BYJU’S ଫାଉଣ୍ଡରଙ୍କ ବିରୋଧରେ ଜାରି ହେଲା ଲୁକ୍ ଆଉଟ୍ ନୋଟିସ
ବଢ଼ିଲା BYJU’S ଫାଉଣ୍ଡରଙ୍କ ଅଡୁଆ। ବାୟଜୁ ରବିନ୍ଦ୍ରନଙ୍କ ବିରୋଧରେ ଜାରି ହେଲା ଲୁକ୍ ଆଉଟ୍ ନୋଟିସ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି କରିଛନ୍ତି। ତଦନ୍ତ ଅଧିକାରୀଙ୍କୁ ନ ଜଣାଇ ସେ ଯେପରି ଦେଶ ଛାଡି ଯିବେ…