Month: April 2024

ମାଓ କ୍ୟାମ୍ପ ଠାବ ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ

ମାଲକାନଗିରି: ମାଲକାନଗିରିରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । ଓଡ଼ିଶା-ଆନ୍ଧ୍ର ସୀମା କାଲିମେଳାର ଦୟାଲତୁଙ୍ଗ ଗାଁ ନିକଟ ଜଙ୍ଗଲରୁ ମାଓ କ୍ୟାମ୍ପ୍ ଠାବ ସହ ବିପୁଳ ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ କରିଛନ୍ତି ଡିଭିଏଫ୍ ଯବାନ । ଜବତ ମାଓ…

ଓ୍ୱାୟନାଡରୁ ନାମାଙ୍କନ ଦାଖଲ କଲେ ରାହୁଲ

କେରଳର ଓ୍ୱାୟନାଡରୁ ନାମଙ୍କନ ଦାଖଲ କଲେ କଂଗ୍ରେସ ସାଂସଦ ତଥା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଏହି ସମୟରେ ଭଉଣୀ ପ୍ରିୟଙ୍କା ଗାନ୍ଧି ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ। ହଜାର ହଜାର ସମର୍ଥକଙ୍କୁ ନେଇ ରୋଡ୍ ଶୋ’ କରିବା ପରେ…

ତୃତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ଘୋଷଣା କଲା ବିଜେଡି

ଭୁବନେଶ୍ବର: ବିଜୁ ଜନତା ଦଳ ତୃତୀୟ ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଏହି ଟିକେଟ୍‌ ଘୋଷଣା କରିଛନ୍ତି। ବଲାଙ୍ଗୀର ଲୋକସଭା କ୍ଷେତ୍ର ପାଇଁ ନିକଟରେ କଂଗ୍ରେସ ଛାଡ଼ି ବିଜେଡିରେ…

ବିଜେଡିର ଦ୍ୱିତୀୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା

ଭୁବନେଶ୍ବର: ବିଜୁ ଜନତା ଦଳ (ବିଜେଡି) ବୁଧବାର ସନ୍ଧ୍ୟାରେ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ୨୭ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟଙ୍କ ଦ୍ବାରା ‌କରାଯାଇଥିବା ଘୋଷଣା ଅନୁସାରେ ବ୍ରଜରାଜନଗରରୁ ପୁଣି ଥରେ ଅଳକା ମହାନ୍ତି…

ହାତ ଛାଡ଼ି ପଦ୍ମ ଧରିଲେ ବକ୍ସର ବିଜେନ୍ଦ୍ର ସିଂହ

ପାଖେଇ ଆସିଲାଣି ଲୋକସଭା ନିର୍ବାଚନ। ତେବେ ଏହାପୂର୍ବରୁ ଅନେକ ନେତା ଦଳ ଡିଆଁ ଚଳାଇଛନ୍ତି। କିଏ କଂଗ୍ରେସ ଛାଡି ବିଜେପିରେ ମିଶୁଛି ତ ଆଉ କିଏ ବିଜେପି ଛାଡି କଂଗ୍ରେସ ହାତ ଧରିଛି। ଏହାରି ଭିତରେ ହାତ ଛାଡି ପଦ୍ମ ଧରିଛନ୍ତି…

‘କ୍ଷମା ମାଗନ୍ତୁ ଆତୀଶି…’, ମାନହାନୀ ନୋଟିସ୍‌ ପଠାଇଲା ବିଜେପି

ବଢ଼ିଲା ଦିଲ୍ଲୀ ସରକାରର ମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ନେତ୍ରୀ ଅତୀଶିଙ୍କ ବଢ଼ିଲା ଅଡୁଆ। ବିଜେପି ତାଙ୍କୁ ମାନହାନୀ ନୋଟିସ ପଠାଇଛି। ବାସ୍ତବରେ, ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ କରି ଆତୀଶି କହିଥିଲେ ଯେ ତାଙ୍କର ଜଣେ ଘନିଷ୍ଠ ସହଯୋଗୀଙ୍କ ମାଧ୍ୟମରେ…

ବିଜେପି ନେତା ସୁଶୀଲ ମୋଦିଙ୍କୁ କ୍ୟାନ୍‌ସର୍‌, ଲଢ଼ିବେନି ନିର୍ବାଚନ

ବିଜେପିର ବରିଷ୍ଠ ନେତା ତଥା ବିହାର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କୁ କ୍ୟାନ୍‌ସର। ସେ ଦୀର୍ଘ ୬ ମାସ ହେଲା ସୁଶୀଲ ମୋଦି ଏହି ମାରାତ୍ମକ ରୋଗରେ ପୀଡିତ ଅଛନ୍ତି। ଏନେଇ ସେ ଖୋଦ୍‌ ଆଜି ସୂଚନା ଦେଇଛନ୍ତି। ସୋଶାଲ ମିଡ଼ିଆ…

5-T ଅଧ୍ୟକ୍ଷଙ୍କ ସୁରକ୍ଷା ସଂପର୍କିତ RTI କପିକୁ ଫେକ୍ କହିଲେ ସିପି

ଭୁବନେଶ୍ବର: 5-T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କ ସୁରକ୍ଷା ସଂପର୍କିତ RTI କପିକୁ ଜାଲ୍ ବୋଲି କହିଛନ୍ତି ପୁଲିସ କମିଶନର ସଞ୍ଜିବ ପଣ୍ଡା। ସାମ୍ବାଦିକ ସମ୍ମିଳନୀରେ ସିପି କହିଛନ୍ତି- ଆମ ପକ୍ଷରୁ ଏଭଳି କୌଣସି ଡକ୍ୟୁମେଣ୍ଟ ଦିଆଯାଇନି। ସୂଚନା ଅଧିକାର କର୍ମୀ ଫେକ୍…

ଟିକେଟ୍‌ ନ ମିଳିବା ଆମ ପରିବାରକୁ ଆଘାତ ଦେଇଛି: ଶିଶିର ଗମାଙ୍ଗ

ଭୁବନେଶ୍ୱର: ମଙ୍ଗଳବାର କଂଗ୍ରେସ ଉଭୟ ଲୋକ ସଭା ଓ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି । କଂଗ୍ରେସ ୪୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଦଳ ତାର ପ୍ରାର୍ଥୀ ତାଲିକାରେ କିଛି ପୁରୁଣା…

ବିଜାପୁର ଏନକାଉଣ୍ଟରରେ ମୃତ ୧୩ ନକ୍ସଲଙ୍କ ମୃତଦେହ ଉଦ୍ଧାର

ବିଜାପୁର : ନିର୍ବାଚନ ପୂର୍ବରୁ ଛତିଶଗଡ଼ ବିଜାପୁରରେ ଗତକାଲି ସୁରକ୍ଷାବାହିନୀର ବଡ଼ ଅପରେସନରେ ମୃତ ୧୩ ନକ୍ସଲଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି । ମୃତଦେହକୁ ଚିହ୍ନଟ କରାଯାଉଛି । ଏହା କହିଛନ୍ତି ବସ୍ତର ରେଞ୍ଜ ଆଇଜି ପି. ସୁନ୍ଦରାଜ…