ବିଜେପିରେ ଯୋଗଦେଲେ ଶତାଧିକ ବିଜେଡି କର୍ମୀ
ବୀରମହାରାଜପୁର: ଓଡ଼ିଶାରେ ସାଧାରଣ ନିର୍ବାଚନର ଦ୍ବତୀୟ ପର୍ଯ୍ୟାୟ ପାଇଁ ମତଦାନ ତାରିଖର ୪ ଦିନ ପୂର୍ବରୁ ସୁବର୍ଣ୍ଣପୁର ଜିଲ୍ଲା ବିଜେଡିକୁ ଆଉ ଏକ ଧକ୍କା ଲାଗିଛି। ଉଲୁଣ୍ଡା ବ୍ଲକର କାଦୋଦର ଗାଁରେ ଶତାଧିକ କର୍ମୀ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି।…