Month: October 2024

ସ୍ୱାସ୍ଥ୍ୟସେବାରେ ନୂଆ ଅଧ୍ୟାୟ – ଏସସିବି ମେଡିକାଲରେ କାର୍ଯ୍ୟକ୍ଷମ ହେଲା ଅସ୍ଥି ଭଣ୍ଡାର

କଟକ : ମଙ୍ଗଳବାର ରାଜ୍ୟ ସ୍ଵାସ୍ଥ୍ୟସେବାରେ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି। ଏସସିବି ମେଡିକାଲ କଲେଜରେ କାର୍ଯ୍ୟକ୍ଷମ ହୋଇଛି ଅସ୍ଥି ଭଣ୍ଡାର (ବୋନ ବ୍ୟାଙ୍କ)। ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କଟକ ବଡ଼ ମେଡିକାଲର ଅସ୍ତିଶଲ୍ୟ ବିଭାଗରେ ଆୟୋଜିତ ଉତ୍ସବରେ ମୁଖ୍ୟ…

ଦୁର୍ଗାପୂଜା ପାଇଁ ଟ୍ରାଫିକ୍ କଟକଣା; କାଲିଠୁ ଟୁଇନ୍‌ ସିଟିରେ ଲାଗୁ ହେବ

କଟକ : ଦୁର୍ଗାପୂଜା ପାଇଁ ଟୁଇନ ସିଟିରେ ଲାଗୁ ହେବ ଟ୍ରାଫିକ କଟକଣା। ଆସନ୍ତା କାଲିଠୁ ୧୩ ତାରିଖ ଯାଏଁ କଟକ ଏବଂ ଭୁବନେଶ୍ୱରରେ ଟ୍ରାଫିକ କଟକଣା ଲାଗୁ ହେବ । ଏନେଇ ବିଜ୍ଞପ୍ତି ଜାରି କରିଛି କମିଶନରେଟ୍ ପୁଲିସ। କଟକରେ…

ଆର୍ଟିଫିସିଆଲ୍‌ ଇଣ୍ଟେଲିଜେଣ୍ଟ, ମେସିନ୍‌ ଲର୍ଣ୍ଣିଙ୍ଗ୍‌, ଡାଟା ସାଇନ୍ସ ଆଦି ନୂତନ ପାଠ୍ୟକ୍ରମ ବହୁଳ ମାତ୍ରାରେ ପ୍ରଚଳନ କରାଯିବାର ଆବଶ୍ୟକତା ରହିଛି-ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟର ତୃତୀୟ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଲେ ଯେ ଇଂଜିନିୟରିଂ ବିଦ୍ୟାକୁ ସଫଳ…

OPSC ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ଅରୁଣ ଷଡ଼ଙ୍ଗୀ

ଭୁବନେଶ୍ବର : ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ୧୯୯୦ ବ୍ୟାଚର ଆଇପିଏସ୍ ଅରୁଣ ଷଡ଼ଙ୍ଗୀ। ଆଜି ଲୋକସେବା ଭବନ ସେ ଡଃ ସରିତା ସୁପକାରଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଓପିଏସସି ଅଧ୍ୟକ୍ଷ ପଦରୁ ସତ୍ୟଜିତ୍ ମହାନ୍ତି…

ତ୍ୱରିତ ଫଇସଲା ହେବ ରାଜସ୍ୱ ପରିଷଦରେ ପଡିଥିବା ମାମଲା

ଭୁବନେଶ୍ବର : ରାଜସ୍ୱ ପରିଷଦରେ ଦୀର୍ଘ ବର୍ଷ ଧରି ପଡି ରହିଥିବା ମାମଲା ଗୁଡିକର ହେବ ତ୍ୱରିତ ଫଇସଲା। ରିଭିଜନାଲ୍‌ କୋର୍ଟରେ ତ୍ୱରିତ ଜମିଜମା ରେକର୍ଡ, ପଟ୍ଟା, ନକ୍ସାରେ ସଂଶୋଧନ ସମ୍ପର୍କିତ ମାମଲାର ହେବ ଫୈସଲା। ଏଥିପାଇଁ ପ୍ରତି ସପ୍ତାହରେ ଅତିକମରେ…

ହେଜବୁଲ୍ଲା ମୁଖ୍ୟ କାର୍ଯ୍ୟାଳୟର କମାଣ୍ଡର ନିପାତ

ଗାଜା : ହେଜବୁଲ୍ଲା ଶକ୍ତିକୁ ଦୁର୍ବଳ କଲା ଇସ୍ରାଏଲ। ସଂଗଠନର ମୁଖ୍ୟ ହାସନ ନସ୍ରଲ୍ଲା ଏବଂ ତାଙ୍କ ଉତ୍ତରାଧିକାରୀ ହାସିମ ସୈଫୁଦ୍ଦିନଙ୍କ ପରେ ଏବେ ମୁଖ୍ୟ କାର୍ଯ୍ୟାଳୟର କମାଣ୍ଡରଙ୍କୁ ନିପାତ କରିଛି। ଏନେଇ ଇସ୍ରାଏଲ ସେନା ପକ୍ଷରୁ ସୂଚନା ଦିଆଯାଇଛି। ଇସ୍ରାଏଲ…

ହରିୟାଣାରେ କଂଗ୍ରେସର ପରାଜୟ ପରେ ହୁଡ୍ଡାଙ୍କୁ ଟାର୍ଗେଟ କଲେ ସେଲଜା

ଚଣ୍ଡୀଗଡ : ଭୁଲ୍ ହେଲା ଏକଜିଟ୍ ପୋଲ୍‌। ହରିୟାଣାରେ ଲଗାତାର ତୃତୀୟ ଥର ପାଇଁ ବହୁମତ ପାଇଲା ବିଜେପି। ଆଉ ନିଶ୍ଚିତ ବିଜୟ ଆଶା ରଖିଥିବା କଂଗ୍ରେସ ୩୭ଟି ଆସନ ପାଇବା ପରେ ଏହାର ପ୍ରମୁଖ ନେତାମାନେ ଖୋଲାଖୋଲି ପରସ୍ପର ବିରୋଧରେ…

ଏକ୍‌ଜିଟ୍‌ ପୋଲ ଫଳାଫଳ ଭୁଲ୍ ପ୍ରମାଣିତ, ହରିୟାଣାରେ ତୃତୀୟଥର ଲାଗି ବିଜେପି ସରକାର

ଚଣ୍ଡିଗଡ,୮।୧୦: ହରିୟାଣା ବିଧାନସଭା ନିର୍ବାଚନର ଫଳାଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଲଗାତାର ତୃତୀୟ ଥର ପାଇଁ ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି। ଏହି ଫଳାଫଳ ହରିୟାଣା ସମ୍ବନ୍ଧୀୟ ସମସ୍ତ ଏକଜିଟ ପୋଲ ମଧ୍ୟ ଭୁଲ ପ୍ରମାଣିତ କରିଛି। ଏକଜିଟ ସର୍ଭେରେ…

ହରିୟାଣାରେ ମୁଖ୍ୟମନ୍ତ୍ରୀ ନାଏବ ସିଂହ ସୈନୀ ବିଜୟୀ

ଚଣ୍ଡୀଗଡ : ହରିୟାଣାର ଲଡୱା ଆସନରେ ବିଜୟୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନାଏବ ସିଂ ସୈନୀ। ତେବେ ହରିୟାଣା ବିଧାନସଭା ନିର୍ବାଚନରେ ବାଜିମାତ କରିଛି ବିଜେପି। ୯୦ ଆସନ ବିଶିଷ୍ଟ ବିଧାନସଭା ଆସନରେ ବିଜେପି ଏଠାରେ ମ୍ୟାଜିକ୍‌‌ ନମ୍ବର ପାର କରିଛି। ବର୍ତ୍ତମାନ…

ପଦାର୍ଥ ବିଜ୍ଞାନରେ ନୋବେଲ୍ ପୁରସ୍କାର ପାଇବେ ଜନ୍ ଜେ ହପଫିଲଡ ଓ ଜେଫ୍ରି ଇ. ହିଣ୍ଟନ

ନୂଆଦିଲ୍ଲୀ : ନୋବେଲ କମିଟି ଆଜି ପଦାର୍ଥ ବିଜ୍ଞାନ ପାଇଁ ବିଜେତାଙ୍କ ନାମ ଘୋଷଣା କରିଛି। ଜନ୍ ଜେ ହପଫିଲଡ ଏବଂ ଜେଫ୍ରି ଇ. ହିଣ୍ଟନ ୨୦୨୪ ପାଇଁ ପାଇବେ ପଦାର୍ଥ ବିଜ୍ଞାନରେ ନୋବେଲ୍ ପୁରସ୍କାର। କୃତ୍ରିମ ନ୍ୟୁରାଲ ନେଟୱାର୍କ ସହିତ…