Month: January 2024

ଧାମନଗରରେ ଭାରତ ସଂକଳ୍ପ ରଥକୁ ଭଙ୍ଗାରୁଜା, ବିଜେଡି ଉପରକୁ ଅଙ୍ଗୁଳି ଉଠାଇଲେ ବିଧାୟକ

ଭଦ୍ରକ : ଭଦ୍ରକ ଧାମନଗରରେ ଆଜି କିଛି ଲୋକ ବିକଶିତ ଭାରତ ସଂକଳ୍ପ ରଥକୁ ଭଙ୍ଗାରୁଜା କରିଛନ୍ତି। ଧାମନଗର ଥାନା ଚୂଡ଼ାକୁଟି ପଞ୍ଚାୟତରେ ରାଲି ବେଳେ ଏହି ଘଟଣା ଘଟିଛି। ପୁଲିସ୍ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅନ୍ୟପକ୍ଷରେ…

କମିଶନରେଟ୍ ପୁଲିସ ହାତରେ ପାହାଡ଼ି ଗ୍ୟାଙ୍ଗ

ଭୁବନେଶ୍ବର : କମିଶନରେଟ ପୁଲିସ ହାତରେ ଧରାପଡ଼ିଛି ପାହାଡ଼ି ଗ୍ୟାଙ୍ଗ। ଏହି ଗ୍ୟାଙ୍ଗର ୮ ଜଣ ସଦସ୍ୟଙ୍କୁ ବାନ୍ଧିଛି କମିଶନରେଟ ପୁଲିସ। ଏମାନେ ସମସ୍ତେ ଝାଡ଼ଖଣ୍ଡର। ସୂଚନା ଅନୁସାରେ ପାହଡ଼ି ଗ୍ୟାଙ୍ଗର ଡ଼କାୟତ ମାନେ ରାଜଧାନୀର ବିଭିନ୍ନ ଅଞ୍ଚଳରେ ରହୁଥିଲେ। ସମୟ…

ଅନ୍‌ଲାଇନ୍‌ ‘ମେଟାଭର୍ସ ଗେମ୍‌’ରେ ୧୬ ବର୍ଷୀୟ ଝିଅ ସହିତ ‘ଭର୍ଚୁଆଲ୍‌’ ଗଣଦୁଷ୍କର୍ମ

ନୂଆଦିଲ୍ଲୀ: ଅନ୍‌ଲାଇନ୍‌ ‘ମେଟାଭର୍ସ ଭର୍ଚୁଆଲ୍‌ ରିଆଲିଟି ଗେମ୍‌’ରେ ପ୍ରଥମ କରି ଜଣେ ୧୬ ବର୍ଷୀୟ ଝିଅ ସହିତ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଉପରେ ବ୍ରିଟିସ୍‌ ପୁଲିସ ତଦନ୍ତ ଆରମ୍ଭ କରିଥିବା କଥା ‘ଦି ନ୍ୟୁୟର୍କ ପୋଷ୍ଟ୍‌’ ରିପୋର୍ଟ କରିଛି। ରିପୋର୍ଟରେ ଉଲ୍ଲେଖ…

୩୧ଟି ସ୍ଥାନରେ ରେଡ୍‌ ପରେ ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ

ନୂଆଦିଲ୍ଲୀ: କର୍ଣ୍ଣିସେନା ମୁଖ୍ୟ ସୁଖଦେବ ସିଂହ ଗୋଗାମେଡିଙ୍କ ନିର୍ମମ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଧରିବାକୁ ସକ୍ଷମ ହୋଇଛି ପୁଲିସ୍‌। ହତ୍ୟାକାଣ୍ଡ ପଛରେ ଥିବା ଅଶୋକ ମେଘୱାଲକୁ ପୁଲିସ୍‌ ୩୧ଟି ସ୍ଥାନରେ ରେଡ କରିବା ପରେ ଗିରଫ କରିଛି। ଗତମାସରେ ଗୋଗାମେଡିଙ୍କୁ ରାଜସ୍ଥାନର…

ବଜରଙ୍ଗ, ସାକ୍ଷୀ ଓ ଭିନେଶକୁ ବିରୋଧ

ନୂଆଦିଲ୍ଲୀ: ଭାରତୀୟ କୁସ୍ତିରେ ଦିନକୁ ଦିନ ଗୋଟିଏ ପରେ ଗୋଟିଏ ବିବାଦ ଉପୁଜୁଛି। ନୂଆ ଅଧ୍ୟକ୍ଷକୁ ଜୋରଦାର ବିରୋଧ ପରେ କୁସ୍ତି ମହାସଂଘକୁ କ୍ରୀଡା ମନ୍ତ୍ରଣାଳୟ ନିଲମ୍ବନ କରିଦେଇଥିଲେ। ଏବେ ଦେଶ ପାଇଁ ସ୍ୱର୍ଣ୍ଣିମ ଅଧ୍ୟାୟ ହାସଲ କରିଥିବା ତିନି ଷ୍ଟାର୍‌…

ହୁ ହୁ ହୋଇ ଜଳୁଛି ଓଭରବ୍ରିଜ୍‌

ନୂଆଦିଲ୍ଲୀ : ଜଳୁଛି ଓଭରବ୍ରିଜ୍‌। ହୁ ହୁ ହୋଇ ଜଳିବା ସହ ଚାରିଆଡଁ କଳା ଧୂଆଁ ବ୍ୟାପି ଯାଇଛି। ଭୟଙ୍କର ରୂପ ଧାରଣ କରିଛି ନିଆଁ। ପାଖାପାଖି ଏ ମୁଣ୍ଡରୁ ସେ ମୁଣ୍ଡରେ କେବଳ ନିଆଁ ଆଉ କଳା ଧୂଆଁ ଦେଖାଯାଉଛି।…

ଟ୍ରୋଲ କରୁଥିବା ପାକିସ୍ତାନୀଙ୍କୁ ନେଇ ସଚିନ ଭିଡିଓ ମାଧ୍ୟମରେ ଦେଲେ ଏଭଳି ବାର୍ତ୍ତା

ଲକ୍ଷ୍ନୌ: ପ୍ରଥମ ସ୍ବାମୀଙ୍କୁ ତ୍ୟାଗ କରି ଭାରତୀୟ ଯୁବକ ସଚିନର ପ୍ରେମରେ ନିଜର ୪ ସନ୍ତାନକୁ ନେଇ ପାକିସ୍ତାନ ଛାଡ଼ି ବେଆଇନ ଭାବେ ଭାରତରେ ପ୍ରବେଶ କରିଥିବା ସୀମା ହାଇଦର ପୁଣିଥରେ ମା’ ହେବାକୁ ଯାଉଥିବା ଖବର ମିଳିଛି। ଦ୍ବିତୀୟ ସ୍ବାମୀ…

ବେଳେବେଳେ ରାଜ୍ୟାଭିଷେକକୁ ଅପେକ୍ଷା କରିଥିବା ବ୍ୟକ୍ତି ବନବାସ ପଳାଇଯାଏ : ଶିବରାଜ ସିଂ ଚୌହାନ

ଭୋପାଳ: ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ ବେଳେବେଳେ ରାଜ୍ୟାଭିଷେକକୁ ଅପେକ୍ଷା କରିଥିବା ବ୍ୟକ୍ତି ବନବାସ ପଳାଇଯାଏ । ନଭେମ୍ବର ୨୦୨୩ରେ ଅନୁଷ୍ଠିତ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ…

ଟ୍ରକ୍‌ ଡ୍ରାଇଭରଙ୍କୁ ‘ଔକାତ’ ପଚାରିଥିବା କଲେକ୍ଟରଙ୍କ ପଦ ଗଲା

ନୂଆଦିଲ୍ଲୀ : ଟ୍ରକ୍‌ ଡ୍ରାଇଭରଙ୍କୁ ତାଙ୍କ ଔକାତ ପଚାରି ଫସିଲେ କଲେକ୍ଟର। ତାଙ୍କ ବୟାନକୁ ନେଇ ବିବାଦ ବଢ଼ିବା ପରେ ହାରାଇଲେ ପଦ। ମୁଖ୍ୟମନ୍ତ୍ରୀ ଉକ୍ତ ଜିଲ୍ଲାପାଳଙ୍କ ବିରୋଧରେ ନେଇଛନ୍ତି କଡା ଆକ୍ସନ। କେବଳ ସେତିକି ନୁହେଁ ତାଙ୍କୁ ଏଭଳି ଭାଷା…

ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଇଡି ସମ୍ମୁଖରେ ହାଜର ହେବାକୁ ସଫା ସଫା ମନା କରିଦେଲେ କେଜରିୱାଲ

ନୂଆଦିଲ୍ଲୀ : ଆଜି ଇଡି ସମ୍ମୁଖରେ ହାଜର ହେବେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଇଡି ସମ୍ମୁଖରେ ହାଜର ହେବାକୁ ସଫା ସଫା ମନା କରିଦେଲେ କେଜରିୱାଲ। ତାଙ୍କୁ ହାଜର ହେବା ପାଇଁ…