Month: June 2024

ଶେଷ କ୍ୟାବିନେଟ ବୈଠକରେ ବଡ଼ କଥା କହିଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଚଳିତ କାର୍ଯ୍ୟକାଳର ଶେଷ କ୍ୟାବିନେଟ ବୈଠକର ଆଜି ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ ସେ ନିଜର ମନ୍ତ୍ରୀମାନଙ୍କୁ ବଡ଼ କଥା କହିଛନ୍ତି। ବିଜୟ ଓ ପରାଜୟ ରାଜନୀତିର ଅଂଶବିଶେଷ ବୋଲି ମୋଦି ମତ ରଖିଛନ୍ତି। ବିଜେପି…

ଗାଧେଇବାକୁ ଯାଇଥିବା ସମୟରେ ଭିଡିନେଲା କୁମ୍ଭୀର

ଆଳି : ପୁଣି ମାତିଲା ମଣିଷଖିଆ କୁମ୍ଭୀର । କିଛି ଦିନର ନିରବତା ପରେ ଦେଖିବାକୁ ମିଳିଛି କୁମ୍ଭୀରର ଆତଙ୍କ । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ କାଟଣାବଣିଆ ପଂଚାୟତର ସିଙ୍ଗିଡ଼ି ଗାଁରେ ଘଟିଛି ଏକ ଅଭାବନୀ ଘଟଣା ।…

ପୁରୀ ବାଣ ବିସ୍ଫୋରଣ ଘଟଣା: ମୃତ୍ୟୁସଂଖ୍ୟା ୧୫କୁ ବୃଦ୍ଧି, ୧୨ ଜଣ ଚିକିତ୍ସାଧୀନ

ପୁରୀ: ପୁରୀ ବାଣ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁସଂଖ୍ୟା ୧୫କୁ ବୃଦ୍ଧି ପାଇଥିବା ବେଳେ ୧୨ ଜଣ ଚିକିତ୍ସାଧୀନ ଅଛନ୍ତି। ମୃତ୍ୟୁସଂଖ୍ୟା ବୃଦ୍ଧି ନେଇ ଏସ୍‌ଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ମୃତକଙ୍କ ପରିବାରକୁ ୪ ଲକ୍ଷ…

ଜୁନ୍‌ ୮ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମୋଦି

ଦେଶରେ ଏଥର ମୋଦି-୩.୦। ପୁଣି ଥରେ ପ୍ରଧାନମନ୍ତ୍ରୀ ହେବେ ନରେନ୍ଦ୍ର ମୋଦି। ସେ ଲଗାତର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ଆସନ୍ତା ଜୁନ୍‌ ୮ ତାରିଖ ସନ୍ଧ୍ୟାରେ ସେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ସୂତ୍ରରୁ…

ନିଖୋଜ ଡାକ୍ତର ଅମ୍ଳାନ ଭୋଇ କର୍ଣ୍ଣାଟକରୁ ଠାବ

ମାଲକାନଗିରି: ନିଖୋଜ ଡାକ୍ତର ଅମ୍ଳାନ ଭୋଇ ଠାବ। କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଅମ୍ଳାନ ଭୋଇ ଠାବ ହୋଇଛନ୍ତି। କର୍ଣ୍ଣାଟକରୁ ଡାକ୍ତରଙ୍କୁ ଠାବ କଲା କାଲିମେଳା ପୋଲିସ। ଗତ କିଛି ତଳେ ନିଖୋଜ ହୋଇଥିଲେ ଡାକ୍ତର। ଥାନାରେ ଏତଲା ଦେଇଥିଲେ ମେଡିକାଲ…

ଭାରସାମ୍ୟ ହରାଇ ଘରକୁ ମାଡ଼ିଗଲା ଡମ୍ଫର, ସ୍ୱାମୀ-ସ୍ତ୍ରୀ ମୃତ

ଜଳେଶ୍ୱର : ମାଡିଗଲା ଚିପ୍ସ ବୋଝେଇ ଡମ୍ଫର । ସ୍ୱାମୀ-ସ୍ତ୍ରୀ ମୃତ । ଘର ଭିତରେ ଶୋଇଥିବା ବେଳେ ମାଡିଗଲା ଡମ୍ପର । ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଆମ୍ବଳିଅଠା ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ୨ ମୃତକ ହେଲେ…

ପୁରୀ ବାଣ ବିସ୍ଫୋରଣ ଘଟଣାରେ SRCଙ୍କ ତଦନ୍ତ ଆରମ୍ଭ

ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ଘଟଣାର ଆରମ୍ଭ ହେଲା ତଦନ୍ତ। ଆଜି ପୁରୀ ସର୍କିଟ ହାଉସରେ ସ୍ୱତନ୍ତ୍ର ରିଲିଫ କମିଶନର ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଅପରାହ୍ନ ୩ଟାରୁ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା ୭…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପତ୍ର ପ୍ରଦାନ କଲେ ନବୀନ ପଟ୍ଟନାୟକ । ଦଳର ପରାଜୟ ପରେ ଇସ୍ତଫା ଦେଲେ ନବୀନ । ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ । ଅପ୍ରତିଦ୍ୱନ୍ଦୀ ନେତା ନବୀନ…

ଆଜି ଓଡ଼ିଶାରେ ନୂଆ ଇତିହାସ ଲେଖାଗଲା: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ବିଜେପିର ବିଜୟ ପରେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଆଜି ଓଡିଶାରେ ନୂଆ ଇତିହାସ ଲେଖାଗଲା। ୧୯ଟି ଲୋକସଭା ଆସନରେ ବିଜୟ ଏବଂ ଆଉ ଗୋଟେ ଆସନରେ ବିଜୟର ସମ୍ଭାବନା ରହିଛି। ବିଜେଡ଼ି ଓ…

ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଲେ ମୋଦି

ବିଜେପି ନେତୃତ୍ୱାଧୀନ ଏନଡିଏକୁ କ୍ରମାଗତ ତୃତୀୟ ଥର ବିଜୟୀ କରାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବିଜେପି ଏଥରର ୪୦୦ ପାର ନାରା ଦେଇ ନିର୍ବାଚନ ଲଢ଼ୁଥିଲା। କିନ୍ତୁ ଏନଡିଏ ୩୦୦ ଆସନ ଜିତିବାକୁ ସଂଘର୍ଷ କରୁଛି। ସେହିପରି…