ମାଟ୍ରିମୋନି ସାଇଟରେ ସୁନ୍ଦରୀ ଝିଅଙ୍କ ପ୍ରୋଫାଇଲ୍ ତିଆରି କରି ଲୁଟ୍, ଜଣେ ଗିରଫ
ଭୁବନେଶ୍ଵର: ସାଇବର ଲୁଟେରାଙ୍କ ନୂଆ ତରିକା । ମାଟ୍ରିମୋନି ସାଇଟରେ ସୁନ୍ଦରୀ ଝିଅଙ୍କ ପ୍ରୋଫାଇଲ୍ ତିଆରି କରି ଲୁଟୁଛନ୍ତି ଲକ୍ଷାଧିକ ଟଙ୍କା । ଜଣେ ଲୁଟେରାଙ୍କୁ ଗିରଫ କଲା କମିଶନରେଟ ପୋଲିସ । ଗିରଫ ଯୁବକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଜବତ…