କଂଗ୍ରେସକୁ ଘାରିଲା ଘୋଡ଼ା ବେପାର ଭୟ
କର୍ଣ୍ଣାଟକା କଂଗ୍ରେସକୁ ଘାରିଛି ଘୋଡା ବେପାର ଭୟ। ରାଜ୍ୟର ଚାରୋଟି ରାଜ୍ୟସଭା ଆସନ ପାଇଁ ଆସନ୍ତା ସପ୍ତାହରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ବିଧାୟକଙ୍କୁ କିଣିବାକୁ ଚେଷ୍ଟା କରିପାରେ ବିଜେପି। ଥାନାରେ ଏଭଳି କିଛି ଅଭିଯୋଗ ଦାଖଲ କରିଛି କଂଗ୍ରେସ। କର୍ଣ୍ଣାଟକା…
କର୍ଣ୍ଣାଟକା କଂଗ୍ରେସକୁ ଘାରିଛି ଘୋଡା ବେପାର ଭୟ। ରାଜ୍ୟର ଚାରୋଟି ରାଜ୍ୟସଭା ଆସନ ପାଇଁ ଆସନ୍ତା ସପ୍ତାହରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ବିଧାୟକଙ୍କୁ କିଣିବାକୁ ଚେଷ୍ଟା କରିପାରେ ବିଜେପି। ଥାନାରେ ଏଭଳି କିଛି ଅଭିଯୋଗ ଦାଖଲ କରିଛି କଂଗ୍ରେସ। କର୍ଣ୍ଣାଟକା…
ଚଣ୍ଡିଗଡ଼ ମେୟର ନିର୍ବାଚନକୁ ନେଇ ଲାଗିଥିବା ବିବାଦରେ ସୁପ୍ରିମକୋର୍ଟ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। ଆପ ପକ୍ଷରୁ ମେୟର ନିର୍ବାଚନ ଲଢ଼ୁଥିବା କୁଲଦୀପ କୁମାରଙ୍କୁ ସର୍ବୋଚ୍ଚ ଅଦାଲତ ବିଜେତା ଘୋଷଣା କରିଛନ୍ତି। ଏହାର ଅର୍ଥ କୁଲଦୀପ ଚଣ୍ଡିଗଡ଼ ମେୟର ଭାବେ ଶପଥ ନେବେ। କୁଲଦୀପଙ୍କୁ…
ଥମୁନି ପଶ୍ଚିମବଙ୍ଗ ସନ୍ଦେଶଖାଲି ମାମଲା। ସନ୍ଦେଶଖାଲିରେ ମହିଳାଙ୍କ ସହ ଦୁଷ୍କର୍ମ ଓ ଜମି ହଡପ କରିଥିବା ନେଇ ତୃଣମୂଳ କଂଗ୍ରେସ ନେତା ଶେଖ ଶାହଜାହାଁଙ୍କ ନାଁରେ ଅଭିଯୋଗ ରହିଛି। ସେ ଏବେ ଫେରାର ଅଛନ୍ତି। ଏହି ମାମଲାକୁ ନେଇ ପଶ୍ଚିମବଙ୍ଗର ମମତା…
ବହୁ ପ୍ରତିକ୍ଷୀତ ମରାଠା ସଂରକ୍ଷଣ ବିଲ୍ ବିଧାନସଭାରେ ପାରିତ। ଆଜି ମହାରାଷ୍ଟ୍ର ବିଧାନଭାରେ ସର୍ବସମ୍ମତି କ୍ରମେ ଏହି ବିଲ୍ ପାରିତ ହୋଇଛି। ଏହା ମାଧ୍ୟମରେ ମରାଠା ସମ୍ପ୍ରଦାୟଙ୍କ ପାଇଁ ଉଭୟ ଶିକ୍ଷା ଏବଂ ସରକାରୀ ଚାକିରିରେ ୧୦ ପ୍ରତିଶତ ଆରକ୍ଷଣ ରହିବ।…
କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ମିଳିଲା ଆଶ୍ୱସ୍ତି। ମାନହାନୀ ମାମଲାରେ ଓ୍ୱାଇନାଡ ସାଂସଦଙ୍କୁ ମିଳିଲା ଜାମିନ। ସୁଲତାନପୁର ଏମ୍ପି/ଏମ୍ଏଲ୍ଏ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ୨୫,୦୦୦ ହଜାର ଟଙ୍କା ଲେଖାଏଁ ଦୁଇଟି ମୁଚାଲିକାରେ କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି। ୨୦୧୮…
ଭୁବନେଶ୍ୱର : ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ ଓଡ଼ିଶାର ତିନି ରାଜ୍ୟସଭା ପ୍ରାର୍ଥୀ। ପ୍ରାର୍ଥିପତ୍ର ପ୍ରତ୍ୟାହାର ସମୟ ଶେଷ ହେବା ପରେ ତିନି ପ୍ରାର୍ଥୀ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ସମସ୍ତ ନିର୍ବାଚିତ ପ୍ରାର୍ଥୀ ମାନଙ୍କୁ ଆଜି ସେମାନଙ୍କ ସାର୍ଟିଫିକେଟ ଦେବେ ରିଟର୍ନିଙ୍ଗି…
ବ୍ରହ୍ମପୁର/ସୁବର୍ଣ୍ଣପୁର/କୋରାପୁଟ: ଗୋଟିଏ ଦିନରେ ତିନୋଟି ଲୋକାର୍ପଣ । ଆଜି ବ୍ରହ୍ମପୁର ଆଇଜର୍ ବା ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ସାଇନସ ଆଣ୍ଡ ରିସର୍ଚର ସ୍ଥାୟୀ କ୍ୟାମ୍ପସ ଲୋକାର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜମ୍ମୁରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଭର୍ଚୁଆଲ ମାଧ୍ୟମରେ…
ବରଗଡ଼: ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ପ୍ରାୟ ୧୦୦ ଶଯ୍ୟା ବିଶିଷ୍ଟ କ୍ୟାନ୍ସର ହସ୍ପିଟାଲର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ୧୦୬ କୋଟି ୬ ଲକ୍ଷ ଟଙ୍କା ବିନିମୟରେ ୧୨ ହଜାର ୬୮୨ ବର୍ଗ ମିଟରରେ ନିର୍ମାଣ ହୋଇଛି ଏହି ହସ୍ପିଟାଲ।…
ଭୁବନେଶ୍ବର: ମନ୍ତ୍ରଧ୍ୱନିରେ କମ୍ପୁଛି ଖଣ୍ଡଗିରି-ଉଦୟଗିରି ପାଦଦେଶ । ଭଜନ କୀର୍ତ୍ତନ ଓ ହରିନାମରେ ତପୋଭୂମୀ ଅଞ୍ଚଳ ଫାଟି ପଡ଼ୁଛି । ଶୁକ୍ରବାରଠାରୁ ପବିତ୍ର ମାଘ ସପ୍ତମୀ ଆରମ୍ଭ ହୋଇଥିବାବେଳେ କୁମ୍ଭମେଳା ଏବେ ଖୁବ ଭିଡ଼ ଜମୁଛି । ଆଜି ପଞ୍ଚମ ଦିନରେ…
ସମ୍ବଲପୁର: ସମ୍ବଲପୁର ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁର ଖେତରାଜପୁର ରେଳ ଷ୍ଟେସନ ଯାଇ ସମ୍ବଲପୁର-ଦର୍ଶନନଗର-ସମ୍ବଲପୁର ଆସ୍ଥା ସ୍ପେଶାଲ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ଆସ୍ଥା ସ୍ପେଶାଲ ଟ୍ରେନ ଯୋଗେ ପଶ୍ଚିମ ଓଡିଶାର ରାମଭକ୍ତ ଅଯୋଧ୍ୟା…