Month: March 2024

ଭାଗବତ ଟୁଙ୍ଗୀକୁ ମିଳିବ ୫୦ ହଜାର ଟଙ୍କା ଲେଖାଏଁ ସହାୟତା

ଭୁବନେଶ୍ବର: ଭାଗବତ ଟୁଙ୍ଗୀ ଆମ ଗ୍ରାମ୍ୟ ଜୀବନର ଆଧ୍ୟାତ୍ମିକ, ସାଂସ୍କୃତିକ ଓ ସାମାଜିକ ପ୍ରାଣ କେନ୍ଦ୍ର। ସାରା ଗାଁକୁ ଏକତାର ସୂତ୍ରରେ ବାନ୍ଧି ରଖିଥାଏ ଭାଗବତ ଟୁଙ୍ଗୀ। ଆମ ସଂସ୍କୃତି ଓ ପରମ୍ପରାର ଏହି ମହାନ ପ୍ରତୀକ ଭାଗବତ ଟୁଙ୍ଗୀ ହେଉଛି…

ଜଳିଗଲା ସେବାସମବାୟ ସମିତି, ଲକ୍ଷାଧିକ ଟଙ୍କାର ଜିନିଷପତ୍ର ପୋଡ଼ି ନଷ୍ଟ

ଜଳେଶ୍ୱର: ଅଗ୍ନିକାଣ୍ଡରେ ଜଳିଗଲା ସେବାସମବାୟ ସମିତି । ଲକ୍ଷାଧିକ ଟଙ୍କାର ଜିନିଷପତ୍ର ପୋଡ଼ି ନଷ୍ଟ । ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକର ସେବାସମବାୟ ସମିତିରେ ନିଆଁ ଲାଗିବାରୁ ଚାଷୀଙ୍କ ବହୁ ଗୁରୁତ୍ବପୂର୍ଣ୍ଣ କାଗଜ ସହ କଂପ୍ୟୁଟର ହାର୍ଡଡିକ୍ସ, ଆଲମିରା ଜଳିପୋଡି ନଷ୍ଟ…

ଟିଟିଲାଗଡ଼ କାରାଗାରରୁ ୨ କଏଦୀ ଫେରାର ମାମଲା: ୱାଡେନ୍‌ ନିଲମ୍ବିତ

ଟିଟିଲାଗଡ଼: ବଲାଙ୍ଗୀର ଜିଲା ଟିଟିଲାଗଡ଼ ଉପକାରାଗାରରୁ ଗତ ୯ ତାରିଖ (ଶନିବାର) ରାତିରେ ୨ ଜଣ ହତ୍ୟା ଅଭିଯୁକ୍ତ ବିଚାରାଧୀନ କଏଦୀ ଫେରାର ମାରିବା ଘଟଣାରେ କାର୍ଯ୍ୟରତ ୱାଡେନ୍‌ ନିଲମ୍ବିତ ହୋଇଛନ୍ତି। ପଶ୍ଚିମାଞ୍ଚଳ ଜେଲ୍‌ ଡ଼ିଆଇଜି କୁଳମଣି ବେହେରା ସଂପୃକ୍ତ ୱେଡେନ୍‌…

ନିର୍ବାଚନ କମିଶନଙ୍କୁ ନିର୍ବାଚନ ବଣ୍ଡ ସମ୍ପର୍କିତ ତଥ୍ୟ ଦେଲା ଷ୍ଟେଟ ବ୍ୟାଙ୍କ

ସୁପ୍ରିମକୋର୍ଟଙ୍କ ତାଗିଦ ପରେ ଚେତିଛି ଏସ୍‌ବିଆଇ। ନିର୍ବାଚନୀ ବଣ୍ଡ ତଥ୍ୟ ଦେବାକୁ ବିଭିନ୍ନ ପ୍ରକାରର ଆଳ ଦେଖାଉଥିବା ଏସ୍‌ବିଆଇ ଶେଷରେ ମୁଣ୍ଡ ନୁଆଁଇଛି। କାମ ଦେଇନି ତଥ୍ୟ ଲୁଚାଇବା ପାଇଁ ଏସ୍‌ବିଆଇର କୌଣସି ବାହାନା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ଦେଶର…

ସିଏଏ ମୂଳ ଭାରତୀୟ ସଂପ୍ରଦାୟର ଶରଣାର୍ଥୀଙ୍କୁ ଆଶ୍ୱସ୍ଥି ଦେଇଛି: ପୂର୍ବତନ ବିଧାୟକ

ଭୁବନେଶ୍ବର: ୭୦ ବର୍ଷରେ ହୋଇନଥିବା କାର୍ଯ୍ୟକୁ ମୋଦି ସରକାର ଗତ ୧୦ ବର୍ଷରେ କରି ଦେଖାଇଛନ୍ତି । ପଡୋଶୀ ଦେଶରେ ନିର୍ଯାତୀତ ଧାର୍ମିକ ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ ନାଗରିକତ୍ୱ ସଂଶୋଧନ ବିଲ୍ ବା ସିଏଏ କାର୍ଯ୍ୟକାରୀ ହୋଇଛି । ନାଗରିକତା ସଂଶୋଧନ…

ଆସିଲା କଂଗ୍ରେସର ୨ୟ ପ୍ରାର୍ଥୀ ତାଲିକା, ୪୩ ପ୍ରାର୍ଥୀଙ୍କ ନାଁ ଘୋଷଣା

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ୨୦୨୪ ପାଇଁ କଂଗ୍ରେସ ଦଳ ନିଜର ଦ୍ୱିତୀୟ ତାଲିକା ଜାରି କରିଛି। ଏହି ତାଲିକାରେ ଆସାମ, ମଧ୍ୟପ୍ରଦେଶ ଓ ରାଜସ୍ଥାନର ପ୍ରାର୍ଥୀଙ୍କୁ ମିଶାଇ ମୋଟ ୪୩ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏହି ତାଲିକାରେ…

ସରକାରୀ ସ୍କୁଲରେ ପୂରଣ ହେବ ୨୬୨୯ଟି ଶିକ୍ଷକ ପଦ

ଭୁବନେଶ୍ବର:ଏପ୍ରିଲ ୧ ତାରିଖରୁ ସମସ୍ତ ସରକାରୀ ସ୍କୁଲରେ ଶିକ୍ଷକ ପଦବୀ ପାଇଁ ଆରମ୍ଭ ହେବ ଆବେଦନ। ସରକାରୀ ସ୍କୁଲରେ ପୂରଣ ହେବ ୨୬୨୯ଟି ଶିକ୍ଷକ ପଦ। ଏପ୍ରିଲ ୧ ତାରିଖରୁ ଅନ୍‌ଲାଇନ୍‌ ଆବେଦନ ଆରମ୍ଭ ହୋଇ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ…

ପାକିସ୍ତାନୀ ଡଙ୍ଗାରୁ ଜବତ ହେଲା ୪୮୦ କୋଟିର ଡ୍ରଗ୍ସ, ୬ ଗିରଫ

ପୋରବନ୍ଦର : ଗୁଜରାଟର ପୋରବନ୍ଦର ଉପକୂଳରୁ ୩୫୦ କିଲୋମିଟର ଦୂର ଆରବସାଗରରୁ ଏକ ପାକିସ୍ତାନୀ ବୋଟରୁ ବିପୁଳ ପରିମାଣର ଡ୍ରଗ୍ସ ଜବତ ହୋଇଛି । ଗୁଜରାଟ ଏଟିଏସ୍, ଭାରତୀୟ ତଟରକ୍ଷୀ ବାହିନୀ ଏବଂ ଏନସିବିର ମିଳିତ ଅପରେସନରେ ଉକ୍ତ ବୋଟରେ ଥିବା…

ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି ନୀତି: ୩ ଘଣ୍ଟା ପାଇଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ: ଫାଲଗୁନ ଶୁକ୍ଳ ଚତୁର୍ଥୀ ତିଥିରେ ବୁଧବାର ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ଵିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ୬ଟାରୁ ରାତ୍ର ୯ଟା ପର୍ଯ୍ୟନ୍ତ ୩ ଘଣ୍ଟା ପାଇଁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।…

ପୋଖରନରେ ସାମରିକ ଅଭ୍ୟାସର ତଦାରଖ କଲେ ପ୍ରଧାନମନ୍ତ୍ରୀ

ଜୟପୁର: ରାଜସ୍ଥାନର ପୋଖରାନରେ ସ୍ୱଦେଶୀ ଅସ୍ତ୍ର ଶକ୍ତି ତଦାରଖ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ୪୦ଟି ଦେଶର ପ୍ରତିନିଧୀଙ୍କ ସହ ଜୈସଲମେରର ପୋଖରାନ ଫିଲ୍ଡ ଫାୟାରିଂ ରେଞ୍ଜରେ ‘ଭାରତ ଶକ୍ତି’ ସାମରିକ ଅଭ୍ୟାସ ଦେଖିଲେ । ଭାରତ ଶକ୍ତି…