Month: February 2024

ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ ଉପରେ ଏସମା ଲାଗୁ

କଟକ : ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ ଉପରେ ଏସମା ଲାଗୁ। ଅତ୍ୟାବଶ୍ୟକ ସେବା ଆଇନ ବା ଏସମା ଲଗାଇଛନ୍ତି ରାଜ୍ୟ ସରକାର। ଏହା ଆଗାମୀ ୬ ମାସ ପର୍ଯ୍ୟନ୍ତ ବଳବତ୍ତର ରହିବା ନେଇ ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ସେପଟେ ଏସମା…

ମହିଳା କଂଗ୍ରେସ ସହ ପୁଲିସର ଧସ୍ତାଧସ୍ତି

ଭୁବନେଶ୍ୱର : ଭୁବନେଶ୍ୱରରେ ମହିଳା କଂଗ୍ରେସ ସହ ପୁଲିସର ଧସ୍ତାଧସ୍ତି। ନବୀନ ନିବାସ ଯାଉଥିବା ମହିଳା କଂଗ୍ରେସ କର୍ମୀଙ୍କୁ ଅଶୋକନଗର ଠାରେ ପୁଲିସ ଅଟକାଇଥିଲା। ପୁଲିସ ବ୍ୟାରିକେଡ ଡେଇଁ ଆଗକୁ ଯିବାକୁ କଂଗ୍ରେସ କର୍ମୀ ଉଦ୍ୟମ କରିଥିଲେ। ଉଭୟ ପକ୍ଷ ମଧ୍ୟରେ…

ରାଜଧାନୀରେ ରାଗିଂ; ଗୁଣି ସନ୍ଦେହରେ ଲ’ ଛାତ୍ରୀଙ୍କୁ ନିର୍ଯାତନା

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ୱର ଛାତି ଉପରେ ରାଗିଂ। ତା’ହା ପୁଣି ଜଣେ ଲ’ ଛାତ୍ରୀଙ୍କୁ। ଗୁଣି ଗାରେଡି ସନ୍ଦେହରେ ଛାତ୍ରୀଙ୍କୁ ତାଙ୍କର ତିନି ସିନିୟର ରାତି ଅଧରା ମାଡ଼ ମାରିଛନ୍ତି। କଲେଜ ପ୍ରଶାସନଠାରୁ ନିରାଶ ହୋଇ ଆଜି ଛାତ୍ରୀ ଜଣକ…

ରାଜ୍ୟରେ ମହିଳାଙ୍କ ସୁରକ୍ଷା ପ୍ରତି ବିଜେଡି ସରକାରର ଧ୍ୟାନ ନାହିଁ: ଅଳକା ଲାମ୍ବା

ଭୁବନେଶ୍ବର: ରାଜଧାନୀରେ ବିଶାଳ ସମାବେଶ କରି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଏଆଇସିସି ମହିଳା ସଭାନେତ୍ରୀ ଅଳକା ଲାମ୍ବା। ସେ କହିଛନ୍ତି, ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଶ୍ରମିକ ମାରକ ସରକାର। ରାଜ୍ୟରେ ମହିଳା ସଂଖ୍ୟା…

ମାହାଙ୍ଗା ଡବଲ ମର୍ଡର ମାମଲା: ଜଷ୍ଟିସ୍ ଗୌରୀଶଙ୍କର ଶତପଥୀଙ୍କ ଖଣ୍ଡପୀଠରେ ହେବ ଶୁଣାଣି

କଟକ: ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାର ଶୁଣାଣି କରିଛନ୍ତି ନୂଆ ବିଚାରପତି। ଜଷ୍ଟିସ୍ ଗୌରୀଶଙ୍କର ଶତପଥୀଙ୍କ ଖଣ୍ଡପୀଠ ବିଧାୟକ ପ୍ରତାପ ଜେନାଙ୍କ ମାମଲାର ଶୁଣାଣି କରିଛନ୍ତି। ମାର୍ଚ୍ଚ ୧୫ ତାରିଖରେ ମାମଲାର ପରବର୍ତ୍ତି ଶୁଣାଣି ହେବ। ସେପର୍ଯ୍ୟନ୍ତ ବିଧାୟକଙ୍କ ଅନ୍ତରୀଣ…

ଆଦିବାସୀଙ୍କ ଉପରୁ ୪୮୦୧୮ଟି ମାମଲା ପ୍ରତ୍ୟାହୃତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ଅନୁସୂଚିତ ଜନଜାତି ଭାଇ-ଭଉଣୀଙ୍କ ଉପରୁ ଛୋଟଛୋଟ ମକଦ୍ଦମା ପ୍ରତ୍ୟାହାର ହେବ। ଗୃହ, ଅବକାରୀ ଓ ଜଙ୍ଗଲ ବିଭାଗ ଅଧୀନରେ ଥିବା ମାମଲା ପ୍ରତ୍ୟାହାର ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଆଦିବାସୀଙ୍କ ଉପରୁ ଜଙ୍ଗଲ ଓ ଅବକାରୀ ସଂପର୍କିତ…

ଫେବ୍ରୁଆରି ୨୮ରୁ ମହାମହିମା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୪ଦିନିଆ ଓଡ଼ିଶା ଗସ୍ତ

ରାଇରଙ୍ଗପୁର: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ତାରିଖ ଠାରୁ ୪ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏନେଇ ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ସହାୟକ ସୁରଥ କୁମାର ମହାନ୍ତ ସୂଚନା ଦେଇଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତ ନେଇ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି…

ଚାଟ୍ ଜିପିଟିର ମୁକାବିଲା କରିବ ମୁକେଶ ଅମ୍ବାନିଙ୍କ ‘ହନୁମାନ’

ମୁମ୍ବାଇ: କୁହାଯାଏ ଅହଂକାର ହେଉଛି ପତନର ପ୍ରଥମ ପଦକ୍ଷେପ । ସେହିପରି କିଛି ଅହଂକାର ଦେଖାଇଥିଲେ ଚାଟଜିପିଟିର ପ୍ରତିଷ୍ଠାତା ସାମ୍ ଅଲ୍ଟମ୍ୟାନ୍ । ସାମ୍ ଅଲ୍ଟମ୍ୟାନ୍ କହିଥିଲେ ଯେ ଯଦି ଭାରତ ଚାଟଜିପିଟି ଭଳି ଟୁଲ୍ ତିଆରି କରେ, ତେବେ ଏହା…

ଭାରତର ଆପତ୍ତି ସତ୍ତ୍ବେ ଚୀନ ଗୁପ୍ତଚର ଜାହାଜକୁ ପ୍ରବେଶ ଅନୁମତି ଦେଲା ମାଳଦ୍ବୀପ

ମାଲେ : ଭାରତ ମହାସାଗରରେ ତଥାକଥିତ ‘ଗବେଷଣା’ କରିବା ପରେ ଚୀନ୍ର ସାମରିକ ଗୁପ୍ତଚର ଜାହାଜ ଜିଆଙ୍ଗ ୟାଙ୍ଗ ହଙ୍ଗ୍-୦୩ ଏବେ ମାଳଦ୍ୱୀପ ଅଭିମୁଖେ ଅଗ୍ରସର ହୋଇଛି। ମାଳଦ୍ୱୀପ ସରକାର ଏକ ଚାଇନା ଗୁପ୍ତଚର ଜାହାଜକୁ ମାଲେ ବନ୍ଦରରେ ଲଙ୍ଗର ପକାଇବାକୁ…

ବିଜେପିକୁ ଫେରିବେ ସିଦ୍ଧୁ, ଗୁରଦାସପୁରରୁ ଲଢ଼ିବେ ଯୁବରାଜ ସିଂହ!

ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ପୁଣିଥରେ ବିଜେପିକୁ ଫେରିବେ। ସେହିପରି ପୂର୍ବତନ କ୍ରିକେଟର ଯୁବରାଜ ସିଂହ ଆସନ୍ତା ଲୋକସଭା ନିର୍ବାଚନ ବେଳେ ଗୁରଦାସପୁରରୁ ବିଜେପି ଟିକେଟରେ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ସିଦ୍ଧୁ…