Month: December 2024

ପୋଲାଭରମକୁ ନେଇ ଅଚଳ ଗୃହ: ନବୀନ କହିଲେ, ‘ଲଢେଇ ଜାରି ରହିବ’

ଭୁବନେଶ୍ବର: ପୋଲାଭରମ ନେଇ ସରଗରମ ହେଲା ଗୃହ । ବାରମ୍ବାର ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ବାଧ୍ୟ ହୋଇ ପ୍ରଥମେ ୧୧ଟା ଆଉ ତାପରେ ଅପରାହ୍ନ ୪ ଟା ଯାଏଁ ଗୃହ ମୁଲତବି ରଖିଥିଲେ ବାଚସ୍ପତି । ଆଜି ସପ୍ତଦଶ ବିଧାନସଭା ଅଧିବେଶନର…

ଅଭିବୃଦ୍ଧି ହାର ୫.୪%କୁ କମାଇଲା ରିଜର୍ଭ ବ୍ୟାଙ୍କ, ରେପୋ ରେଟ୍‌ ସ୍ଥିର

ମୁଦ୍ରାସ୍ଫୀତି ଦୃଷ୍ଟିକୋଣରୁ କ୍ରମାଗତ ଏକାଦଶ ଥର ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ତା’ର ଋଣ ହାର ଅପରିବର୍ତ୍ତିତ ରଖିଛି। କିନ୍ତୁ ଚଳିତ ବର୍ଷର ଅଭିବୃଦ୍ଧି ହାର କମାଇ ଦେଇଛି। ଏ ନେଇ ଘୋଷଣା କରିଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ।…

ଆସନ୍ତାକାଲି ଓଡ଼ିଶାର ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିବ ବିଜେପି

ଭୁବନେଶ୍ବର: ଆସନ୍ତାକାଲି ଓଡ଼ିଶାର ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିବ ବିଜେପି। ଏଣେ ୯ ତାରିଖରେ ଦଳର ରାଜ୍ୟସଭା ପ୍ରାର୍ଥୀ ନାମାଙ୍କନ ଭରିବେ। ଏନେଇ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି। ତେଣେ ସେ ରାଜ୍ୟସଭା ରେସରେ ନାହାନ୍ତି ବୋଲି ସ୍ପଷ୍ଟ ଭାବେ…

ଏସିଏଫ ବାବୁଙ୍କ ଘରେ ପୁଳା ପୁଳା ଟଙ୍କା, ଜବତ ହେଲା ୧୪ ଲକ୍ଷ

ସମ୍ବଲପୁର: ଏସିଏଫ ବାବୁଙ୍କ ଘରୁ ମିଳିଲା ଗଦା ଗଦା ଟଙ୍କା । ଭିଜିଲାନ୍ସ ଚଢାଉ ବେଳେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଏସିଏଫ ରେବତୀ ରମଣ ଯୋଶୀଙ୍କ ଘରୁ ୧୪ ଲକ୍ଷରୁ ଅଧିକ ଟଙ୍କାର ନଗଦ ରାଶି ଜବତ ହୋଇଛି । ଆୟ…

୨ ପୂର୍ବତନ ସରପଞ୍ଚଙ୍କୁ ଅପହରଣ କରି ହତ୍ୟା କଲେ ନକ୍ସଲ

ନକ୍ସଲଙ୍କ ବର୍ବରକାଣ୍ଡ। ୨ ଜଣ ପୂର୍ବତନ ସରପଞ୍ଚଙ୍କୁ ଅପହରଣ କରି ନେଇ ହତ୍ୟା କଲେ ନକ୍ସଲ। ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଏପରି ଘଟଣା ଘଟିଛି। ମୃତକମାନେ ହେଲେ ବିଜେପି ନେତା ତଥା ବିୟୋଭୂମି ଗାଁର ପୂର୍ବତନ ସରପଞ୍ଚ ସୁଖଲୁ ଫର୍ସା ଓ…

କନେଷ୍ଟବଳ ନିଯୁକ୍ତି: ସର୍ବାଧିକ ବୟସ ସୀମା ୬ ବର୍ଷ କୋହଳ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ସିପାହି କନେଷ୍ଟବଳ ପଦରେ ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କ ସର୍ବାଧିକ ବୟସସୀମା ୬ ବର୍ଷ କୋହଳ କରିବାକୁ ହାଇକୋର୍ଟ ଓଡିଶା ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ବିଭିନ୍ନ ବାଟାଲିୟନରେ ୧୩୬୦ଟି କନେଷ୍ଟବଳ ସିପାହୀ ପଦ ପୂରଣ ପାଇଁ ୨୦୨୪ ସେପ୍ଟେମ୍ବର…

ପୁଅ-ବୋହୂକୁ ପେଟ୍ରୋଲ ଢ଼ାଳି ବାପା ପୋଡ଼ି ଦେବା ଘଟଣା: ବୋହୂ ପରେ ଆଖି ବୁଜିଲା ପୁଅ

କଟକ: ପୁଅ ଓ ବୋହୂକୁ ପେଟ୍ରୋଲ ଢ଼ାଳି ବାପା ପୋଡ଼ି ଦେବା ଘଟଣା । ଗତ ରବିବାର ଚିକିତ୍ସାଧୀନ ଅବସ୍ଥାରେ ବୋହୂର ମୃତ୍ୟୁ ହୋଇଥିବା ବେଳେ କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ପୁଅ ଦୀନବନ୍ଧୁ ରାଉତଙ୍କ ମୃତ୍ୟୁ । ବାରଙ୍ଗ ଥାନା…

ଭୁବନେଶ୍ବରରୁ ସିଡିଏକୁ ମୋ ବସ୍ ସେବା ବନ୍ଦ, ତେଜିଲା ଅସନ୍ତୋଷ

କଟକ ୫।୧୨: ଭୁବନେଶ୍ବରରୁ ସିଡିଏକୁ ମୋ ବସ୍ ସେବା ବନ୍ଦ ନେଇ ତେଜିଲା ଅସନ୍ତୋଷ । ଆଜି ସିଡିଏର ବରିଷ୍ଠ ନାଗରିକ ମାନେ ଏକାଠି ହୋଇ ଏ ନେଇ ଜିଲ୍ଲାପାଳଙ୍କୁ ଫେରାର ହୋଇଛନ୍ତି । ଗତ ପାଞ୍ଚ ଦିନ ହେବ କ୍ୟାପିଟାଲ…

ରାଜ୍ୟରେ ବନ୍ଦ ହେବ ଗୋ ମାଂସ ଓ ଗୋ ଚାଲାଣ, ଗୋ ହତ୍ୟା ବନ୍ଦ ପାଇଁ ଆସିବ ଆଇନ-ଆଇନ ମନ୍ତ୍ରୀ

ଭୁବନେଶ୍ୱର : ଗୋ ହତ୍ୟା ବନ୍ଦ ପାଇଁ ଆସିବ ଆଇନ । ଆସାମ ପରି ଓଡିଶାରେ ବି ବନ୍ଦ ହେବ ଗୋ ହତ୍ୟା । ଏହାସହ ରାଜ୍ୟରେ ବନ୍ଦ ହେବ ଗୋ ମାଂସ ଓ ଗୋ ଚାଲାଣ । ରାଜ୍ୟରେ ସରକାର…

ବିଧାନସଭାରେ ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ୍ ପାରିତ, ପ୍ରତିଟି ରାଜ୍ୟବାସୀଙ୍କ ମୁଣ୍ଡରେ ୨୦୧୭୭ଟଙ୍କାର ଋଣବୋଝ

ଭୁବନେଶ୍ବର :ଚଳିତବର୍ଷ ଅକ୍ଟୋବର ମାସ ଶେଷସୁଦ୍ଧା ରାଜ୍ୟର ପ୍ରତ୍ୟେକ ଲୋକଙ୍କ ମୁଣ୍ଡରେ ୨୦୧୭୭ଟଙ୍କାର ଋଣବୋଝ ରହିଛି । କିନ୍ତୁ ଏହି ଋଣବୋଝ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଯଥେଷ୍ଟ କମ୍ । ତେଣୁ ରାଜ୍ୟର ଋଣଭାର ଓ ମୁଣ୍ଡପିଛା ଋଣକୁ ନେଇ ବିଧାୟକମାନେ…