ଲୋକସଭା ନିର୍ବାଚନ: JEE Main ସମେତ ବଦଳିଲା ଏହି ସବୁ ପରୀକ୍ଷା ତାରିଖ
ପାଖେଇ ଆସିଲାଣି ଲୋକସଭା ନିର୍ବାଚନ। ଦେଶରେ ୭ଟି ପର୍ଯ୍ୟାୟରେ ଭୋଟିଂ ହେବ। ଏପ୍ରିଲ ୧୯ରୁ ଜୁନ୍ ୧ ଯାଏଁ ଚାଲିବ ନିର୍ବାଚନ। ଏଥିଯୋଗୁ ବିଭିନ୍ନ କମ୍ପିଟେଟିଭ ଓ ପ୍ରବେଶିକା ତଥା ଏଣ୍ଟ୍ରାସ ପରୀକ୍ଷା ତାରିଖରେ ପରିବର୍ତ୍ତନ କରାଯାଇଛି। JEE Main, UPSC…