Month: January 2024

ଶାମ୍ୱ ଦଶମୀରେ ଅର୍କ କ୍ଷେତ୍ରରେ ବୁଲିଲା ସୂର୍ଯ୍ୟ ରଥ

କୋଣାର୍କ : ଆଜି ହେଉଛି ପବିତ୍ର ଶାମ୍ବ ଦଶମୀ। ଘରେ ଘରେ ହୋଇଛି ସୂର୍ଯ୍ୟ ପୂଜା। ମହିଳାମାନେ ନିଜ ପରିବାରକୁ ବ୍ୟାଧି ମୁକ୍ତ ରଖିବା ପାଇଁ ସକାଳେ ସୂର୍ଯ୍ୟ, ମଧ୍ୟାହ୍ନ ସୂର୍ଯ୍ୟ ଓ ଅପରାହ୍ନ ସୂର୍ଯ୍ୟ ଦେବତାଙ୍କ ଉଦ୍ଦେଶ୍ୟରେ ପୂଜା କରିଛନ୍ତି।…

କ୍ରିପ୍ଟୋ କରେନ୍ସି କାରବାର ନାଁରେ ନୀରିହ ଲୋକଙ୍କ ଭବିଷ୍ୟତ ସହ ଖେଳିଥିବା ପ୍ରଶାନ୍ତଙ୍କ ସହ ୭ ଗିରଫ

ବଲାଙ୍ଗୀର : ପ୍ରଶାନ୍ତ ମେହେର 12th ଫେଲ୍‌ ! କିନ୍ତୁ କ୍ରିପ୍ଟୋ କରେନ୍ସି କାରବାର ନାଁରେ ନୀରିହ ଲୋକଙ୍କ ଭବିଷ୍ୟତ ସହ କରୁଥିଲା ଖେଳ। ଆଉ ଲୋଭ ଦେଖାଇ ଲୁଟି ନେଇଥିଲା ୧୦ କୋଟିରୁ ଅଧିକ ଟଙ୍କା। ସେହି ଟଙ୍କାରେ ନାମୀଦାମୀ…

ଆଗାମୀ ତିନି ଦିନ ପଡ଼ିବ ଘନ କୁହୁଡ଼ି, ୨୬ ଯାଏଁ ଅଛି ବର୍ଷା

ଭୁବନେଶ୍ବର : ଆଗାମୀ ତିନି ଦିନ ରାଜ୍ୟର କିଛି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ଘନ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି। ସେଥିପାଇଁ ସଂପୃକ୍ତ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣଂ ଜାରି କରାଯାଇଛି। ସେହିପରି ଆଗାମୀ ୬ ଦିନ ଯାଏ ଅର୍ଥାତ୍ ୨୬…

ବାପାଙ୍କ ପରେ ‘ଜଙ୍ଘା ବଡ଼ଦେଓ’ଙ୍କୁ କାନ୍ଧେଇଲେ ବିଧାୟିକା ଦୀପାଳି ଦାସ

ଝାରସୁଗୁଡ଼ା : ବାପା ସ୍ୱର୍ଗତ ନବ କିଶୋର ଦାସଙ୍କ ମୃତ୍ୟୁ ପରେ ‘ଜଙ୍ଘା ବଡ଼ଦେଓ’ଙ୍କୁ ପୂଜା କରିଛନ୍ତି ବିଜେଡି ବିଧାୟିକା ଦୀପାଳି ଦାସ। ସେ ଖାଲି ପୂଜା କରିନାହାନ୍ତି, ‘ଜଙ୍ଘା ବଡ଼ଦେଓ’ଙ୍କୁ କାନ୍ଧେଇ ନୃତ୍ୟ ପରିବେଷଣ କରିଛନ୍ତି। ବାପାଙ୍କ କଥା ମନେ…

୧୯ ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ, ଖର୍ଚ୍ଚ ହେବ ୪୬୦୦ କୋଟି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୧୩ଟି ଜିଲ୍ଲାରେ ୧୯ଟି ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିପାଇଁ ୪ ହଜାର ୬୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ପ୍ରକଳ୍ପ ଦ୍ୱାରା ଚାଷୀମାନେ ବହୁଳ ଭାବେ…

ଭୁବନେଶ୍ବରରେ ଅତ୍ୟାଧୁନିକ ଆୟୁଷ ଦୀକ୍ଷା କେନ୍ଦ୍ରର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର: କେନ୍ଦ୍ର ଆୟୁଷ ଏବଂ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଆଜି ଭୁବନେଶ୍ୱରରେ ଭବିଷ୍ୟତର ଆୟୁଷ ପେସାଦାରଙ୍କ ମାନବ ସମ୍ବଳ ବିକାଶ ପାଇଁ ପ୍ରଥମ କେନ୍ଦ୍ର ‘ଆୟୁଷ ଦୀକ୍ଷା’ର ଶିଳାନ୍ୟାସ କରିଛନ୍ତି। ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଆୟୁର୍ବେଦ…

କ୍ରିକେଟ୍‌ ବ୍ୟାଟ୍‌ରେ ପିଟିପିଟି ଯୁବକଙ୍କୁ ହତ୍ୟା; ଅନ୍ୟ ଜଣେ ଆହତ, ଅଭିଯୁକ୍ତ ଫେରାର

ସୋନପୁର: କ୍ରିକେଟ୍‌ ବ୍ୟାଟ୍‌ରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅଧୀନ ମେଣ୍ଡା ଗାଁରେ ଆଜି ଅପରାହ୍‌ଣରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ଯୁବକ ହେଲେ ସନ୍ତୋଷ ହାତୀ। ଅନ୍ୟ ଜଣେ ଆହତ ଥିବା…

ଚତୁର୍ଥ ପର୍ଯ୍ୟାୟର ତୃତୀୟ ଦିନରେ ୩୬୧ଟି ରୂପାନ୍ତରିତ ଉଚ୍ଚବିଦ୍ୟାଳୟ ଲୋକାର୍ପିତ

ଭୁବନେଶ୍ବର: ୫ଟି ସ୍କୁଲ ରୂପାନ୍ତରଣର ଚତୁର୍ଥ ପର୍ଯ୍ୟାୟରେ ତୃତୀୟ ଦିନରେ ଶନିବାର ୫ଟି ଜିଲ୍ଲାରେ ୩୬୧ଟି ରୂପାନ୍ତରିତ ହାଇସ୍କୁଲର ଲୋକାର୍ପିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୁରଭଞ୍ଜ ଜିଲ୍ଲାର ୧୦୫ ହାଇସ୍କୁଲ, ବଲାଙ୍ଗୀର ଜିଲ୍ଲାର ୧୦୦, ସମ୍ବଲପୁର ଜିଲ୍ଲାର ୬୩, ରାୟଗଡ଼ା…

ସଂଘବଦ୍ଧ ଆକ୍ରମଣରେ କାର୍ଯ୍ୟରତ ସାମ୍ବାଦିକ ଗୁରୁତର

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ପାର୍ଶ୍ୟ ତଥା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ମୁଖ୍ୟ ଶାଖା ନିକଟରେ ମଧ୍ୟାହ୍ନ ସମୟରେ ଜଣେ ସାମ୍ବାଦିକଙ୍କୁ ସଂଘବଦ୍ଧ ଆକ୍ରମଣ କରିବା ଫଳରେ ଗୁରୁତର ଆହତ ହୋଇଥିବା ଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି।…

କୂଟନୈତିକ ସଂପର୍କ ସ୍ବାଭାବିକ କରିବାକୁ ପ୍ରୟାସ

ଇସଲାମାବାଦ: ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶରେ ଆତଙ୍କବାଦୀ ଆଡ଼ାଗୁଡ଼ିକ ଉପରେ ଇରାନର କ୍ଷେପଣାସ୍ତ୍ର ମାଡ଼ ଓ ଏହାର ଜବାବୀ କାର୍ଯ୍ୟାନୁଷ୍ଠାନରେ ଇରାନର ଦକ୍ଷିଣ ସୀମାରେ ପାକିସ୍ତାନର କ୍ଷେପଣାସ୍ତ୍ର ମାଡ଼କୁ ନେଇ ଜଟିଳ ସ୍ଥିତି ଲାଗି ରହିଛି। ଉଭୟ ଦେଶ ସର୍ବାଧିକ ସଂଯମରେ କାମ…