ଲାକ୍ଷାଦ୍ୱୀପରେ ନିର୍ମାଣ ହେବ ୨ଟି ସାମରିକ ଏୟାରଫିଲ୍ଡ
ଲାକ୍ଷାଦ୍ୱୀପର ଅଗାତି ଓ ମିନିକୋୟ ଆଇଲାଣ୍ଡ୍ରେ ଦୁଇଟି ନୂତନ ଏୟାରଫିଲ୍ଡ ନିର୍ମାଣ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ପରେ ଭାରତ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଅଗାତିଠାରେ ଥିବା ପୁରୁଣା ରନୱେକୁ ସୁଧୁରାଯାଇ ଏହାକୁ ବୃଦ୍ଧି କରାଯିବ…