‘ଜାତୀୟ ଶିକ୍ଷା ନୀତି ୨୦୨୦: ଆହ୍ୱାନ ଏବଂ ସୁଯୋଗ’ ଶୀର୍ଷକ ଦୁଇ ଦିନିଆ ଜାତୀୟ ଆଲୋଚନାଚକ୍ର
ଭୁବନେଶ୍ବର: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ନିକଟରେ ସୁନାବେଡ଼ା କ୍ୟାମ୍ପସରେ “ଜାତୀୟ ଶିକ୍ଷା ନୀତି ୨୦୨୦: ଆହ୍ୱାନ ଏବଂ ସୁଯୋଗ” ଶୀର୍ଷକ ଦୁଇଦିନିଆ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ଶିକ୍ଷା ମଣ୍ଡଳ ସହଯୋଗରେ ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ଏହି…