Month: January 2024

ଶୋକାକୂଳ ପରିବେଶରେ ସିମୁଳିଆ ବିଡ଼ିଓଙ୍କ ଶେଷକୃତ୍ୟ ସମ୍ପନ୍ନ

ସିମୁଳିଆ: ଶୋକାକୂଳ ପରିବେଶ ଭିତରେ ସମ୍ପନ୍ନ ହେଲା ସିମୁଳିଆ ବିଡ଼ିଓ ବିଶ୍ବରଞ୍ଜନ ମହାନ୍ତିଙ୍କ ଶେଷକୃତ୍ୟ । ଗତକାଲି ରାତିରେ ମୃତଦେହ ବାରିପଦାସ୍ଥିତ ପୈତୃକ ଘରେ ପହଞ୍ଚିବାପରେ କାନ୍ଦବୋବାଳିରେ ଫାଟି ପଡିଥିଲା ପରିବେଶ । ତେବେ ବିଡିଓଙ୍କ ସନ୍ଦେହଜନକ ମୃତ୍ୟୁକୁ ପରିବାରଲୋକେ ସହଜରେ…

ମଣିପୁରରେ ଥମୁନି ହିଂସା; ପିତାପୁତ୍ର ସମେତ ୪ ଜଣଙ୍କୁ ଅପହରଣ ପରେ ହତ୍ୟା

ପୁଣି ଅଶାନ୍ତ ହୋଇ ଉଠିଛି ମଣିପୁର। ହୋଇଛି ରକ୍ତପାତ । ଗଡ଼ିଛି ନିରୀହ ମୁଣ୍ଡ। ଆତଙ୍କବାଦୀମାନେ ୪ ନିରୀହ ଗ୍ରାମବାସୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ଗତ ବୁଧବାରଠୁ ମଣିପୁରର ବିଷ୍ଣୁପୁର ଜିଲ୍ଲାର ଅକାସୋଇ ଗ୍ରାମର ୪ ଜଣ ନିଖୋଜ…

ସନ୍ତାନ ପ୍ରସବ କଲା ୯ମ ଶ୍ରେଣୀ ବାଳିକା; ନିଲମ୍ବିତ ହେଲେ ହଷ୍ଟେଲ୍‌ ୱାର୍ଡେନ୍‌

ଚିକ୍କବଲ୍ଲାପୁର: ଜଣେ ୯ମ ଶ୍ରେଣୀ ଛାତ୍ରୀ ଡାକ୍ତରଖାନାରେ ସନ୍ତାନ ପ୍ରସବ କରିବା ପରେ କର୍ଣ୍ଣାଟକର ଚିକ୍କବଲ୍ଲାପୁରରେ ଜଣେ ହଷ୍ଟେଲ୍‌ ୱାର୍ଡେନ୍‌ଙ୍କୁ ନିଲମ୍ବନ କରାଯାଇଛି ବୋଲି ପୁଲିସ କହିଛି। ଏହି ଘଟଣାରେ ପୁଲିସ ‘ପୋକ୍‌ସୋ’ ମାମଲା ମଧ୍ୟ ରୁଜୁ କରିଥିବା କଥା ଜଣାପଡ଼ିଛି।…

ପ୍ରାପ୍ତବୟସ୍କଙ୍କ ଲାଗି ଉଦ୍ଦିଷ୍ଟ ସିନେମାର ୨୪ ବର୍ଷୀୟ ଅଭିନେତ୍ରୀ ମୃତ

ତ୍ରୁଜିଲୋ: ପ୍ରାପ୍ତବୟସ୍କଙ୍କ ନିମିତ୍ତ ଉଦ୍ଦିଷ୍ଟ ଚଳଚ୍ଚିତ୍ରରେ ଅଭିନୟ କରୁଥିବା ଜଣେ ଅଭିନେତ୍ରୀଙ୍କୁ ଜାନୁଆରି ୬ ତାରିଖ ଦିନ ପେରୁ ଅନ୍ତର୍ଗତ ତ୍ରୁଜିଲୋରେ ଥିବା ତାଙ୍କ ବାସଭବନରୁ ଉଦ୍ଧାର କରାଯାଇଥିବା କଥା ପୁଲିସ କହିଛି। ମୃତା ଅଭିନେତ୍ରୀ ହେଉଛନ୍ତି, ପେରୁରେ ଥିବା ପ୍ରଖ୍ୟାତ…

ଭାରସାମ୍ୟ ହରାଇ ଓଲଟିଲା କାର: ଜଣେ ମୃତ

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ହସନପୁର ଟୋଲ୍‌ ଗେଟ୍‌ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଓଲଟିଲା କାର । ଜଣେ ମୃତ ଜଣେ ଗୁରୁତର। ମୃତ ବ୍ୟକ୍ତି ଜଣଙ୍କ ଘଟଗାଁ ଅଞ୍ଚଳର ଅଜୟ ସାହୁ ବୋଲି…

ବିମାନ ବନ୍ଦରରୁ ଗିରଫ ହେଲେ ୪୦ କୋଟି ଟଙ୍କା ମୂଲ୍ୟର ‘କୋକେନ୍‌’ ରଖିଥିବା ୨୧ ବର୍ଷୀୟ ଯୁବତୀ

ମୁମ୍ବାଇ: ‘କୋକେନ୍‌’ ଚୋରା ଚାଲାଣ କରୁଥିବା ଅଭିଯୋଗରେ ଆଜି ମହାରାଷ୍ଟ୍ରର ମୁମ୍ବାଇ ବିମାନ ବନ୍ଦରରେ ଥାଇଲାଣ୍ଡ୍‌ର ଜଣେ ୨୧ ବର୍ଷୀୟ ତରୁଣୀଙ୍କୁ ‘ଡାଇରେକ୍ଟୋରେଟ୍‌ ଅଫ୍‌ ରେଭିନ୍ୟୁ’ (ଡିଆର୍‌ଆଇ) ଗିରଫ କରିଥିବା କଥା ‘ଏନ୍‌ଡିଟିଭି’ ରିପୋର୍ଟ କରିଛି। ବିଶ୍ବସ୍ତସୂତ୍ରରୁ ସୂଚନା ଅନୁସାରେ କାର୍ଯ୍ୟକରି…

ପାହାଡ଼ ଉପରେ ଠିଆ ହୋଇଛି ଭବ୍ୟ ମନ୍ଦିର, ପୂଜା ପାଇବେ ଶ୍ରୀରାମ

ନୟାଗଡ଼ : ପ୍ରକୃତି ମାଆ ସବୁଜିମା ଚାଦରରେ ଘୋଡେଇ ହୋଇଛି ଫତେଗଡ଼ ପାହାଡ଼। ସେହି ପାହାଡ଼ର ଶୀର୍ଷରେ ତିଆରି ଚାଲିଛି ଆକର୍ଷଣୀୟ ମନ୍ଦିର। ଶ୍ରୀମନ୍ଦିର, କୋଣାର୍କ ଓ ତାରାତାରିଣୀ ମନ୍ଦିର ଢାଞ୍ଚାରେ ନିର୍ମାଣ ଚାଲିଥିବା ଏହି ମନ୍ଦିରରେ ପୂଜା ପାଇବେ ମର୍ଯ୍ୟାଦା…

ଡିଲ୍‌ ବେଳେ ୨ଟି ବାଘଛାଲ ଜବତ, ୭ ଜଣ ଗିରଫ

ନୂଆପଡ଼ା : ବାଘଛାଲ ଡିଲ୍ ବେଲେ ମାଡ଼ିବସିଲା ବନ ବିଭାଗ। ୨ଟି ବାଘଛାଲ ଜବତ କରିବା ସହ ୭ ଜଣଙ୍କୁ ଗିରଫ କଲା। ନୂଆପଡ଼ା ଜିଲ୍ଲା ଖଡ଼ିଆଳର ୨ଟି ପୃଥକ ପୃଥକ ସ୍ଥାନରୁ ଏହି ବାଘଛାଲ ଜବତ ହୋଇଛି। ସୂଚନା ଅନୁସାରେ…

ନିଜ ବେକ କାଟି ଦେଲେ ଗଣିତ ସାର୍‌; କାରଣ ଖୋଜୁଛି ପୁଲିସ୍‌

ରାଇଘର : ନିଜ ବେକ କାଟି ଦେଲେ ଗଣିତ ସାର୍‌। ସ୍କୁଲ ନଯାଇ ଭଡ଼ା ଘରେ ଏଭଳି କାଣ୍ଡ ଘଟାଇଛନ୍ତି ଗଣିତ ସାର୍। କେଉଁ କାରଣରୁ ସାର୍‌ ନିଜର ବେକ କାଟିଲେ, ତାହା ଜଣାପଡ଼ିନି। କାରଣ ଜାଣିବା ପାଇଁ ଛାନ୍‌ଭିନ୍‌ ଚଳାଇଛି…

ଓଡ଼ିଶାରେ ୪ ଦିନ ରହିବେ ରାହୁଲ ଗାନ୍ଧୀ

ଭୁବନେଶ୍ବର : ଓଡ଼ିଶାରେ ୪ ଦିନ ରହିବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରାର ଲୋଗୋ ଉନ୍ମୋଚନ ଅବସରରେ ଏହା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ। ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼…