୫,୦୦୦ କୋଟି ଟଙ୍କାର ନିଶାଦ୍ରବ୍ୟ ଜବତ ମାମଲା, ଗିରଫ କିଙ୍ଗପିନ୍ କଂଗ୍ରେସର ପୂର୍ବତନ କର୍ମୀ
ନୂଆଦିଲ୍ଲୀ : ଦିଲ୍ଲୀରୁ ବିପୁଳ ପରିମାଣର ନିଶାଦ୍ରବ୍ୟ ଜବତ ଘଟଣାର କିଙ୍ଗପିନ ଜଣେ କଂଗ୍ରେସର ପୂର୍ବତନ କର୍ମୀ। ମୁଖ୍ୟ ଅଭିଯୁକ୍ତ ତୁଷାର ଗୋୟଲ କଂଗ୍ରେସର ଜଣେ ପୂର୍ବତନ କର୍ମୀ ଥିବା ସ୍ୱୀକାର କରିଛନ୍ତି। ଗତକାଲି 5 ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାର…