Month: October 2024

ସାମାନ୍ୟ କମିଛି ପ୍ରଦୂଷଣ, ବିଷାକ୍ତ ହେଉଛି ଯମୁନା

ନୂଆଦିଲ୍ଲୀ : ଦୀପାବଳି ପୂର୍ବରୁ ସାମାନ୍ୟ ସୁଧୁରିଛି ଦିଲ୍ଲୀ ବାୟୁର ମାନ। ଅଳ୍ପ କମିଛି ପ୍ରଦୂଷଣ। ୪ ଦିନ ପରେ ୩୦୦ ତଳକୁ ଖସିଛି AQI। ଆଜି ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ ହ୍ରାସ ପାଇ ୨୩୭ରେ ପହଞ୍ଚିଛି। ଶୁକ୍ରବାର ବାୟୁ…

ପାନ-ଡି, ସେଲକଲ୍-500, ପାରାସିଟାମଲ ସମେତ ୪୯ ଔଷଧ କ୍ୱାଲିଟି ଟେଷ୍ଟରେ ଫେଲ୍‌

ନୂଆଦିଲ୍ଲୀ : କ୍ୱାଲିଟି ଟେଷ୍ଟରେ ପୁଣି ଫେଲ ମାରିଲା ପାରାସିଟାମଲ। କେବଳ ଏହି ମେଡିସିନ ନୁହେଁ ବରଂ ବହୁଳ ଭାବରେ ବ୍ୟବହୃତ ପାନ୍ ଡି, କ୍ୟାଲସିୟମ୍ ସପ୍ଲିମେଣ୍ଟ ସେଲକାଲ୍-500 ନକଲି ବୋଲି ଜଣାପଡ଼ିଛି। ୪୯ ଔଷଧର ନମୁନାରେ ଗୁଣବତ୍ତା ନଥିବା ଜଣାପଡ଼ିଛି।…

ଦୀପାବଳି ପୂର୍ବରୁ ହାହାକାର, ୪୦ ଲକ୍ଷ କୋଟି ସ୍ୱାହା

ମୁମ୍ବାଇ : ଦୀପାବଳି ପୂର୍ବରୁ ନିବେଶକଙ୍କୁ ଝଟ୍‌କା। ଶେୟାର ମାର୍କେଟରେ ହାହାକାର। ସ୍ୱାହା ହୋଇଗଲା ୪୦ ଲକ୍ଷ କୋଟି। ଗୋଟିଏ ମାସରେ ନିବେଶକ ହରାଇଲେଣି ୪୦ ଲକ୍ଷ କୋଟି ଟଙ୍କା। ଗତ ମାସକର ଡାଟା କହୁଛି ଶେୟାର ବଜାର ବହୁତ ଖରାପ…

‘ଦାନା’ ପାଇଁ ଶନିବାର-ରବିବାର ସରକାରୀ ଛୁଟି ବାତିଲ

ବାତ୍ୟା ‘ଦାନା’ ପ୍ରଭାବରେ କ୍ଷତିଗ୍ରସ୍ତ ଅଂଚଳରେ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ଆଜି ରାଜ୍ୟ ସରକାର ଶନିବାର ଓ ରବିବାର ଦୁଇଦିନ ସରକାରୀ ଛୁଟିକୁ ବାତିଲ କରିଛନ୍ତି। ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ଦେଓରଞ୍ଜନ କୁମାର ସିଂ ଆଜି…

ଆଶା ଦିଦି ଶିବାନୀ ମଣ୍ଡଲଙ୍କ ଭଲ କାମକୁ ଉଚ୍ଚ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: କେନ୍ଦ୍ରାପଡା ଜିଲ୍ଲା ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଆଶା ଦିଦି ଶିବାନୀ ମଣ୍ଡଳଙ୍କ ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍ନରେ ଟେଲିଫୋନ୍ ଯୋଗେ କଥାହୋଇ ବାତ୍ୟା ସମୟରେ ମାନବିକତାର ପ୍ରକୃତ ନିଦର୍ଶନ ଦେଖାଇଥିବାରୁ ତାଙ୍କୁ ଧନ୍ୟବାଦ…

ଝାରଖଣ୍ଡ ନିର୍ବାଚନ: ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ

ଝାରଖଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଆଜି ବିଜେପି ତା’ର ଷ୍ଟାର ପ୍ରଚାର ତାଲିକା ଜାରି କରିଛି। ଏହି ୪୦ ଜଣିଆ ଷ୍ଟାର ପ୍ରଚାର ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ…

ସର୍ଜିଲ ଇମାମକୁ ଝଟକା, ଜାମିନ ଦେଲେନାହିଁ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗାର ଅଭିଯୁକ୍ତ ସର୍ଜିଲ ଇମାମକୁ ଜାମିନ ଦେବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି, କିନ୍ତୁ ସର୍ଜିଲର ଆବେଦନର ଶୀଘ୍ର ଶୁଣାଣି କରିବାକୁ ଦିଲ୍ଲୀ ହାଇକୋର୍ଟଙ୍କୁ କହିଛନ୍ତି। ଜଷ୍ଟିସ ବେଲା ତ୍ରିବେଦୀ ଓ ଜଷ୍ଟିସ ଏସସି ଶର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ…

ମଙ୍ଗଳବାର ସୁଦ୍ଧା ସୀମାରୁ ସେନା ପ୍ରତ୍ୟାହାର ଶେଷ କରିବେ ଭାରତ-ଚାଇନା!

ଲଦାଖର ଦେପସାଙ୍ଗ ଓ ଡେମଚୋକ ଅଞ୍ଚଳରେ ଲାଗି ରହିଥିବା ବିବାଦରେ ପଡ଼ିବ ପୂର୍ଣ୍ଣଚ୍ଛେଦ। ଆସନ୍ତା ମଙ୍ଗଳବାର ସୁଦ୍ଧା ଏହି ଦୁଇ ସୀମାନ୍ତ ଅଞ୍ଚଳରୁ ଭାରତ ଓ ଚାଇନା ପରସ୍ପରର ସେନା ଯବାନଙ୍କୁ ସଂପୂର୍ଣ୍ଣ ଭାବେ ପ୍ରତ୍ୟାହାର କରିବେ। ୨୦୨୦ ଗଲୱାନ ଘାଟି…

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ କ୍ୟାଡର ନକ୍ସଲ ମୃତ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଧୀନ ବୁଦାନାଇ ଜଙ୍ଗଲରେ ପୁଣି ସକ୍ରିୟ ହୋଇଛନ୍ତି ମାଓବାଦୀ । ଆଜି ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ତେବେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଜଣେ ମାଓବାଦୀ ନିହତ ହୋଇଥିବା ସୂଚନା ରହିଛି…

ସେନା ବନାମ ସେନା ଏବଂ ଠାକରେ ବନାମ ଦେଓରା ଲଢ଼େଇ

ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଦେଖିବାକୁ ମିଳିବ ହାଇପ୍ରୋଫାଇଲ ଲଢ଼େଇ। ମୁମ୍ବାଇର ୱର୍ଲି ହାସନରେ ହେବ ସେନା ବନାମ ସେନା ଲଢ଼େଇ। ଗୋଟିଏ ପଟେ ଉଦ୍ଧବ ଠାକରେଙ୍କ ଶିବସେନାର ଆଦିତ୍ୟ ଠାକରେ ଥିବା ବେଳେ ତାଙ୍କ ବିରୋଧରେ ଏକନାଥ ସିନ୍ଦେଙ୍କ ଶିବସେନା ରାଜ୍ୟସଭା…