Month: February 2024

ରାହୁଲ ପ୍ରଥମେ ନିଜକୁ ନ୍ୟାୟ ଦିଅନ୍ତୁ: ଧର୍ମେନ୍ଦ୍ର ପ୍ରଧାନ

ଝାରସୁଗୁଡା:ଝାରସୁଗୁଡାରେ ମୋଦିଙ୍କୁ ନେଇ ଗର୍ଜିଲେ ରାହୁଲ।ଉତ୍ତର ରଖିଲେ ଧର୍ମେନ୍ଦ୍ର। ମୋଦୀଙ୍କ ଜାତି ଭାଷଣକୁ ନେଇ ରାହୁଲଙ୍କ କଟାକ୍ଷ ପରେ ଧର୍ମେନ୍ଦ୍ରଙ୍କ ବାଣୀରେ ସ୍ପଷ୍ଟ କରାଇଲେ ରାହୁଲଙ୍କ ପ୍ରତି ହେଉଥିବା ଅନ୍ୟାୟ। ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି…

ଧରାପଡିଲେ ଦୁଇ ଲୁଟେରା

ଭୁବନେଶ୍ବର: ଧରାପଡିଲେ ଦୁଇ ଲୁଟେରା । ଏକୁଟିଆ ଦେଖି ଜଣେ ମହିଳାଙ୍କ ଠାରୁ ଝାମ୍ପିନେଇଥିଲେ ତାଙ୍କ ଭ୍ୟାନିଟ୍ ବ୍ୟାଗ । ଏନେଇ ନୟାପଲ୍ଲୀ ଥାନାରେ ଏତଲା ଦେଇଥିଲେ ଉକ୍ତ ମହିଳା ଜଣଙ୍କ । ଅଭିଯୋଗକୁ ଆଧାରକରି ଆଜି ଦୁଇ ଜଣ ଲୁଟେରାଙ୍କୁ…

ନୀଳଗିରି ଖାଦାନ ପାଣିରୁ ୨ ମୃତଦେହ ଉଦ୍ଧାର

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା କାଂଶ ଗ୍ରାମର ଦୁଇଜଣ ଯୁବକ ଚାରିଦିନ ହେବ ନିଖୋଜ ଥିବାବେଳେ ଘଟଣାକୁ ନେଇ ସନ୍ଦେହ ପ୍ରକାଶ ପାଇଥିଲା। ନୀଳଗିରି ବ୍ଲକ୍‌ ମଛୁଆ ଗ୍ରାମ ନିକଟରେ ଥିବା ଏକ ପରିତ୍ୟକ୍ତ ଖାଦାନ ନିକଟରୁ ଯୁବକଙ୍କ ଜୋତା…

ବିଜେଡିରେ ମିଶିଲେ ସଂତୃପ୍ତ ମିଶ୍ର

ଭୁବନେଶ୍ୱର : ବିଜେଡିରେ ମିଶିଲେ ସଂତୃପ୍ତ ମିଶ୍ର । ଆଦିତ୍ୟ ବିର୍ଲା ଗ୍ରୁପର ପୂର୍ବତନ ମାନବ ସମ୍ବଳ ବିଭାଗ ମୁଖ୍ୟ ସଂତୃପ୍ତ ମିଶ୍ର ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳକୁ ସ୍ବାଗତ କରିଛନ୍ତି ।…

ଦଶପଲ୍ଲାରୁ ଶ୍ରୀକ୍ଷେତ୍ରରେ ପହଞ୍ଚିଲା ରଥକାଠ

ପୁରୀ: ଚଳିତ ବର୍ଷ ଜୁଲାଇ ୭ ତାରିଖ ମହାପ୍ରଭୁଙ୍କ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ। ଏଥି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଦେଇଛି। ମହାପ୍ରଭୁଙ୍କ ମନଲୋଭା ରଥ ନିର୍ମାଣ ପାଇଁ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଜଙ୍ଗଲରୁ ଶୁକ୍ରବାର ଦିନ ପ୍ରଥମ…

ବିଜେଡିରୁ ଇସ୍ତଫା ଦେଲେ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ

ଭୁବନେଶ୍ବର: ବିଜେଡିର ବରିଷ୍ଠ ନେତା, ତେଲକୋଇ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି। ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ପ୍ରେମାନନ୍ଦ ନାୟକ। ଦଳରେ ଅଣଦେଖା ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସେ…

୯୦୦ କୋଟି ଟଙ୍କାର ଚିଟଫଣ୍ଡ ଦୁର୍ନୀତି, ୧ କୋଟି ଟଙ୍କା ଜବତ କଲା ଇଡି

ଭୁବନେଶ୍ୱର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୋଲଡେନଲ୍ୟାଣ୍ଡ ଡେଭଲପର୍ସ ଲିମିଟେଡ୍ ଦ୍ୱାରା ୯୦୦ କୋଟି ଟଙ୍କାର ଚିଟ୍ ଫଣ୍ଡ୍ ଦୁର୍ନୀତିର ତଦନ୍ତରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ୧ କୋଟିରୁ ଅଧିକ ଟଙ୍କାର ନଗଦ ଟଙ୍କା ଜବତ କରିଛି। ଗୁରୁବାର ଓ ଶୁକ୍ରବାର ବ୍ରହ୍ମପୁର,…

ଗହମର ଷ୍ଟକ୍ ଲିମିଟ୍ କମାଇଲେ ସରକାର

ନୂଆଦିଲ୍ଲୀ: ଘରୋଇ ବଜାରରେ ଗହମ ଦର ବୃଦ୍ଧିକୁ ରୋକିବା ପାଇଁ କେନ୍ଦ୍ର ସରକାର ପୁଣି ଥରେ ଗହମର ମହଜୁଦ ମାତ୍ରା ବା ଷ୍ଟକ୍ ଲିମିଟ୍ ହ୍ରାସ କରିଛନ୍ତି। ଗହମ ଜମାଖୋରୀକୁ ରୋକିବା ଏବଂ ମୂଲ୍ୟ ନିୟନ୍ତ୍ରଣ କରିବା ପାଇଁ ହୋଲସେଲର, ବୃହତ…

୧୬୫ କୋଟି ଟଙ୍କା ଖର୍ଚ୍ଚ କରି ପଶୁ ଡାକ୍ତରଖାନା ନିର୍ମାଣ କଲେ ରତନ ଟାଟା

ନୂଆଦିଲ୍ଲୀ: ଦେଶର ଲୋକପ୍ରିୟ ଶିଳ୍ପପତି ରତନ ଟାଟା ଏବେ ତାଙ୍କର ଅନ୍ୟତମ ପ୍ରିୟ ପ୍ରକଳ୍ପ ସମାପ୍ତ କରିଛନ୍ତି। ଟାଟା ଗ୍ରୁପ୍ କ୍ରମାଗତ ଭାବରେ ସାମାଜିକ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା ଚଳାଇଥାଏ | ବିଶେଷ କରି ତାଙ୍କର ଟାଟା ମେମୋରିଆଲ୍ ହସ୍ପିଟାଲ୍…

ବିଦାୟୀ ଭାଷଣରେ କ୍ଷମା ମାଗିଲେ ରାଜ୍ୟସଭା ସାଂସଦ ଜୟା ବଚ୍ଚନ

ସମାଜବାଦୀ ପାର୍ଟିର ରାଜ୍ୟସଭା ସାଂସଦ ଜୟା ବଚ୍ଚନଙ୍କ କାର୍ଯ୍ୟକାଳ ସରିଛି। ଆଜି ରାଜ୍ୟସଭାରେ ତାଙ୍କର ଶେଷ ଦିନ ଥିଲା। ରାଜ୍ୟସଭାରୁ ବିଦାୟୀ ନେବା ବେଳେ ସମସ୍ତ ସଦସ୍ୟଙ୍କୁ କ୍ଷମା ମାଗିଛନ୍ତି ଜୟା। ମୁଁ ହଠାତ୍ ରାଗିଯାଏ, ହେଲେ କାହାକୁ ଆଘାତ ପହଞ୍ଚାଇବା…