Month: June 2024

ପ୍ରେମିକାକୁ ହତ୍ୟା କରି ଥାନାରେ ଆତ୍ମ ସମର୍ପଣ କଲେ ପ୍ରେମିକ

ରାୟଗଡା : କୁହନ୍ତି ପ୍ରେମ ଅନ୍ଧ । କିନ୍ତୁ ଏହି ପ୍ରେମ ବେଳେବେଳେ ଏମିତି ରୂପ ନେଇଥାଏ ଯାହା ବିଷୟରେ ଆମେ ବର୍ଣ୍ଣନା କରିପାରିବୁନୁ । କେତେ ଭୟଙ୍କର ହୋଇଥାଏ ଏହି ପ୍ରେମର କରୁଣ ପରିଣତି । ନିକଟରେ ଏହି ପ୍ରେମକୁ…

ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ସମାରୋହକୁ ଶ୍ରୀଜିଉଙ୍କୁ ଦିଆଗଲା ନିମନ୍ତ୍ରଣ

ପୁରୀ: ଓଡିଶାରେ ନୂଆ କରି ସରକାର ଗଢିବାକୁ ଯାଉଛି ବିଜେପି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ସମାରୋହରେ ସାମିଲ ହେବାକୁ ମହାପ୍ରଭୁଙ୍କୁ ନିମନ୍ତ୍ରଣ ପାଇଁ ପୁରୀରେ ପହଞ୍ଚି ଏହି ନିମନ୍ତ୍ରଣ ପତ୍ର ଦେଇଛନ୍ତି ବିଜେପିର ନବ ନିର୍ବାଚିତ ବିଧାୟକଙ୍କ ଏକ…

NEET କାଉନସେଲିଂ ଉପରେ ଲାଗିବନି ରୋକ୍‌, NTAକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

NEET UG ୨୦୨୪ ପରୀକ୍ଷାର ରେଜଲ୍ଟକୁ ନେଇ ଜାରି ରହିଛି ବିବାଦ। ଏହାରି ଭିତରେ NEET କାଉନସେଲିଂ ଉପରେ ରୋକ୍‌ ଲାଗିବନି ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। କେବଳ ସେତିକି ନୁହେଁ ଏହି ପରୀକ୍ଷାକୁ ରଦ୍ଦ ମଧ୍ୟ କରାଯିବ ନାହିଁ ବୋଲି…

ନକଲି ମାଟ୍ରିକ ସାର୍ଟିଫିକେଟ ରାକେଟ୍‌, ଆଉ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

କୋରାପୁଟ: ନକଲି ମାଟ୍ରିକ ସାର୍ଟିଫିକେଟ ରାକେଟ୍‌କୁ ରୋକ୍ ଲଗାଇବାରେ ସଫଳ ହେଲା ଓଡ଼ିଶା କ୍ରାଇମ ବ୍ରାଞ୍ଚ ଟିମ। ଜାଲ ସାର୍ଟିଫିକଟ ଦେଇ ଚାକିରି କରିବା ଅଭିଯୋଗେର ଗିରଫ ହେଲେ ଆଉ ଜଣେ ବ୍ୟକ୍ତି। କୋରାପୁଟ ଗ୍ରାମୀଣ ଡାକ ସେବକ ଚାକିରି କରୁଥିବା…

୧୩ରୁ ସାମ୍ବାଦିକଙ୍କ ପାଇଁ ଖୋଲିବ ଲୋକସେବା ଭବନ

ଭୁବନେଶ୍ବର: ଆସନ୍ତା ଜୁନ୍ ୧୩ ତାରିଖରୁ ସାମ୍ବାଦିକଙ୍କ ପାଇଁ ଖୋଲିବ ଲୋକସେବା ଭବନ। ରାଜ୍ୟରେ ବିଜେପି ସରକାର ଗଠନ ପରେ ସାମ୍ବାଦିକଙ୍କ ପାଇଁ ଖୋଲିବ ଲୋକସେବା ଭବନ। ଦୀର୍ଘବର୍ଷ ହେବ ସାମ୍ବାଦିକଙ୍କ ଲୋକସେବା ଭବନ ଯିବା ଉପରେ କଟକଣା ଲଗାଇଥିଲା ବିଜେଡି…

ଜୁନ୍ ୨୪ରୁ ଲୋକସଭାର ସ୍ୱତନ୍ତ୍ର ଅଧିବେଶନ

ମୋଦି ସରକାରଙ୍କ ତୃତୀୟ ପାଳିନ ପ୍ରଥମ ଅଧିବେଶନ ବସିବାକୁ ଯାଉଛି। ଆସନ୍ତା ଜୁନ୍ ୨୪ରୁ ଜୁଲାଇ ୩ ଯାଏଁ ଲୋକସଭାର ସ୍ୱତନ୍ତ୍ର ଅଧିବେଶନ ବସିବ। ଏହି ଆଠ ଦିନରେ ବାଚସ୍ପତି ନିର୍ବାଚନ ସହ ନବ ନିର୍ବାଚିତ ସାଂସଦମାନେ ଶପଥ ଗ୍ରହଣ କରିବାର…

ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହରେ ସାମିଲ ହେବାକୁ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କଲା ବିଜେପି

ଭୁବନେଶ୍ବର: ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହରେ ସାମିଲ ହେବାକୁ ନବୀନ ପଟ୍ଟନାୟକଙ୍କୁ ରାଜ୍ୟ ବିଜେପି ପକ୍ଷରୁ ନିମନ୍ତ୍ରଣ ଦିଆଯାଇଛି। ଆଜି ନିମନ୍ତ୍ରଣ ପତ୍ର ଦେବାକୁ ନବୀନ ନିବାସରେ ପହଞ୍ଚିଥିଲେ ବିଜେପିର ୫ ବରିଷ୍ଠ ନେତା । ବିଜେପି ରାଜ୍ୟ ସଭାପତି ମନମୋହନ…

ସବୁ ପରିବାର ଦାମ ପ୍ରାୟ ୫୦ ଟଙ୍କା ଉପରେ

ବିଭିନ୍ନ ପ୍ରକାରର ଡାଲି ଓ ଅନ୍ୟାନ୍ୟ ଜିନିଷ ପରେ ଏବେ ପରିବା ଦର ଆକାଶ ଛୁଆଁ ହୋଇଛି। ପରିବାରେ ହାତ ମାରିବାକୁ ଡରୁଛନ୍ତି ଲୋକ। ବ୍ରହ୍ମପୁରର ସବୁ ପ୍ରକାରରେ ପରିବା ଦର ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ସବୁ ପରିବାର ଦାମ…

ସୁରକ୍ଷା ବଳୟରେ ଛାଉଣି ହେବ ଜନତା ମଇଦାନ, ମୁତୟନ ହେବେ ୬୭ ପ୍ଲାଟୁନ ଫୋର୍ସ

ଭୁବନେଶ୍ବର: ଆସନ୍ତାକାଲି ଶପଥ ନେବେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ । ସଜେଇ ହେଉଛି ଜନତା ମଇଦାନ । କଡା ସୁରକ୍ଷା ବଳୟରେ ଚାଲିବ ଶପଥ ଗ୍ରହଣ ସମାରୋହ । ଏଥିସହିତ ଗତକାଲି ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଗୃହମନ୍ତ୍ରୀ…

ମୁଖ୍ୟମନ୍ତ୍ରୀ ଶପଥ ସମାରୋହ ପାଇଁ ଟ୍ରାଫିକ କଟକଣା, ଦିନ ୨ରୁ ସଂଧ୍ୟା ୭ ଯାଏଁ ଗାଡ଼ି ଚଳାଚଳ ମନା

ଭୁବନେଶ୍ୱର : ଆସନ୍ତାକାଲି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। କାଲି ଅପରହ୍ଣ ୪ଟା ୪୫ରେ ଶପଥ ଗ୍ରହଣ ଉତ୍ସବ । ପୋଲିସ ପକ୍ଷରୁ ମୋଦିଙ୍କ ଗସ୍ତ ପାଇଁ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି ।…