋଗ ସିଇଓ ବି.ବି.ଆର. ସୁବ୍ରମଣ୍ୟମ ଏହି ସୂଚନା ଦେଇଛନ୍ତି। ସେ ନୀତି ଆୟୋଗ ପରିଚାଳନା ପରିଷଦର ୧୦ମ ବୈଠକ ପରେ କହିଥିଲେ ଯେ, ବିଶ୍ଵର…
କଟକ: ବେଆଇନ ଖଣି ଖନନର ତଦନ୍ତ ପାଇଁ ଭିଜିଲାନ୍ସ ନିର୍ଦ୍ଦେଶାଳୟ ଗଠନ କଲା ସ୍ଵତନ୍ତ୍ର ତଦନ୍ତକାରୀ ଟିମ(ଏସଆଇଟି)। ଏହି ଏସଆଇଟି ବେଆଇନ ଖଣି ଖନନ ନେଇ ତଦନ୍ତ ଆରମ୍ଭ କରିଥିବା ଭିଜିଲାନ୍ସ ସେଲ୍ ଏସପି ଏମ ରାଧାକ୍ରିଷ୍ଣ ସୂଚନା ଦେଇଛନ୍ତି। ରାଜ୍ୟ…