Month: June 2024

ନିଟ୍ ପ୍ରସଙ୍ଗକୁ ନେଇ ସଂସଦରେ ହଙ୍ଗାମା, ଲୋକସଭା ସୋମବାର ଯାଏ ମୁଲତବୀ

ନୂଆଦିଲ୍ଲୀ : ନିଟ୍ ପ୍ରଶ୍ନପତ୍ର ପ୍ରଘଟକୁ ନେଇ ସଂସଦର ଉଭୟ ଗୃହରେ ଶୁକ୍ରବାର ହଙ୍ଗାମା କରିଛନ୍ତି ବିରୋଧୀ। ନିଟ ପ୍ରସଙ୍ଗରେ ଗୃହରେ ଆଲୋଚନା ଦାବି କରି ବିରୋଧୀମାନେ…

ଆତଙ୍କୀ ପାଣ୍ଠିଯୋଗାଣ ବନ୍ଦ ପାଇଁ ଭାରତର ପଦକ୍ଷେପକୁ ଏଫଏଟିଏଫର ପ୍ରସଂଶା

ସିଙ୍ଗାପୁର: ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ (ଏଫଏଟିଏଫ) ଶୁକ୍ରବାର ସିଙ୍ଗାପୁରରେ ଅନୁଷ୍ଠିତ ପୂର୍ଣ୍ଣାଙ୍ଗ ବୈଠକରେ ମନି ଲଣ୍ଡରିଂ ଉପରେ ଭାରତର ପାରସ୍ପରିକ ଆକଳନ ରିପୋର୍ଟକୁ ଗ୍ରହଣ କରିବା…

ଦିଲ୍ଲୀ ବିମାନବନ୍ଦର ଛାତ ଭୁଶୁଡ଼ିବା ଘଟଣା; ମୃତକଙ୍କ ପରିବାରକୁ ୨୦ ଲକ୍ଷ ଓ ଆହତଙ୍କୁ ୩ ଲକ୍ଷ ଟଙ୍କା ଘୋଷଣା

ନୂଆଦିଲ୍ଲୀ : ଦିଲ୍ଲୀ ବିମାନବନ୍ଦର ଛାତ ଭୁଶୁଡିବା ଘଟଣାରେ ମୃତକଙ୍କୁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ…

ଭୁଶୁଡ଼ିଲା ଦିଲ୍ଲୀ ଏୟାରପୋର୍ଟର ଟର୍ମିନାଲ-୧ର ଛାତ; ଜଣେ ମୃତ, ୬ ଗୁରୁତର

ନୂଆଦିଲ୍ଲୀ : ପ୍ରବଳ ବର୍ଷା ଯୋଗୁ ଭୁଶୁଡ଼ି ପଡ଼ିଛି ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୧ର ଛାତ। ଅଘଟଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬…

ଲୋକସଭାରେ ନିଟ୍‌ ପ୍ରସଙ୍ଗ ଉଠାଇବାରୁ ବନ୍ଦ ହୋଇଗଲା ରାହୁଲ ଗାନ୍ଧିଙ୍କ ମାଇକ୍‌!

ନୂଆଦିଲ୍ଲୀ : ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଆଜି ନିଟ୍‌ ପେପର ଲିକ୍‌ ପ୍ରସଙ୍ଗ ଉଠାଇଛନ୍ତି। ତେବେ ସେ ନିଟ୍‌ ଉପରେ କିଛି କହୁଥିବା…

ଟ୍ରକକୁ ପିଟିଲା ତୀର୍ଥଯାତ୍ରୀ ବସ୍, ୧୩ ମୃତ

ବେଙ୍ଗାଲୁରୁ : ଆଜି ସକାଳେ କର୍ଣ୍ଣାଟକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୧୩ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଆହତ ହୋଇଛନ୍ତି।…

ଜମି ଦୁର୍ନୀତି ମାମଲାରେ ହେମନ୍ତ ସୋରେନଙ୍କୁ ବେଲ୍

ରାଞ୍ଚି : ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା(JMM) ନେତା ହେମନ୍ତ ସୋରେନଙ୍କୁ କୋର୍ଟରୁ ମିଳିଲା ଆଶ୍ୱସ୍ତି। ଜମି ଦୁର୍ନୀତି ମାମଲାରେ ଜାମିନ ପାଇଛନ୍ତି…

ସନ୍ଦେହରେ ପୁଲିସ ଡିଜିଙ୍କ ଭୂମିକା: ସାଜିଛନ୍ତି ଆଶିଷ ସିଂଙ୍କ ସୁରକ୍ଷାଦାତା, ଗୃହ ବିଭାଗ ମାଗିଲା ରିପୋର୍ଟ

ଭୁବନେଶ୍ବର : ସନ୍ଦେହରେ ପୁଲିସ ଡିଜି ଅରୁଣ ଷଡ଼ଙ୍ଗୀଙ୍କ ଭୂମିକା। ଏପର୍ଯ୍ୟନ୍ତ ବିଜେଡି ପ୍ରେମରୁ ମୁକୁଳି ପାରୁନାହାନ୍ତି। ଯେଉଁଥିପାଇଁ ବିଜେଡିର ଭଡ଼ାଟିଆ ଗୁଣ୍ଡା ସାଜି ରାଜନୀତିକ ବ୍ୟକ୍ତିମାନଙ୍କୁ…