ଶ୍ରୀସେତୁ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର; ହତ୍ୟା ସନ୍ଦେହ
ପୁରୀ : ପୁରୀ ଟାଉନ୍ ଥାନା ଅନ୍ତର୍ଗତ ବିଶ୍ୱେଶ୍ୱରୀ ମନ୍ଦିର ନରେନ୍ଦ୍ର କୋଣ ଶ୍ରୀସେତୁ ତଳୁ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣଙ୍କ ହେଲେ ପୁରୀ ଖଣ୍ଡିଆ ବନ୍ଧର ସୁଦର୍ଶନ ସାହୁ । ସୁଦର୍ଶନ ମାର୍କେଟ ଛକ…
ପୁରୀ : ପୁରୀ ଟାଉନ୍ ଥାନା ଅନ୍ତର୍ଗତ ବିଶ୍ୱେଶ୍ୱରୀ ମନ୍ଦିର ନରେନ୍ଦ୍ର କୋଣ ଶ୍ରୀସେତୁ ତଳୁ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣଙ୍କ ହେଲେ ପୁରୀ ଖଣ୍ଡିଆ ବନ୍ଧର ସୁଦର୍ଶନ ସାହୁ । ସୁଦର୍ଶନ ମାର୍କେଟ ଛକ…
ପୁରୀ : ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରୁ ଚାଲି ଚାଲି ଯାଇ କଳା ଠାକୁରଙ୍କୁ ଦର୍ଶନ କଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତାଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଓ ପୁରୀ ସାଂସଦ ସମ୍ବିତ…
ଭୁବନେଶ୍ବର : ୨୦୨୩ ଜାନୁଆରୀରୁ ୨୦୨୪ ନଭେମ୍ବର ମାସ ପର୍ଯ୍ୟନ୍ତ ରାଜ୍ୟରେ ୫ ଲକ୍ଷ ୨ ହଜାର ୬୭୨ ଜଣଙ୍କୁ କୁକୁର କାମୁଡ଼ିଛି। ଆଜି ବିଧାନସଭାରେ ଏହି ତଥ୍ୟ ଦେଇଛନ୍ତି ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।…
ଭୁବନେଶ୍ୱର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ଆଜି ଠାରୁ ଆରମ୍ଭ ହୋଇଯାଇଛି । ମହାମହିମ ରାଷ୍ଟ୍ରପତି ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଆସି ଦିନ ସାଢ଼େ ୪ଟାରେ ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି । ବିମାନବନ୍ଦରରେ…
ଓଡ଼ିଶାରେ ରେଳ ବିକାଶ ପାଇଁ ୭୩,୭୨୩ କୋଟି ଟଙ୍କା ମଞ୍ଜୁର। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି ରଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ସୋଶାଲ ମିଡ଼ିଆ ଏକ୍ସରେ କୃତଜ୍ଞତା ଜଣାଇବା ସହ ବିସ୍ତୃତ ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ। ଓଡ଼ିଶାରେ…
ଭୁବନେଶ୍ୱର: ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ତଥା ସ୍ୱାସ୍ଥ୍ୟସେବା ଖର୍ଚ୍ଚକୁ ଦୃଷ୍ଟିରେ ରଖି ଓଡିଶା ବିଧାନସଭାର ସଦସ୍ୟମାନେ ପୂର୍ବତନ ବିଧାୟକଙ୍କ ଦରମା ଏବଂ ପେନ୍ସନ୍ ବୃଦ୍ଧି କରିବାକୁ ଦାବି କରାଯାଇଛି। ଗୃହରେ ଏହି ପ୍ରସଙ୍ଗକୁ ଅନେକ ବିଧାୟକ ସମର୍ଥନ କରିବା ସହ…
ଝାରସୁଗୁଡ଼ା: ବିଭିନ୍ନ ଦୁର୍ନୀତିକୁ ନେଇ ଝାରସୁଗୁଡ଼ା ମ୍ୟୁନିସିପାଲଟି ବର୍ଷତମାମ ବିବାଦ ଘେରରେ ରହିଆସୁଛି। ତେବେ ନିକଟରେ ମଶାମରା ତେଲ କିଣାରେ ଦୁର୍ନୀତି ନେଇ ସୂଚନା ଅଧିକାର ଆଇନ ଯୋଗେ ମିଳିଥିବା ତଥ୍ୟ ଅନୁସାରେ ଅଭିଯୋଗ ପରେ ଆଜି ଝାରସୁଗୁଡ଼ା ଭିଜିଲାନ୍ସ ବିଭାଗ…
ଭୁବନେଶ୍ୱର: ଓଡିଶା ଗସ୍ତ ସମୟରେ ମୁଖ୍ଯମନ୍ତ୍ରୀ ମୋହନ ମାଝିଙ୍କୁ ସାକ୍ଷାତ କରିଛନ୍ତି ବାଲାଜୀ ଟେଲିଫିଲ୍ମର ପରିଚାଳନା ନିର୍ଦ୍ଦେଶକ, ନିର୍ମାତା ଏକତା କପୁର। ଓଡିଶା ବିଧାନସଭା ଚାମ୍ବରରେ ସେ ସାକ୍ଷାତ କରିଛନ୍ତି। ରାଜ୍ୟରେ ‘ଦ ସାବରମତି ରିପୋର୍ଟ’କୁ ଟିକସମୁକ୍ତ କରିବାକୁ ଓଡିଶା ସରକାରଙ୍କ…
ଏଲଏସିରେ ଦୀର୍ଘ ଦିନ ଧରି ଭାରତ ଓ ଚାଇନା ମଧ୍ୟରେ ତିକ୍ତତା ଚାଲିଥିବା ବେଳେ ନିକଟରେ ଦୁଇଟି ପଏଣ୍ଟରେ ସେନା ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇଛି। ସେହିପରି ଦୁଇ ଦେଶ ପରସ୍ପର ସହ ଆଲୋଚନା କରି ବିବାଦୀୟ ସ୍ଥଳରେ ପ୍ୟାଟ୍ରୋଲିଂ ମଧ୍ୟ…
ଭୁବନେଶ୍ବର: ବାତ୍ୟା ଫେଙ୍ଗାଲ ପ୍ରଭାବରେ ବଙ୍ଗୋପସାଗରରୁ ପବନ ଉପକୂଳ ମୁହାଁଇଥିବା ବେଳେ ଏବେ ଏହାର ପ୍ରଭାବରେ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗିରହିଛି । ଗତ ୨୪ ୨୪ ଘଣ୍ଟା ଭିତରେ ମୋଟ ୮ ଜିଲ୍ଲାରେ କାଭାଁ ବର୍ଷା ହୋଇଥିବା…