ଦେଶକୁ ବିଜେପି ମୁକ୍ତ କରିଦେବୁ: କେଜ୍ରିୱାଲ
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜେପିକୁ ଟାର୍ଗେଟ କରିଛନ୍ତି। ଦିଲ୍ଲୀ ବିଧାନସଭାରେ ଆସ୍ଥା ଭୋଟ୍ ଉପରେ ସେ କହିଛନ୍ତି, “ବିଜେପି ପାଇଁ ସବୁଠାରୁ ବଡ ଆହ୍ୱାନ ହେଉଛି ଆମ୍ ଆଦମୀ ପାର୍ଟି। ଆଜି ଯଦି ବିଜେପି କାହାକୁ ଭୟ କରେ…
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜେପିକୁ ଟାର୍ଗେଟ କରିଛନ୍ତି। ଦିଲ୍ଲୀ ବିଧାନସଭାରେ ଆସ୍ଥା ଭୋଟ୍ ଉପରେ ସେ କହିଛନ୍ତି, “ବିଜେପି ପାଇଁ ସବୁଠାରୁ ବଡ ଆହ୍ୱାନ ହେଉଛି ଆମ୍ ଆଦମୀ ପାର୍ଟି। ଆଜି ଯଦି ବିଜେପି କାହାକୁ ଭୟ କରେ…
ଚେନ୍ନାଇ: ଆଜି ତାମିଲନାଡୁର ବିରୁଧନଗର ଜିଲ୍ଲାର ଏକ ବାଣ ତିଆରି କାରଖାନାରେ ନିଆଁ ଲାଗି ବିସ୍ଫୋରଣ ଘଟିଛି | ଏହି ଦୁର୍ଘଟଣାରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ ଶନିବାର ତାମିଲନାଡୁର ବିରୁଧନଗର ଜିଲ୍ଲାର ଭେମ୍ବାକୋଟାଇ…
କଳାହାଣ୍ଡି : ଦୁଇ ନାବାଳକଙ୍କ ସଲିଳ ସମାଧି । ପୋଖରୀରେ ବୁଡି ଗଲା ଦୁଇ ଜଣଙ୍କ ଜୀବନ । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ପାଡେପଦର ଗାଁରେ ଅଘଟଣ ଘଟିଛି। ମୃତକ ହେଲେ ଆସମାନ ନାଏକ ଓ ସାନ୍ତନୁ ନାଏକ।…
ଭୁବନେଶ୍ୱର:ସରିଲା ସମୀକ୍ଷା। ନିର୍ବାଚନକୁ ନେଇ ଗୁରୁତ୍ବପୂର୍ଣ୍ଣ ଦିଗ ଉପରେ ଆଲୋକପାତ କଲେ ନିର୍ବାଚନ ଆୟୋଗ। ସାମ୍ୱାଦିକ ସମ୍ମିଳନୀ କରି ଦେଇଛନ୍ତି ସୂଚନା। ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଆମେ ପୂରା ପ୍ରସ୍ତୁତ। ସମସ୍ତ ଜିଲ୍ଲାପାଳ ଏବଂ ଏସପି ସବୁ…
ଜଳେଶ୍ୱର : ରୋଷେଇ କରୁଥିବା ବେଳେ ଚୂଲିରୁ ନିଆଁ ଲାଗି ଘର ସମେତ ମହିଳା ଜୀବନ୍ତ ଦଗ୍ଧ । ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ କୁଦମାନସିଂ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନା ଅନୁଯାୟୀ, ଆଠବାଟିଆ ଗ୍ରାମର…
ବେଗୁନିଆ: ନିର୍ବାଚନ ଯେତିକି ପାଖେଇ ଆସୁଛି, ଅପରାଜିତା ଷଡ଼ଙ୍ଗୀଙ୍କୁ ସେତିକି ବିରୋଧ ବଢୁଛି । ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ନିଜ ଦଳ ଭିତରେ ବିରୋଧର ବହ୍ନି ଆହୁରି ବଢୁଛି। ତୀବ୍ର ଅସନ୍ତୋଷ ମଧ୍ୟରେ ବାରମ୍ବାର ବିରୋଧର ସାମ୍ନା କରିବାକୁ ପଡୁଛି…
ବ୍ରହ୍ମଗିରି : ସ୍ବାମୀ ଆଗରେ ସ୍ତ୍ରୀକୁ ଗଣଦୁଷ୍କର୍ମ ଅଭିଯୋଗ । ବ୍ରହ୍ମଗିରି ଅରଖକୁଦା ମେରାଇନ ଥାନା ଅଞ୍ଚଳରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା । ମହିଳାଙ୍କ ସ୍ଵାମୀଙ୍କ ହାତ ଗୋଡ ବାନ୍ଧି ସ୍ବାମୀ ଆଗରେ ସ୍ତ୍ରୀକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।…
ଖୋର୍ଦ୍ଧା : ଦୋକାନ ଘର ଉଚ୍ଛେଦ ହେବାରୁ ବିଷ ପିଇଦେଲେ ମହିଳା । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ କୋଚିଆଖାଲ ଗାଁରେ ଅଘଟଣ ଘଟିଛି। ଗାଁର କୃଷ୍ଣଚନ୍ଦ୍ର ପାଟଶାଣୀଙ୍କ ସ୍ତ୍ର ସରକାରୀ ଜାଗାରେ ଏକ ଦୋକାନ ଘର କରିଥିଲେ । ଆଜି ବେଗୁନିଆ…
ଭୁବନେଶ୍ଵର: ସରକାରଙ୍କ ପ୍ରତିଶ୍ରୁତି ପରେ ସ୍ଥଗିତ ରହିଲା ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ । ଦୀର୍ଘ ୩୧ ଦିନ ପରେ ଆନ୍ଦୋଳନକୁ ସ୍ଥଗିତ ରଖିଲେ ପ୍ରାଣୀ ଚିକିତ୍ସକ । ଏନେଇ ସୂଚନା ଦେଇଛି ରାଜ୍ୟ ପ୍ରାଣୀ ଚିକିତ୍ସକ ସଂଘ । ସଂଘ କହିଛି…
ଭୁବନେଶ୍ବର: ଆଜି ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ନୂଆ ଇତିହାସ ସୃଷ୍ଟି ହୋଇଛି। ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆମ ହସ୍ପିଟାଲରେ ବ୍ୟବସ୍ଥା କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଏହା କହିଛନ୍ତି। ରାଜ୍ୟର ୧୫ ଜିଲ୍ଲାର ୭୩ଟି ସରକାରୀ ଡାକ୍ତରଖାନା ଆମ…