ଆସିଲା ଏଡିଆର୍ ରିପୋର୍ଟ: ୮୭ ଜଣଙ୍କ ନାଁରେ ରହିଛି ଅପରାଧିକ ମାମଲା
ଭୁବନେଶ୍ବର: ଦ୍ଵିତୀୟ ପର୍ଯ୍ୟାୟ ବିଧାନସଭା ଆସନ ପାଇଁ ଆସିଲା ଏଡିଆର୍ ରିପୋର୍ଟ। ଓଡ଼ିଶାରେ ଦ୍ଵିତୀୟ ପର୍ଯ୍ୟାୟରେ ୨୬୫ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିବେ। ୨୬୫ ପ୍ରାର୍ଥୀ ମଧ୍ୟରୁ ୮୭ ଜଣଙ୍କ ନାଁରେ ରହିଛି ଅପରାଧିକ ମାମଲା। ୭୦ ଜଣଙ୍କ ନାଁ ରେ…