ବିଜେପି ଓ କଂଗ୍ରେସ ଫୋକସରେ ‘ଓଡ଼ିଆ ଅସ୍ମିତା’: ପ୍ରଚାର ମଙ୍ଗ ଧରିଛନ୍ତି ପାଣ୍ଡିଆନ
ଭୁବନେଶ୍ବର : ଚଳିତ ନିର୍ବାଚନରେ ବିଜେଡିର ପ୍ରଚାର ମଙ୍ଗ ଧରିଛନ୍ତି ବିଜେଡିର ନମ୍ବର-ଟୁ ଭିକେ ପାଣ୍ଡିଆନ । ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଦଳରେ ପାଣ୍ଡିଆନ ଏବେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ଅଭିଯାନକୁ ଜୋରଦାର କରିଥିବାବେଳେ ଉଭୟ ବିଜେପି…