ମାହାଙ୍ଗା ଡବଲ ମର୍ଡର ମାମଲା: ହାଇକୋର୍ଟରୁ ପ୍ରତାପଙ୍କୁ ମିଳିଲା କ୍ଲିନ୍ ଚିଟ୍
କଟକ : ମାହାଙ୍ଗା ଡବଲ ମର୍ଡର ମାମଲାରେ ପ୍ରତାପ ଜେନାଙ୍କୁ ମିଳିଛି କ୍ଲିନ୍ଚିଟ୍। ହାଇକୋର୍ଟରୁ ପ୍ରତାପଙ୍କୁ ମିଳିଛି କ୍ଲିନ୍ ଚିଟ୍। ପ୍ରତାପଙ୍କ ନାଁରେ ତଳକୋର୍ଟରେ ଥିବା ଏହି ମାମଲାକୁ ଖାରଜ କରିଛନ୍ତି ହାଇକୋର୍ଟ। କ୍ଲିନ୍ ଚିଟ୍ ମିଳିବା ପରେ ପ୍ରତାପ ତାଙ୍କ…