କ୍ରିକେଟ୍ ବଲ୍ ଆଣିବାକୁ ଯାଇ କେନାଲ୍ରେ ବୁଡ଼ିଗଲେ ୩ ସାଙ୍ଗ
ବାରିପଦା : କ୍ରିକେଟ୍ ବଲ୍ ଆଣିବାକୁ ଯାଇ ସୁବର୍ଣ୍ଣରେଖା କେନାଲ୍ରେ ବୁଡ଼ିଗଲେ ୩ ସାଙ୍ଗ। ଆଜି ଅପରାହ୍ନରେ ଏପରି ହୃଦୟବିଦାରକ ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି। ୩ ସାଙ୍ଗଙ୍କ ବୟସ ୧୨ରୁ ୧୪ ବର୍ଷ ହେବ। ସାରସକଣା ବ୍ଲକ୍ ନୂଆଗାଁର ଶ୍ରୀୟାଂଶୁ…