ଜେଲରୁ ବିଚାରାଧୀନ କଏଦୀ ଫେରାର
ଯାଜପୁର : ଯାଜପୁର ରୋଡ଼ ଉପ-କାରାଗାରରୁ ଜଣେ ବିଚାରାଧୀନ କଏଦୀ ଫେରାର। ମେଡ଼ିକାଲକୁ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ନିଆଯାଉଥିବା ବେଳେ କଏଦୀ ଜଣକ ଅଧା ରାସ୍ତାରୁ ଫେରାର ହୋଇଥିବା ନେଇ କୋରାଇ ଥାନାରେ ଅଭିଯୋଗ ହୋଇଛି। ଫେରାର କଏଦୀଙ୍କ ହେଲେ ରାଣା…
ଯାଜପୁର : ଯାଜପୁର ରୋଡ଼ ଉପ-କାରାଗାରରୁ ଜଣେ ବିଚାରାଧୀନ କଏଦୀ ଫେରାର। ମେଡ଼ିକାଲକୁ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ନିଆଯାଉଥିବା ବେଳେ କଏଦୀ ଜଣକ ଅଧା ରାସ୍ତାରୁ ଫେରାର ହୋଇଥିବା ନେଇ କୋରାଇ ଥାନାରେ ଅଭିଯୋଗ ହୋଇଛି। ଫେରାର କଏଦୀଙ୍କ ହେଲେ ରାଣା…
ଭୁବନେଶ୍ବର: ରାଜ୍ୟରେ ଆହୁରି ୧୮ଟି ସରକାରୀ ଡିଗ୍ରୀ କଲେଜ ପ୍ରତିଷ୍ଠା ହେବ। ଚଳିତ ଶିକ୍ଷାବର୍ଷଠାରୁ ଏହି ଡିଗ୍ରୀ କଲେଜଗୁଡ଼ିକ କାର୍ଯ୍ୟକ୍ଷମ ହେବ। ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ୫ଟି ଅଧ୍ୟକ୍ଷ…
ଭୁବନେଶ୍ବର: ରାଜ୍ୟ ସରକାର ଜନଜାତି ଛାତ୍ରୀ ନିବାସ ମାଟ୍ରନ୍ମାନଙ୍କର ଗୁହାରି ଶୁଣିଛନ୍ତି। ଏଣିକି ମାଟ୍ରନ୍ମାନେ ମାସିକ ୧୦ ହଜାର ଟଙ୍କା ବଦଳରେ ୧୫ ହଜାର ପାଇବେ। କାର୍ଯ୍ୟରତ ସମୟରେ ମୃତ୍ୟୁ ହେଲେ ୨ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ପାଇବେ।…
ନୂଆଦିଲ୍ଲୀ : ‘ସମ୍ପୂର୍ଣ୍ଣ ରୂପେ ଶେଷ ହେବ ପରିବାରବାଦ। କଂଗ୍ରେସ ପରିବାରବାଦକୁ ପ୍ରୋତ୍ସାହିତ କରୁଛି। ଇଣ୍ଡି ଆଲାଏନ୍ସ ଅର୍ଥ ୭ ପରିବାରବାଦୀ ଦଳ। ଏମାନଙ୍କ ଦଳରେ ଗଣତନ୍ତ୍ର ନାହିଁ, ତେଣୁ ଦେଶରେ ଗଣତନ୍ତ୍ର କିପରି ହେବ?’ ଆଜି ଏଭଳି କିଛି କହି…
କୋଟା : ଥମୁନି ଛାତ୍ର ନିଖୋଜ ଘଟଣା। ରାଜସ୍ଥାନର କୋଟାରେ ରହି NEET ପାଇଁ ପ୍ରସ୍ତୁତି କରୁଥିବା ଆଉ ଜଣେ କୋଚିଂ ଛାତ୍ର ନିଖୋଜ ହୋଇଯାଇଛନ୍ତି। ନିଜ ହେଷ୍ଟେଲରୁ କୋଚିଂ ପାଇଁ ବାହାରିଥିବା ବେଳେ ସେ ଆଉ ଫେରି ନାହାନ୍ତି। ଗତ…
ପାଟନା: ରାଜନୀତି ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ହିନ୍ଦୁ ଏବଂ ସନାତନ ଭୋଟରଙ୍କ ବିଷୟରେ କହୁଥିବା ଦେଖାଯାଉଛି | ସେ ଏହି ଭିଡିଓରେ କହିଛନ୍ତି ଯେ ସମସ୍ତ…
ଚେନ୍ନାଇ: ଶନିବାର ଦିନ ତାମିଲନାଡୁର କୋଇମ୍ବାଟୁର୍ର ଗୋଟାଏ ବସ୍ ଷ୍ଟପ୍ରେ ଜଣେ ଦ୍ବାଦଶ ଶ୍ରେଣୀର ଛାତ୍ରଙ୍କୁ ଜଣେ ୧୮ ବର୍ଷିୟ କଲେଜ ଛାତ୍ର ୧୦ ଥର କାଟି ହତ୍ୟା କରିଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି। ନିହତ ଛାତ୍ରଙ୍କର ନାଁ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତୀୟ ଜନତା ପାର୍ଟି (ବିଜେପି) କର୍ମୀଙ୍କୁ ସମ୍ବୋଧନ କରିଛନ୍ତି | ସେ କହିଛନ୍ତି ଯେ ଆସନ୍ତା ୧୦୦ ଦିନ ପାଇଁ ଉତ୍ସାହର ସହ କାର୍ଯ୍ୟ କରିବାକୁ ପଡିବ । ସେ କହିଛନ୍ତି ଯେ ଏହି…
ରାଞ୍ଚି: ପଡ଼ୋଶୀ ବିହାର ଭଳି ଝାଡ଼ଖଣ୍ଡରେ ଜାତିଭିତ୍ତିକ ସର୍ଭେକୁ ସବୁଜ ସଙ୍କେତ ଦେଇଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍। ସିଏମ୍ ଚମ୍ପାଇ ସୋରେନ୍ ଏହାର ସଙ୍କେତ ଦେଇଛନ୍ତି। ରବିବାର ରାଜ୍ୟରେ ଜାତିଭିତ୍ତିକ ସର୍ଭେ ପାଇଁ ସବୁଜ ସଙ୍କେତ ଦିଆଯାଇଥିବା ଜଣେ ବରିଷ୍ଠ…
ନୂଆଦିଲ୍ଲୀ : ପ୍ରସିଦ୍ଧ ଜୈନ ସାଧୁ ବା ମୁନି ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜଙ୍କ ପରଲୋକ ଘଟିଛି। ଶନିବାର ବିଳମ୍ବିତ ରାତିରେ ଦେହତ୍ୟାଗ କରିଛନ୍ତି ମୁନି ବିଦ୍ୟାସାଗର। ଛତିଶଗଡ଼ର ଡୋଙ୍ଗରଗଡର ଚନ୍ଦ୍ରଗିରିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ମୁନି ବିଦ୍ୟାସାଗର। ତିନି ଦିନ…