Month: March 2024

ପୂର୍ବତନ ବିଧାୟକ ମୁଖତାର ଅନସାରୀଙ୍କୁ ଆଜୀବନ ଜେଲ୍‌

ସମାଜବାଦୀ ପାର୍ଟିର ପୂର୍ବତନ ବିଧାୟକ ତଥା ମାଫିଆ ମୁଖତାର ଅନସାରୀଙ୍କୁ ଆଜୀବନ ଜେଲ୍‌। ନକଲି ଅସ୍ତ୍ର ଲାଇସେନ୍ସ ମାମଲାରେ ଉତ୍ତରପ୍ରଦେଶର ବାନ୍ଦା ଜେଲରେ ବନ୍ଦୀ ଥିବା ମାଫିଆ ମୁଖତାର୍ ଅନସାରୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ୩୬ବର୍ଷ ପୁରୁଣା ଅପରାଧ ପାଇଁ…

ରାଜ୍ୟରେ ଆଉ ୨୨ ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୧୩ ଟି ଜିଲ୍ଲାରେ ୨୨ ଟି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦ ଗଠନ ଏବଂ ଗଞ୍ଜାମ ର ଭଞ୍ଜନଗର ଏନଏସିକୁ ମୁନିସିପାଲିଟିକୁ ଉନ୍ନୀତ କରାଯିବା ନେଇ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା…

ନିର୍ବାଚନ ପୂର୍ବରୁ ଭାଇଙ୍କ ସହ ସବୁ ସମ୍ପର୍କ ତୁଟାଇଲେ ମମତା ବାନାର୍ଜୀ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ଭାଇ ବାବୁନଙ୍କ ସହ ସବୁ ପ୍ରକାରର ସମ୍ପର୍କଚ୍ଛିନ୍ନ କରିଛନ୍ତି। ହାୱଡା ଲୋକସଭା ଆସନ ପାଇଁ ଟିଏମସି ପ୍ରସୂନ ବାନାର୍ଜୀଙ୍କୁ ଟିକେଟ ଦେଇଛି। ଏହାପରେ ବାବୁନ ବାନାର୍ଜୀ ଅସନ୍ତୋଷ ପ୍ରକାଶ କରିଥିଲେ। ଏଥିପାଇଁ ନିଜ ଭାଇଙ୍କ…

ପାଳି ଖଟିବାକୁ ନେଇ ଶ୍ରୀମନ୍ଦିରରେ ହାତାହାତି ହେଲେ ଦୁଇ ସେବାୟତ

ପୁରୀ: ଆଜି ଶ୍ରୀମନ୍ଦିର ଭିତରେ ଦୁଇ ସେବାୟତଙ୍କ ମଧ୍ୟରେ ମାରପିଟ୍ ହୋଇଥିବା ଜଣାପଡିଛି । ପାଳି ଖଟିବାକୁ ନେଇ ହାତାହାତି ହୋଇଛନ୍ତି ଦୁଇ ଜଣ ସେବାୟତ । ବିମଳାଙ୍କ ମନ୍ଦିର ନିକଟରେ ଘଟିଛି ଏହି ଘଟଣା । ହାତାହାତି ହୋଇଥିବା ଦୁଇ…

ନିର୍ବାଚନ ବେଳେ ଡିଜିଟାଲ ଓ୍ବାଲେଟ୍ ଓ ୟୁପିଆଇ ନେଣଦେଣ ଉପରେ ବି ନଜର ରଖିବେ ନିର୍ବାଚନ କମିସନ

ଶ୍ରୀନଗର : ଆସନ୍ତା ନିର୍ବାଚନକୁ ସ୍ବଚ୍ଛ କରିବାକୁ ନିର୍ବାଚନ କମିସନ ଉଦ୍ୟମ କରୁଛନ୍ତି । ଏହି କ୍ରମରେ ଡିଜିଟାଲ ଓ୍ବାଲେଟ୍ ନେଣଦେଣ ଉପରେ ବି ନଜର ରଖିବେ କମିସନ । ଅର୍ଥାତ ଫୋନପେ, ଗୁଗୁଲପେ, ଆମାଜନ ପେ ଆଦି ୟୁପିଆଇ ଭିତ୍ତିକ…

ମେଟ୍ରୋ ପାଇଁ ଡକା ହେଲା ଟେଣ୍ଡର, ବିମାନବନ୍ଦରରୁ ଆଚାଯ୍ୟ ବିହାର ପାଇଁ ୬୩୦ କୋଟି

ଭୁବନେଶ୍ବର : ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଦିଲ୍ଲୀ ମେଟ୍ରୋ ରେଳ ନିଗମ ପକ୍ଷରୁ ଟେଣ୍ଡର ଆହ୍ନାନ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ବିମାନବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ୨୬ କିଲୋମିଟର ମେଟ୍ରୋ ଚାଲିବାକୁ ଥିବା ବେଳେ ଏବେ ବିମାନବନ୍ଦରରୁ…

ପ୍ରଭୁ ରାମଲଲ୍ଲାଙ୍କ ଦର୍ଶନ ପାଇଁ ପ୍ରବେଶ ବ୍ୟବସ୍ଥାକୁ ନେଇ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଦେଲା ଗୁରୁତ୍ବପୂର୍ଣ୍ଣ ସୂଚନା

ନୂଆଦିଲ୍ଲୀ: ୨୦୨୪ ଜାନୁଆରି ୨୨ତାରିଖରେ ଅଯୋଧ୍ୟାରେ ପ୍ରଭୁ ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠା ହେବା ପରଠାରୁ ରାମ ଭକ୍ତଙ୍କ ଅଯୋଧ୍ୟାକୁ ସୁଅ ଛୁଟୁଛି। ଏଭଳି ପରିସ୍ଥିତିରେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ କିଛି ଗୁରୁତ୍ୱପୂର୍ଣ୍ଣ…

ପଦ୍ମ ସମ୍ମାନରେ ସମ୍ମାନିତ ବିଜେତାଙ୍କୁ ମିଳିବ ୨୫ ହଜାର

ଭୁବନେଶ୍ବର: ପଦ୍ମ ସମ୍ମାନରେ ସମ୍ମାନିତ ଓଡିଶାର କୃତୀ ସନ୍ତାନ ମାନଙ୍କୁ ମାସକୁ ଦିଆଯିବ ୨୫ ହଜାର ଟଙ୍କା ସମ୍ମାନ ରାଶି । ଅପ୍ରେଲ ୨୦୨୪ରୁ ଓଡିଶାର କୃତୀ ସନ୍ତାନମାନଙ୍କୁ ଏହା ପ୍ରଦାନ କରାଯିବ । ପଦ୍ମ ପୁରସ୍କାର ଦେଶର ଗୌରବମୟ ବେସାମରିକ…

ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ସେବାୟତମାନଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ସେବାୟତମାନଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା ଘୋଷଣା କରିଛନ୍ତି। ଏଥିରେ ବିଭିନ୍ନ ଭତ୍ତା ପରିମାଣ ଓ ସ୍ୱାସ୍ଥ୍ୟ ବୀମାରେ ବୃଦ୍ଧି କରାଯାଇଥିବାବେଳେ ପରିବାରର ଛାତ୍ରଛାତ୍ରୀଙ୍କ ପ୍ରବେଶିକା ପରୀକ୍ଷା ପାଇଁ କୋଚିଂ…

କଟକରେ ୨୬ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗର ଜବତ, ୨ ଗିରଫ

କଟକ: କଟକ କମିଶନରେଟ ପୁଲିସ ହାତରେ ପଡ଼ିଛନ୍ତି ୨ ଆନ୍ତଃରାଜ୍ୟ ବ୍ରାଉନ ସୁଗର ବେପାରୀ। ପଶ୍ଚିମବଙ୍ଗର ଏହି ଦୁଇ ବ୍ୟବସାୟୀଙ୍କୁ ଗିରଫ କରିଛି ଚାଉଳିଆଗଞ୍ଜ ଥାନା ପୁଲିସ। ସେମାନଙ୍କଠାରୁ ୨୫୭ ଗ୍ରାମ ବ୍ରାଉନ ସୁଗର ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ…