ଜେଲ୍ରୁ ବାହାରିବା ପରେ ହନୁମାନଙ୍କ ଶରଣରେ କେଜ୍ରିଓ୍ୱାଲ
ନୂଆଦିଲ୍ଲୀ : ଜେଲ୍ରୁ ବାହାରିବା ପରେ ହନୁମାନଙ୍କ ଶରଣରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ ତାଙ୍କୁ ଜୁନ୍ ୨ ତାରିଖ ଯାଏଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଗତକାଲି ସେ ଜେଲ୍ରୁ ମୁକୁଳିଛନ୍ତି। ତେବେ…