ଆଗାମୀ ତିନି ଦିନ ଯାଏ ବଢ଼ିବ ତାତି
ଭୁବନେଶ୍ୱର: ରାଜ୍ୟରେ ଅସମ୍ଭାଳ ଗରମ। ଆଜିଠୁ ତିନି ଦିନ ରାଜ୍ୟରେ ଖରା ତାତି ବଢିବ । ସ୍ବାଭାବିକଠାରୁ ୪ରୁ ୬ ଡିଗ୍ରୀ ଯାଏଁ ଚଢ଼ିବ ପାରା । ଆସନ୍ତା ୧୩ ଯାଏ ତାତି ସାଙ୍ଗକୁ ଲାଗି ରହିବ ଗରମ ବୋଲି ପୂର୍ବାନୁମାନ…
ଭୁବନେଶ୍ୱର: ରାଜ୍ୟରେ ଅସମ୍ଭାଳ ଗରମ। ଆଜିଠୁ ତିନି ଦିନ ରାଜ୍ୟରେ ଖରା ତାତି ବଢିବ । ସ୍ବାଭାବିକଠାରୁ ୪ରୁ ୬ ଡିଗ୍ରୀ ଯାଏଁ ଚଢ଼ିବ ପାରା । ଆସନ୍ତା ୧୩ ଯାଏ ତାତି ସାଙ୍ଗକୁ ଲାଗି ରହିବ ଗରମ ବୋଲି ପୂର୍ବାନୁମାନ…
ନୂଆଦିଲ୍ଲୀ : ଦେଶରେ ଲାଗୁ ହେଲା ସଂଶୋଧିତ ନାଗରିକତା ଆଇନ-୨୦୧୯ । ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କର ବଡ଼ ପଦକ୍ଷେପ । ନାଗରିକତା ସଂଶୋଧିତ ଆଇନ୍(୨୦୧୯)ର ନିୟମ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ…
ଭୁବନେଶ୍ବର: ଶଙ୍ଖ ଛାଡ଼ିଲେ, ହାତ ଧରିଲେ । ୩ ଦିନ ତଳେ ବିଜେଡି ଛାଡ଼ିଥିଲେ, ଆଜି କଂଗ୍ରେସରେ ମିଶିଲେ ବାଲେଶ୍ବର ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା । ଭୁବନେଶ୍ବର କଂଗ୍ରେସ କାର୍ଯ୍ୟାଳୟରେ ହାତ ଧରିଛନ୍ତି ସୁଦର୍ଶନ ଜେନା । ରାଜ୍ୟ…
ଚାରି ବର୍ଷ ପରେ ଜବାହରଲାଲ ନେହେରୁ ୟୁନିଭର୍ସିଟି (ଜେଏନ୍ୟୁ) ଛାତ୍ର ସଂଘ ନିର୍ବାଚନ ଘୋଷଣା କରାଯାଇଛି । ଏଥର ଷ୍ଟୁଡେଣ୍ଟ୍ ୟୁନିୟନ ନିର୍ବାଚନ ମାର୍ଚ୍ଚ ୨୨ରେ ହେବ । ଜେଏନ୍ୟୁ ନିର୍ବାଚନ କମିଟି ଛାତ୍ର ସଂଘ ନିର୍ବାଚନ ସମ୍ପର୍କରେ ଘୋଷଣା କରି…
ମହାରାଷ୍ଟ୍ରର ମାଲେଗାଓଁରେ ୨୦୦୮ ବୋମା ବିସ୍ଫୋରଣ ମାମଲାରେ ବିଜେପି ସାଂସଦ ସାଧ୍ୱୀ ପ୍ରଜ୍ଞା ସିଂ ଠାକୁରଙ୍କ ସମସ୍ୟା ବଢ଼ିଛି । ଭୋପାଳରୁ ସାଂସଦ ଥିବା ପ୍ରଜ୍ଞାଙ୍କ ବିରୋଧରେ ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟ ଜାମିନ୍ ଯୁକ୍ତ ଓ୍ଵାରେଣ୍ଟ୍ ଜାରି କରିଛନ୍ତି ।…
କଟକ: ପୋଲିସ ପଞ୍ଝାରେ ୩ ବନ୍ଧୁକ ବେପାରୀ । ଏଟିଏମ୍ ଲୁଟ୍ ପାଇଁ ଯୋଜନା କରୁଥିବା ବେଳେ କଟକ ଜଗତପୁର ଅଞ୍ଚଳରୁ ଏମାନଙ୍କୁ ଗିରଫ କଲା ପୋଲିସ । ସେମାନଙ୍କ ନିକଟରୁ ୪ଟି ବନ୍ଧୁକ ସହ ୧୨ ରାଉଣ୍ଡ ଗୁଳି ଜବତ…
ନିର୍ବାଚନ କମିଶନରେ ଖାଲି ପଡ଼ିଥିବା ୨ଟି କମିଶନର ପଦ ପୂରଣ ପାଇଁ କେନ୍ଦ୍ର ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସମ୍ଭବତଃ ଆସନ୍ତା ୧୫ ତାରିଖ ସୁଦ୍ଧା ଦେଶକୁ ୨ ଜଣ ନୂଆ କମିଶନର ମିଳିବେ। କିନ୍ତୁ କମିଶନର ନିଯୁକ୍ତି ପ୍ରକ୍ରିୟା ଠାରୁ…
ଭୁବନେଶ୍ବର: ଆଜି ରାଜ୍ୟର ବଲାଙ୍ଗୀର, କେନ୍ଦୁଝର, ଖୋର୍ଦ୍ଧା ଓ ବୌଦ୍ଧ ଜିଲ୍ଲାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଦଘାଟିତ ହୋଇଥିବା ପ୍ରକଳ୍ପଗୁଡିକ ହେଲା – ବଲାଙ୍ଗିର ଜିଲ୍ଲାର ରୂପାନ୍ତରିତ ହରିଶଙ୍କର…
ରଙ୍ଗୀନ କୋବି ମଞ୍ଚୁରିଆନ ଓ ବମ୍ବେଇ ଲଡୁକୁ ବ୍ୟାନ କଲେ କର୍ଣ୍ଣାଟକ ସରକାର । ଅଧିକାଂଶ ରଂଗୀନ କୋବି ମଞ୍ଚୁରିଆନ ଓ ବମ୍ବେଇ ଲଡୁକୁ ନମୁନା ଅସୁରକ୍ଷିତ ଜଣା ପଡ଼ିବା ପରେ ବ୍ୟାନ ଲଗାଇଲେ କର୍ଣ୍ଣାଟକ ସରକାର । ଏଥିରେ ରୋଡାମାଇନ୍…
ଭୁବନେଶ୍ବର: ପୁଣି ଥରେ ଦେଶରେ ମୋଦୀ ଶାସନ ଆଣିବାକୁ ବିଜେପିର କସରତ । ତୃତୀୟଥର ପାଇଁ ଶାସନ ଗାଦିରେ ବସାଇବା ଲକ୍ଷ୍ୟରେ ବିଜେପି ସାରା ଦେଶରେ ସାଧାରଣ ଜନତାଙ୍କ ମତାମତ ଲୋଡିବାକୁ ପ୍ରୟାସ ଆରମ୍ଭ କରିଛି । ‘ବିକଶିତ ଓଡ଼ିଶା ଓ…