ବାତ୍ୟା ଦାନା ପ୍ରଭାବରେ ଉତ୍ତର ଓଡିଶାରେ ବର୍ଷା ଜାରି
ବାତ୍ୟା ଦାନାର ପ୍ରଭାବରେ ଏବେବି ଉତ୍ତର ଓଡିଶାରେ ଜାରି ରହିଛି ବର୍ଷା । ବର୍ଷା ସାଙ୍ଗକୁ କୋହଲା ପବନ ମଧ୍ୟ ବହୁଛି । ଓଡିଶା ସମେତ ପଶ୍ଚିମବଙ୍ଗ ଉପକୂଳରେ ପ୍ରବଳ ବର୍ଷା ହୋଇଛି । ଗତ ୩ ଘଣ୍ଟାରେ ଭଦ୍ରକରେ ୮୫.୧…
ବାତ୍ୟା ଦାନାର ପ୍ରଭାବରେ ଏବେବି ଉତ୍ତର ଓଡିଶାରେ ଜାରି ରହିଛି ବର୍ଷା । ବର୍ଷା ସାଙ୍ଗକୁ କୋହଲା ପବନ ମଧ୍ୟ ବହୁଛି । ଓଡିଶା ସମେତ ପଶ୍ଚିମବଙ୍ଗ ଉପକୂଳରେ ପ୍ରବଳ ବର୍ଷା ହୋଇଛି । ଗତ ୩ ଘଣ୍ଟାରେ ଭଦ୍ରକରେ ୮୫.୧…
ଭୁବନେଶ୍ୱର : ବାତ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ । ଆସନ୍ତାକାଲି ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆକାଶମାର୍ଗରୁ ବାତ୍ୟାଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିବେ । ବାତ୍ୟା ଦାନାର ଲ୍ୟାଣ୍ଡଫଲ୍ ପରେ ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ…
ଭୁବନେଶ୍ୱର: ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି ବାତ୍ୟା ଦାନା। ଶୁକ୍ରବାର ରାତି ୧୨.୫ରେ ସ୍ଥଳଭାଗ ଛୁଇଁଥିବା ବେଳେ ଆଜି ସକାଳେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ କରିଛି ଦାନା। ବର୍ତ୍ତମାନ ଭୀଷଣ ବାତ୍ୟା, ବାତ୍ୟା ରୂପ ନେଇଥିବା ବେଳେ ଧୀରେ ଧୀରେ…
ଭୁବନେଶ୍ବର: ଲ୍ୟାଣ୍ଡଫଲ ପ୍ରକ୍ରିୟା ବିଳମ୍ବ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି। ସେ କହିଛନ୍ତି, ୨ଟି ଆଣ୍ଟି ସାଇକ୍ଲୋନିକ ସର୍କୁଲେସନ ପାଇଁ ଲ୍ୟାଣ୍ଡଫଲ ପ୍ରକ୍ରିୟା ବିଳମ୍ବିତ ହୋଇଛି। ଏହି ପ୍ରକ୍ରିୟା ସାଧାରଣଭାବେ ୬ରୁ ୮ ଘଣ୍ଟା…
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସକାଳେ ପୁଣି ବାତ୍ୟାର ସମୀକ୍ଷା କରିଛନ୍ତି । ଏନେଇ ସେ ଏକ ବୈଠକ କରିଛନ୍ତି । ଏଥିରେ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ଓ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୁଲିସ ଡିଜି…
ଭୁବନେଶ୍ୱର: ଟଳି ଗଲା ବଡ଼ ବାତ୍ୟା। ହେଲେ ବାତ୍ୟା ପ୍ରଭାବରେ ତୁହାକୁ ତୁହା ବର୍ଷା ଏବେ ବନ୍ୟା ଆଶଙ୍କା ସୃଷ୍ଟି କଲାଣି। ଏନେଇ ଏବେ ୧୬ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ନେଇ ସତର୍କ କରିଛି ଆଇଏମଡି। ଅନୁଗୁଳ, ବାଲେଶ୍ଵର,…
ଭୁବନେଶ୍ୱର : ବିପର୍ଯୟ ପରିଚାଳନା ମନ୍ତ୍ରୀ ଭାବେ ମୋ ଦାୟିତ୍ୱ । ନିଆରା ଅନୁଭୂତି ମୋ ପାଇଁ । ସମସ୍ତଙ୍କ ସହ ବୈଠକ କରିଛି । ଓଡ଼ିଶା ବାସୀଙ୍କ ବିଜୟ ହେଲା । ରାସ୍ତା ସଫା ସରିଲାଣି । କିଛି ଜାଗାରେ…
ରାଜନଗର: ବାତ୍ୟା ‘ଦାନା’ର ପ୍ରକୋପ ସମୟରେ ଲୋକେ ସୁରକ୍ଷିତ ସ୍ଥାନରେ ରହିବାକୁ ଉଦ୍ୟତ ହେଉଥିବା ବେଳେ ସେବା ମନୋଭାବ ନେଇ ଆଗେଇ ଆସିଥିଲେ ଜଣେ ଆଶାକର୍ମୀ । ବିପଦ ସଙ୍କୁଳଙ୍କ ପାଇଁ ସାଜିଥିଲେ ଦେବଦୂତ। ପବନ, ବର୍ଷାକୁ ଖାତିର ନ କରି…
ଭୁବନେଶ୍ୱର : ସ୍ୱାଭାବିକ ହେଉଛି ବସ ସେବା । କେଵଳ ଭଦ୍ରକ, ବାଲେଶ୍ୱର, ରାଜନଗର ଓ କୋଲକାତାକୁ ଛାଡ଼ି ଅନ୍ୟ ସ୍ଥାନକୁ ବସ ଯିବା ଆସିବା କରୁଛି । ଭୁବନେଶ୍ବର ବରମୁଣ୍ଡା ବସ୍ ଷ୍ଟାଣ୍ଡରୁ ଯାତାୟାତ କରୁଛି ବସ୍ । ବ୍ରହ୍ମପୁରକୁ…
ପୁରୀ: ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିଲା ପୁରୀ। ବାତ୍ୟା ଦାନା ପାଇଁ ସୁରକ୍ଷା ଦୃଷ୍ଟିରୁ ପୁରୀକୁ ପର୍ଯ୍ୟଟକମାନଙ୍କୁ ସରକାର ଓ ପ୍ରଶାସନ ପକ୍ଷରୁ ବାରଣ କରାଯାଇଥିଲା। ବାତ୍ୟାର ପ୍ରଭାବ କମିବା ପରେ ପର୍ଯ୍ୟଟକଙ୍କ ପାଇଁ ଥିବା କଟକଣା ପ୍ରତ୍ୟାହୃତ କରାଯାଇଛି। ତେବେ…