Month: June 2024

ଗ୍ୟାସ ସିଲିଣ୍ଡର ଫାଟିବା ଘଟଣାରେ ପଞ୍ଚମ ବ୍ୟକ୍ତିଙ୍କ ମୃତ୍ୟୁ

ପାଟଣାଗଡ଼ : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ କାନୁଟ ଗ୍ରାମରେ ଗତ ଫେବୁଆରୀ ୧୦ ତାରିଖରେ ଗ୍ୟାସ ଟାଙ୍କି ଫାଟି ୬ ଜଣ ଆହତ ହୋଇଥିଲେ l ସେତେବେଳେ ସେମାନଙ୍କୁ ପ୍ରଥମେ କଣ୍ଟାବାଞ୍ଜି ଡାକ୍ତରଖାନା, ବଲାଙ୍ଗିର ଜିଲ୍ଲା ଚିକିତ୍ସାଳୟ ଓ ପରେ…

ବିଚ୍‌ ରାସ୍ତାରେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା

ବିଚ୍‌ ରାସ୍ତାରେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା। ମଧ୍ୟପ୍ରଦେଶର ଇନ୍ଦୋରରେ ବିଜେପି ନେତା ମୋନୁ କଲ୍ୟାଣଙ୍କ ଉପରକୁ ଗୁଳିମାଡ଼ ହୋଇଛି। ଶନିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଫଳରେ ଘଟଣାସ୍ଥଳରେ ହିଁ ଟଳି ପଡିଛନ୍ତି ବିଜେପି ନେତା। ମୋନୁ…

ରାସ୍ତା ଉପରେ ବିଦ୍ୟୁତ ଖୁଣ୍ଟ ଦେଖି ଅଟକିଗଲେ ସିଦ୍ଧାନ୍ତ ମହାପାତ୍ର

ଗଞ୍ଜାମ : ସିଦ୍ଧାନ୍ତ ମହାପାତ୍ରଙ୍କୁ କିଏ ବା ନଜାଣେ । ଚଳଚ୍ଚିତ୍ର ଜଗତରେ ବେଶ ନାଁ ହାସଲ କରିଥିବା ସିଦ୍ଧାନ୍ତ ଏବେ ରାଜନୀତିରେ ବେଶ ସକ୍ରିୟ ଅଛନ୍ତି । ବିଧାୟକ ଭାବେ ଲୋକପ୍ରିୟତା ହାସଲ କରିଛନ୍ତି ସିଦ୍ଧାନ୍ତ । ତେବେ ସିଦ୍ଧାନ୍ତ…

ଜନ୍ମମାଟିରେ ମୁଖ୍ୟମନ୍ତ୍ରୀ, ଉତ୍ଫୁଲିତ କେନ୍ଦୁଝରବାସୀ

କେନ୍ଦୁଝର; ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଜନ୍ମମାଟି କେନ୍ଦୁଝରରେ ପାଦ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଭବ୍ୟ ସମ୍ବର୍ଦ୍ଧନା ସହ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଛନ୍ତି କେନ୍ଦୁଝରବାସୀ । ମନରେ ଭରି ରହିଛି ଅନେକ ଉତ୍କଣ୍ଠା ଓ ଉଦ୍ଦୀପନ…

ଯୌନ ନିର୍ଯାତନା ମାମଲା, ପ୍ରଜ୍ଜ୍ୱଳଙ୍କ ଭାଇ ସୂରଜ ରେଭାନ୍ନା ଗିରଫ

କର୍ଣ୍ଣାଟକ ସେକ୍ସ ସ୍କାଣ୍ଡଲରେ ଫସିଥିଲା ଜେଡିଏସ୍‌ ନେତା ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ଭାଇ ସୂରଜ ରେଭାନ୍ନା ମଧ୍ୟ ଗିରଫ। ଯୌନ ନିର୍ଯାତନା ଅଭିଯୋଗରେ ତାଙ୍କୁ ହାସନ ପୁଲିସ ଗିରଫ କରିଛି। ସୂରଜ ଜଣେ ଜେଡିଏସ କାର୍ଯ୍ୟକର୍ତ୍ତାଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିବା…

ଆରମ୍ଭ ହେଲା ଶ୍ରୀମନ୍ଦିରରେ ପଟି ଦିଅଁଙ୍କ ପୂଜା

ପୁରୀ: ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପୀଡିତ ହୋଇ ଅଣସର ଘରେ ବିଶ୍ରାମ ନେଉଛନ୍ତି ଚତୁର୍ଦ୍ଧାବିଗ୍ରହ। ରବିବାରଠାରୁ ମହାପ୍ରଭୁଙ୍କ ଚଳିତଥର ବିରଳ ୧୩ ଦିନିଆ ଅଣସରର ଗୁପ୍ତନୀତି ଆରମ୍ଭ ହୋଇଛି।…

କଲେଜ ଅଧ୍ୟାପିକାଙ୍କ ମୃତ୍ୟୁର ଫିଟୁନି ରହସ୍ୟ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଭୁବନେଶ୍ୱର : ରହସ୍ୟ ଫିଟୁନି ଘରୋଇ କଲେଜ୍ ଅଧ୍ୟାପିକାଙ୍କ ମୃତ୍ୟୁ ଘଟଣାରୁ । ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ରାଜଧାନୀ ତମାଣ୍ଡୋ ଥାନା ଅଧୀନରେ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ କମ୍ପୁଟର ସାଇନସ୍ ବିଭାଗର ଅଧ୍ୟାପିକା ଥିଲେ ବର୍ଷା…

ବାରିପଦା ବସଷ୍ଟାଣ୍ଡରୁ ଗଡିଲା ୧୪ଟି ସରକାରୀ ବସ୍‌

ବାରିପଦା: ବାରିପଦା ବସଷ୍ଟାଣ୍ଡରୁ ଗଡିଲା ୧୪ଟି ସରକାରୀ ବସ୍‌ । ପ୍ରଶାସନର ହସ୍ତକ୍ଷେପ ପରେ ଆରଟିଓଙ୍କ ଉପସ୍ଥିତିରେ ପ୍ରଥମ ପର୍ଯ୍ୟାୟରେ ୧୪ଟି ସରକାରୀ ବସ୍ ଗଡ଼ିଛି । ଘରୋଇ ବସ୍‌ ଚଳାଚଳ ବନ୍ଦ ଥିବାରୁ ବାରିପଦାରେ ସରକାରୀ ବସ୍ ଗଡିଛି ।…

ଅଣସର ଘରେ ମହାପ୍ରଭୁ, ଅଲାରନାଥ ପୀଠରେ ଭକ୍ତଙ୍କ ଭିଡ଼

ପୁରୀ: ଶ୍ରୀମନ୍ଦିରରେ ସ୍ନାନ ବେଦୀରେ ଦିବ୍ୟ ସ୍ନାନ ପରେ ଜ୍ୱରରେ ପୀଡ଼ିତ ହୋଇଛନ୍ତି ମହାପ୍ରଭୁ। ତେଣୁ ଅଣସର ଘରେ ଅଣସର ପିଣ୍ଡିକୁ ବିଜେ କରିଛନ୍ତି। ଅଣସର ଘରେ ଚାଲିବ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗୁପ୍ତ ନୀତି। ସେଥିପାଇଁ ରତ୍ନସିଂହାସନରେ ମହାପ୍ରଭୁଙ୍କ ଦର୍ଶନ ପାଇ ପାରିବେନି…

କାଗଜ କଲମରେ ସୀମିତ ଓଡ଼ିଆ ଭାଷା ସଂଶୋଧନ ଆଇନ

ଯାଜପୁର : ଆମେ ଓଡିଆ, ଆମ ମାତୃଭାଷା ଓଡିଆ, ଦୁଇ ହଜାର ବର୍ଷର ପୁରୁଣା ଆମ ଏଇ ଭାଷା। ଭାଷା ଭିତ୍ତିକ ରାଜ୍ୟଭାବେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ। ସମଗ୍ର ଦେଶରେ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଥିବା ପ୍ରଥମ ଭାଷା ଓଡିଆ।…