କେଜ୍ରିୱାଲଙ୍କ ବଡ଼ ବୟାନ: ସିଜେଆଇଙ୍କ ମାଧ୍ୟମରେ ଭଗବାନ କହିଲେ
ନୂଆଦିଲ୍ଲୀ : ଚଣ୍ତିଗଡ଼ ମେୟର ନିର୍ବାଚନକୁ ନେଇ ବିବାଦ ଚାଲିଥିବା ବେଳେ ସୁପ୍ରିମକୋର୍ଟ ଆପ୍ ପ୍ରାର୍ଥୀ କୁଲଦୀପ କୁମାରଙ୍କୁ ମଙ୍ଗଳବାର ବିଜେତା ଘୋଷଣା କରିଛନ୍ତି। ଐତିହାସିକ ଘଟଣାକ୍ରମରେ ସୁପ୍ରିମକୋର୍ଟରେ ବାଲଟ ପେପରର ଗଣତି ହୋଇଥିଲା ଓ ଜଜ ରାୟ ଶୁଣାଇଥିଲେ। ସୁପ୍ରିମକୋର୍ଟଙ୍କ…