ଅବସର ପୂର୍ବରୁ ବାରାଣସୀ ବିଚାରପତିଙ୍କ ଶେଷ ରାୟ ଥିଲା ଜ୍ଞାନବାପିରେ ପୂଜାର୍ଚ୍ଚନା ପାଇଁ ଅନୁମତି ଦେବା
ବାରାଣସୀ: ବାରାଣସୀର ଜ୍ଞାନବାପି ମସଜିଦରେ ହିନ୍ଦୁ ପକ୍ଷଙ୍କୁ ପୂଜାପାଠ ପାଇଁ ଅନୁମତି ଦେବା ବିଚାରପତିଙ୍କ କ୍ୟାରିୟରର ଅନ୍ତିମ ରାୟ ଥିଲା। ଅବସର ପୂର୍ବରୁ ବାରାଣସୀ ଜିଲ୍ଲା ଓ ସେସନ ଜଜ୍ ଡକ୍ଟର ଅଜୟ କ୍ରିଷ୍ଣା ବିଶ୍ୱେଶାଙ୍କ ପାଇଁ ଗତକାଲି ଥିଲା…