Month: December 2024

ଆଡିଲେଡରେ ଭାରତୀୟ ଖେଳାଳିଙ୍କୁ ଅସଦାଚରଣ, ବିସିସିଆଇ ନେଲା ବଡ ନିଷ୍ପତ୍ତି

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ୍ ସମୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ପୂର୍ବରୁ ପ୍ରଶିକ୍ଷଣ ଅଧିବେଶନ ସମୟରେ ପ୍ରଶଂସକମାନେ ଭାରତୀୟ ଦଳର ଖେଳାଳିଙ୍କ ସହ ଅସଦାଚରଣ କରିଥିବାରୁ ପ୍ରଶଂସକଙ୍କୁ ଆଉ ଭାରତୀୟ ଦଳର ଅଭ୍ୟାସ ଅଧିବେଶନରେ ଅନୁମତି…

ପ୍ରୋବା-୩ ମହାକାଶଯାନରେ ତ୍ରୁଟି, ଘୁଞ୍ଚିଲା ପିଏସଏଲଭି-ସି୫୯ ଉତକ୍ଷେପଣ ସମୟ

ନୂଆଦିଲ୍ଲୀ : ଭାରତୀୟ ମହାକାଶ ଗବେଷଣା ସଂଗଠନ – ଇସ୍ରୋ, ପ୍ରୋବା-୩ ମହାକାଶଯାନରେ ଦେଖାଦେଇଥିବା ଅନିୟମିତତା କାରଣରୁ ‘ପିଏସଏଲଭି-ସି୫୯’ର ଉତକ୍ଷେପଣକୁ ଗୁରୁବାର ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛି। ବୁଧବାର ଅପରାହ୍ନ ୪ଟା ୮ ମିନିଟରେ ଏହାର ଉତକ୍ଷେପଣ ପାଇଁ ସ୍ଥିର କରାଯାଇଥିଲା। ପ୍ରୋବା-୩…

ଆସାମରେ ନିଷେଧ ହେଲା ଗୋମାଂସ

ଗୌହାଟୀ : ଆସାମରେ ଗୋମାଂସ ଉପରେ ନିଷେଧାଦେଶ ଜାରି କଲେ ରାଜ୍ୟ ସରକାର। ରାଜ୍ୟ କ୍ୟାବିନେଟ ବୈଠକରେ ଗୋମାଂସ ଉପରେ ପ୍ରତିବନ୍ଧକ ଲଗାଯାଇଥିବା ନେଇ ନିଷ୍ପତ୍ତି ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।…

କାଶୀ-ମଥୁରା ବ୍ୟତୀତ ୧୦ରୁ ଅଧିକ ସ୍ଥାନରେ ଚାଲିଛି ମନ୍ଦିର-ମସଜିଦ୍ ବିବାଦ

ନୂଆଦିଲ୍ଲୀ : ୨୦୧୯ରେ ଅଯୋଧ୍ୟାରେ ରାମ ମନ୍ଦିର ଓ ବାବ୍ରି ମସଜିଦ ମାମଲାରେ ସୁପ୍ରିମକୋର୍ଟ ରାୟ ଶୁଣାଇଥିଲେ। ବର୍ତ୍ତମାନ ୧୨ଟି ଧାର୍ମିକ ସ୍ଥଳ ଓ ସ୍ମାରକୀକୁ ନେଇ ଏଭଳି ମାମଲା ଚାଲିଛି। ଏଭଳି ପରିସ୍ଥିତିରେ ମନ୍ଦିର ଭାଙ୍ଗି ମସଜିଦ୍, ଦରଗା ଓ…

ସମ୍ଭଲ ଯାତ୍ରା ବେଳେ ହାଇଡ୍ରାମା; ରାହୁଲ ଓ ପ୍ରିୟଙ୍କାଙ୍କୁ ଅଟକାଇଲା ପୁଲିସ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ସମ୍ଭଲରେ ଘଟିଥିବା ହିଂସାକୁ ନେଇ ରାଜନୀତି ଥମିବାର ନାଁ ଧରୁନି। ଆଜି (ବୁଧବାର) କଂଗ୍ରେସ ସାଂସଦ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଧରି ସମ୍ଭଲ ଯାତ୍ରାରେ ବାହାରିଥିଲେ…

ସ୍କୁଲରେ ୬ଷ୍ଠ ଶ୍ରେଣୀ ଛାତ୍ରକୁ ହତ୍ୟା, ୧୨ ବର୍ଷୀୟ ବାଳକ ଅଟକ

ନୂଆଦିଲ୍ଲୀ : ଦିଲ୍ଲୀର ଏକ ଘରୋଇ ସ୍କୁଲରେ ଜଣେ ୬ଷ୍ଠ ଶ୍ରେଣୀ ଛାତ୍ରକୁ ହତ୍ୟା କରାଯାଇଛି। ଅନ୍ୟ ଜଣେ ଛାତ୍ର ପୀଡ଼ିତ ଛାତ୍ରକୁ ମାଡ଼ ମାରିବା ସହିତ ତଣ୍ଟି ଚିପି ହତ୍ୟା କରିଛି। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ୧୨ ବର୍ଷୀୟ…

ଗୁଳିକାଣ୍ଡ ପଛରେ ‘ଷଡ଼ଯନ୍ତ୍ର’ ଥିବା କହିଲେ କେଜ୍ରିୱାଲ, ବର୍ଷିଲା ବିଜେପି

ନୂଆଦିଲ୍ଲୀ : ଶିରୋମଣି ଅକାଳୀ ଦଳ ନେତା ତଥା ପଞ୍ଜାବର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କ ଉପରକୁ ଗୁଳିମାଡ଼ ଉଦ୍ୟମକୁ ନେଇ ଜୋର ଧରିଛି ରାଜନୀତି। ବିଶେଷ କରି ଦିଲ୍ଲୀ ଓ ପଞ୍ଜାବରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ମୁହାଁମୁହିଁ…

ଫଡ଼ନାବିସ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ, ଆସନ୍ତାକାଲି ଶପଥଗ୍ରହଣ

ମୁମ୍ବାଇ : ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ଭାରତୀୟ ଜନତା ପାର୍ଟିର ଦେବେନ୍ଦ୍ର ଫଡ଼ନାବିସ। ଆଜି ବସିଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ପାର୍ଟିର ନେତାମାନେ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ତାଙ୍କର ଦୁଇ ଉପମୁଖ୍ୟମନ୍ତ୍ରୀ ହେବେ ଶିବସେବାର ଏକନାଥ ସିନ୍ଦେ ଓ…

ସ୍ୱର୍ଣ୍ଣ ମନ୍ଦିରରେ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କ ଉପରକୁ ଗୁଳିମାଡ଼

ଚଣ୍ଡୀଗଡ : ଶିରୋମଣି ଅକାଳୀ ଦଳ ନେତା ତଥା ପଞ୍ଜାବର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କ ଉପରେ ହୋଇଛି ଗୁଳିମାଡ଼। ସ୍ୱର୍ଣ୍ଣ ମନ୍ଦିର ଫାଟକ ନିକଟରେ ଆଜି ସକାଳେ ଘଟିଛି ଏହି ଘଟଣା। ତେବେ ଶ୍ରୀ ବାଦଲ ସୁରକ୍ଷିତ ଅଛନ୍ତି।…

ଯୋଗଯୁକ୍ତ ହୋଇ ରୋଗମୁକ୍ତ ହୋଇପାରିବା: ରାଷ୍ଟ୍ରପତି

ଭୁବନେଶ୍ବର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଆୟୁର୍ବେଦ ଏକ ପ୍ରାଚୀନ, ବିଶ୍ୱସ୍ତ ଏବଂ ପୂର୍ଣ୍ଣାଙ୍ଗ ଚିକିତ୍ସା ପାଇଁ ବିଜ୍ଞାନ। ଚଳିତ ଦଶନ୍ଧିରେ ଆମର…