Month: October 2024

ନଭେମ୍ବର ୧୩ରେ ଧବଳେଶ୍ୱର ବଡ଼ଓଷା

କଟକ : ଧବଳେଶ୍ୱର ପୀଠରେ କାର୍ତ୍ତିକ ପଞ୍ଚକ ବ୍ରତ ଓ ବଡ଼ଓଷା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଅକ୍ଟୋବର ୧୮ରୁ ନଭେମ୍ବର ୧୫ ଯାଏ ଧବଳେଶ୍ୱର ପୀଠରେ କାର୍ତ୍ତିକ ବ୍ରତ ପାଳନ ହେବ। ସେହିପରି ୧୨ ନଭେମ୍ବରରୁ ୧୫ ଯାଏ ୪…

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ଆମ୍ବାସାଡର୍ ମିଟ୍‌: କହିଲେ- ଓଡ଼ିଶା ହେବ ଶିଳ୍ପ ହବ୍‌

ନୂଆଦିଲ୍ଲୀ : ଓଡ଼ିଶାକୁ ଅଧିକ ପୁଞ୍ଜି ଆଣିବା ସହ ଆଗାମୀ ଦିନରେ ବିଦେଶୀ ପୁଞ୍ଜି ନିବେଶ ବଢ଼ାଇବା ଲକ୍ଷ୍ୟ ନେଇ ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସେଠାରେ ଆମ୍ବାସାଡର ମିଟ କରିଛନ୍ତି। ପ୍ରାୟ ୩୪ଟି ଦେଶର…

ପାର୍ବଣରେ ବାଜିବ ଡିଜେ; କିନ୍ତୁ ଧୀରେ

କଟକ : ପାର୍ବଣ ଋତୁରେ କଟକ ମହାନଗରରେ ଡିଜେ ବାଜିବ। କିନ୍ତୁ ଧୀରେ ବାଜିବ। ଅର୍ଥାତ ୬୫ ଡେସିବଲଠାରୁ ଅଧିକ ଜୋରରେ ଡିଜେ ବାଜି ପାରିବ ନାହିଁ। ଏଥିସହ କଟକ ରାସ୍ତାଘାଟ ମରାମତି ନେଇ ଅସନ୍ତୋଷ ଝାଡ଼ିଛନ୍ତି ଓଡିଶା ହାଇକୋର୍ଟ। ଦଶହରା…

BMCର ନିର୍ଦ୍ଦେଶ: ପୂଜା ପେଣ୍ଡାଲରେ ପ୍ଲାଷ୍ଟିକ ମନା

ଭୁବନେଶ୍ବର : ଆଉ ଦିନ କେଇଟା ପରେ ଦୁର୍ଗାପୂଜା। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମା’ଙ୍କ ଆଗମନକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି। ଏସବୁ ଭିତରେ ବିଏମସି ପକ୍ଷରୁ ପୂଜାକୁ ନେଇ ଦିଆଯାଇଛି କଡ଼ା ନିର୍ଦ୍ଦେଶ। ଭୁବନେଶ୍ୱରରେ ପୂଜା ପେଣ୍ଡାଲରେ…

ଓଡ଼ିଶାରେ ଅଛନ୍ତି ୬୯୬ କଲରାପତରିଆ

ଭୁବନେଶ୍ବର : ଓଡ଼ିଶାରେ ଅଛନ୍ତି ମୋଟ୍ ୬୯୬ କଲରାପତରିଆ। ରାଜ୍ୟର ପ୍ରଥମ କଲରାପତରିଆ ଗଣନା ରିପୋର୍ଟରୁ ଆସିଛି ଏହି ତଥ୍ୟ। ଚଳିତ ଥର ନିଜସ୍ୱ କଲରାପତରିଆ ଗଣନା କରିଛି ବନ ବିଭାଗ। NTCA ରିପୋର୍ଟ ଅନୁସାରେ ୨୦୨୨ରେ ଓଡ଼ିଶାର ବିଭିନ୍ନ ଜଙ୍ଗଲରେ…

ଗଞ୍ଜାମ: ଦେବୀଙ୍କ ପୀଠରେ ନବରାତ୍ରି ପୂଜା ଆରମ୍ଭ

ଗଞ୍ଜାମ: ଗଞ୍ଜାମ ସହର ସମେତ ଗଞ୍ଜାମ ବ୍ଲକ ଅଂଚଳରେ ଗୁରୁବାରଠାରୁ ବିଭିନ୍ନ ଦେବୀ ପୀଠରେ ନବରାତ୍ରି ପୂଜା ଆରମ୍ଭ ହୋଇଛି। ଫଳରେ ଏହି ସବୁ ଅଂଚଳ ବର୍ତ୍ତମାନ ଉତ୍ସବମୁଖର ହୋଇଉଠିଛି। ସେଥିମଧ୍ୟରୁ ଗଞ୍ଜାମ ସହରସ୍ଥିତ ଦୁର୍ଗା ଦେବୀ ସାହିରେ ଅବସ୍ଥିତ ମା’…

ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ଲାଗିଲା ବର୍ଷେ, ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କ୍ରାଇମବ୍ରାଞ୍ଚ ଆଇଜିଙ୍କ ନିବେଦନ

ଭୁବନେଶ୍ବର: ଜଣେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ଗୋଟିଏ ବର୍ଷ ଲାଗିଛି। ବିଭାଗୀୟ ଡାକ୍ତର ପୁଲିସକୁ ଗୋଟିଏ ବର୍ଷ ପରେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ପ୍ରଦାନ କରିଛନ୍ତି। ବିଳମ୍ବିତ ରିପୋର୍ଟକୁ ନେଇ ସ୍ବାସ୍ଥ୍ୟ ସଚିବଙ୍କୁ…

କଟକରୁ ନକଲି ଘିଅ କାରଖାନା ଠାବ

କଟକ : କଟକରୁ ପୁଣି ଏକ ନକଲି ଘିଅ କାରଖାନା ଠାବ ହୋଇଛି । ଜଗତପୁର ନ୍ୟୁ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍ ଭିତରୁ ଏହି ନକଲି ଘିଅ କାରଖାନା ମିଳିଛି । ବାଲ୍ ଗୋପାଲ ନାମକ ଘିଅ କମ୍ପାନୀରେ ଚଢାଉ ପରେ ଏଠାରେ…

ନବରାତ୍ରର ପ୍ରଥମ ଦିବସ, ମାଆଙ୍କ ଶୈଳପୁତ୍ରୀ ରୂପ : ଜଗଦ୍ଧାତ୍ରୀ ବେଶରେ ଦର୍ଶନ ଦେଉଛନ୍ତି ମା’ କଟକ ଚଣ୍ଡୀ

କଟକ : ଆଜିଠୁ ନବରାତ୍ର ପୂଜା ଆରମ୍ଭ ହୋଇଛି। କଟକର ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡୀଙ୍କୁ ଜଗଦ୍ଧାତ୍ରୀ ବେଶରେ ଦର୍ଶନ କରିଛନ୍ତି ଭକ୍ତ। ଏହି ଭବ୍ୟ ଦର୍ଶନ ପାଇ ଶହଶହ ଭକ୍ତଙ୍କ ଭିଡ ଜମିଛି। ଆଶ୍ୱିନର ଶରତ ସକାଳରେ ଧରଣୀ…

ଭାରତର ଧାର୍ମିକ ସ୍ୱାଧୀନତାକୁ ନେଇ ପ୍ରଶ୍ନ ଉଠାଇଲା ଆମେରିକାର ଅନ୍ତର୍ଜାତୀୟ ଧାର୍ମିକ ସ୍ୱାଧୀନତା ଆୟୋଗ USCIRF

ନୂଆଦିଲ୍ଲୀ : ଆମେରିକାର ଅନ୍ତର୍ଜାତୀୟ ଧାର୍ମିକ ସ୍ୱାଧୀନତା ଆୟୋଗ (USCIRF) ଏକ ରିପୋର୍ଟ ପ୍ରକାଶ କରି ଭାରତର ଧାର୍ମିକ ସ୍ୱାଧୀନତାର ଅବସ୍ଥା ବିଗିଡି ଯାଇଥିବା କହି ଚିନ୍ତା ପ୍ରକଟ କରିଛି। ଆମେରିକା ଆୟୋଗର ଏହି ରିପୋର୍ଟକୁ ଭାରତ ଖଣ୍ଡନ କରିବା ସମ୍ପୂର୍ଣ୍ଣ…