Month: June 2024

ପ୍ରାକ-ବଜେଟ୍ ପରାମର୍ଶ ବୈଠକ: ସମ୍ବଲପୁରରେ ଏମ୍ସ-୨ ସହ ସୁଭଦ୍ରା ଯୋଜନା ପାଇଁ ଆର୍ଥିକ ସହାୟତା ମାଗିଲେ ରାଜ୍ୟ ଅର୍ଥ ମନ୍ତ୍ରୀ

ନୂଆଦିଲ୍ଲୀ: ଆଜି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରାକ-ବଜେଟ୍ ପରାମର୍ଶ ବୈଠକରେ ଓଡିଶାର ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ ଯୋଗ ଦେଇଥିଲେ । ଆଗାମୀ କେନ୍ଦ୍ର ବଜେଟ୍, ୨୦୨୪-୨୫ ପାଇଁ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀଙ୍କ…

ବିଭିନ୍ନ ନିଗମରେ ନିଯୁକ୍ତି ପାଇଥିବା ଅଧ୍ୟକ୍ଷମାନଙ୍କୁ ଦାୟିତ୍ଵରୁ ଅବ୍ୟାହତି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଭିନ୍ନ ନିଗମରେ ନିଯୁକ୍ତି ପାଇଥିବା ଅଧ୍ୟକ୍ଷମାନଙ୍କୁ ଦାୟିତ୍ଵରୁ ଅବ୍ୟାହତି ଦେଲେ ମୁଖ୍ୟମନ୍ତ୍ରୀ | ରାଜ୍ୟର ବିଭିନ୍ନ ସରକାରୀ ନିଗମରେ ପୂର୍ବ ସରକାରଙ୍କ ସମୟରେ ଅଧ୍ୟକ୍ଷମାନଙ୍କୁ ନିଯୁକ୍ତି ଦିଆଯାଇଥିଲା। ଏହି ଅଧ୍ୟକ୍ଷମାନଙ୍କ ଯୋଗୁଁ ନିଗମଗୁଡ଼ିକର ପରିଚାଳନାରେ କୌଣସି ଗୁଣାତ୍ମକ ଉନ୍ନତି ପରିଲକ୍ଷିତ…

ତାମିଲନାଡୁରେ ବିଷାକ୍ତ ମଦ ପିଇ ୫୩ ମୃତ, ରାଜ୍ୟର ଡିଏମକେ ସରକାରଙ୍କୁ ଦାୟୀ କଲା ବିଜେପି

କଲ୍ଲାକୁରିଚି: ତାମିଲନାଡୁର କଲ୍ଲାକୁରିଚି ଜିଲ୍ଲାରେ ବେଆଇନ ଦେଶୀ ମଦ ପିଇ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଶନିବାର ପୁଲିସଠାରୁ ମିଳିଥିବା ସଦ୍ୟତମ ରିପୋର୍ଟ ଅନୁଯାୟୀ, ଦେଶୀ ମଦ ପିଇ ଅସୁସ୍ଥ ହୋଇଥିବା ୧୪୦ ଜଣଙ୍କ ଅବସ୍ଥା ଏବେ ବି…

ଭିଡ଼ ହିଂସା ପାଇଁ ଆଇନ ଆଣ :ମୌଲାନା ମଦନି

ନୂଆଦିଲ୍ଲୀ: ଛତିଶଗଡ଼ ଓ ଆଲିଗଡ଼ରେ ଘଟିଥିବା ମବ୍ ଲିଞ୍ଚିଂ (ଭିଡ଼ ହିଂସା) ଘଟଣାକୁ ନେଇ ଜମିୟତ ଉଲେମା-ଏ-ହିନ୍ଦର ସଭାପତି ମୌଲାନା ଅରଶଦ ମଦନି ଗଭୀର ଦୁଃଖ ଓ ତୀବ୍ର କ୍ରୋଧ ପ୍ରକାଶ କରିଛନ୍ତି। ଚଳିତ ଲୋକସଭା ନିର୍ବାଚନରେ ଦେଶର ଅଧିକାଂଶ ଲୋକ…

ପଦୋନ୍ନତି ଚାହୁଁନୁ, ଆମର ୱାର୍କ ଫ୍ରମ୍ ହୋମ୍ ଆବଶ୍ୟକ

ୱାଶିଂଟନ: କରୋନା ସମୟରେ, ଯେତେବେଳେ ଲକ୍ ଡାଉନ୍ ହୋଇଥିଲା ସେତେବେଳେ ଦୁନିଆର ପ୍ରାୟ ସମସ୍ତ କମ୍ପାନୀ ନିଜ କର୍ମଚାରୀଙ୍କୁ ଘରୁ କାମ କରିବାର(ୱାର୍କ ଫ୍ରମ୍ ହୋମ୍) ସୁବିଧା ଦେଇଥିଲେ। କରୋନା ଅବଧି ପରେ ଘରୁ କାମର ସୁବିଧା ସମାପ୍ତ ହୋଇଥିଲା। କିନ୍ତୁ…

IAS ଅଧିକାରୀଙ୍କ ବିରୁଦ୍ଧରେ ଜମି ହଡ଼ପ ଅଭିଯୋଗ ଆଣିଲେ ଗାୟକ ଲକି ଅଲି

ନୂଆଦିଲ୍ଲୀ : ପ୍ରସିଦ୍ଧ ଗାୟକ ଲକି ଅଲି ଜଣେ IAS ଅଧିକାରୀ ରୋହିଣୀ ସିନ୍ଧୁରୀଙ୍କ ବିରୁଦ୍ଧରେ ଜମି ହଡ଼ପ ଅଭିଯୋଗ କରିଛନ୍ତି। କେବଳ ଏତିକି ନୁହେଁ ଗାୟକ ଅଲି IAS ଅଧିକାରୀ ରୋହିଣୀ ସିନ୍ଧୁରୀଙ୍କ ସ୍ୱାମୀ ଓ ଦିଅରଙ୍କ ବିରୁଦ୍ଧରେ କର୍ଣ୍ଣାଟକ…

ଜିଏସଟିକୁ ନେଇ ବଡ଼ ଘୋଷଣା: ପ୍ଲାଟଫର୍ମ ଟିକେଟ୍‌ ଓ ରେଳବାଇ ସେବାରେ ଲାଗିବନି ଟିକସ

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିଥିବା ୫୩ତମ ଜିଏସ୍‌ଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବୈଠକରେ ଏକାଧିକ ଦ୍ରବ୍ୟ ଓ ସେବା ଉପରରୁ ଟିକସ ଛାଡ଼ ଏବଂ ଟିକସ କୋହଳ ପାଇଁ ନିଷ୍ପତ୍ତି ହୋଇଛି। ଶିକ୍ଷାନୁଷ୍ଠାନ ବାହାରେ ଜଣଙ୍କ…

ମଧ୍ୟପ୍ରଦେଶରେ ମହିଳାଙ୍କୁ ରାସ୍ତା ମଝିରେ ମାଡ଼, ସୁରକ୍ଷା ଦେବା ବଦଳରେ ଭିଡିଓ ସୁଟ୍‌ କଲେ ଦେଖଣାହାରୀ

ଭୋପାଳ: ମଧ୍ୟପ୍ରଦେଶର ଧର ଜିଲ୍ଲାର ତାଣ୍ଡା ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ମହିଳାଙ୍କୁ ଅତି ନିର୍ମମ ଭାବେ ନିର୍ଯାତନା ଦିଆଯାଉଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଘଟଣାରେ ଦର୍ଶକମାନେ ପୀଡିତାଙ୍କୁ ସାହାଯ୍ୟ କରିବାକୁ…

ଆଗକୁ ବିଧାନସଭା ନିର୍ବାଚନ, ଆସନ ଭାଗବଣ୍ଟା ପୂର୍ବରୁ ବଡ଼ ସଙ୍କେତ ଦେଲେ ଶରଦ

ମୁମ୍ବାଇ : ଆଉ ମାସ କେଇଟା ପରେ ହେବ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ। ତେବେ ଏହା ପୂର୍ବରୁ ମହା ବିକାଶ ଅଘାଡି ମେଣ୍ଟରେ ଫାଟ ସୃଷ୍ଟି ହେବା ସମ୍ଭାବନା ରହିଛି। ଲୋକସଭା ନିର୍ବାଚନ ପୂର୍ବରୁ ସମସ୍ତ ଦଳ ଆପୋଷ ବୁଝାମଣା କରିବାକୁ…

ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମର ମୁଖ୍ୟ ପୂଜକ ଆଉ ନାହାନ୍ତି

ଅଯୋଧ୍ୟା : ଅଯୋଧ୍ୟରେ ଥିବା ରାମ ମନ୍ଦିରରେ ଭଗବାନ ରାମଲଲାଙ୍କ ପ୍ରତିମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମର ମୁଖ୍ୟ ପୂଜକ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦିକ୍ଷୀତ ଆଉ ନାହାନ୍ତି। ଆଜି ୮୬ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ପରିବାର ଲୋକଙ୍କ କହିବା…