ପହଣ୍ଡି ବେଳର ଅଘଟଣକୁ ନେଇ ବଡ ବୟାନ ଦେଲେ ଆଇନ ମନ୍ତ୍ରୀ
ପୁରୀ: ମଙ୍ଗଳବାର ପହଣ୍ଡିବେଳେ ଚାରମାଳରୁ ଖସିପଡିଥିଲେ ମହାପ୍ରଭୁ ବଳଭଦ୍ର । ଯାହାକୁ ନେଇ ବଡ ବୟାନ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଏନେଇ ମନ୍ତ୍ରୀ କହିଛନ୍ତି, ଏହା ଲୀଳାମୟଙ୍କ ଲୀଳା। ଆହତ ସେବାୟତଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯାଇଛି।…