Month: January 2024

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଝଟ୍‌କା, ଇସ୍ତଫା ଦେଲା ଆଉ ଜଣେ ସାଂସଦ

ହାଇଦ୍ରାବାଦ : ନିର୍ବାଚନ ପୂର୍ବରୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍ନ ମୋହନ ରେଡ୍ଡୀଙ୍କୁ ପୁଣି ଝଟ୍‌କା। ଓ୍ୱାଇଏସ୍‌ଆର୍‌ କଂଗ୍ରେସର ହାତ ଛାଡିଲେ ଆଉ ଜଣେ ନେତା। ନରସରାଓ୍ୱପେଟ୍‌ର ସାଂସଦ ଲାବୁ ଶ୍ରୀ କୃଷ୍ଣ ଦେବରାୟଲୁ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ସେ ଓ୍ୱାଇଏସ୍‌ଆର୍‌ସିପିର ପ୍ରାଥମିକ…

ଶୁଆ ଚୋରା ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ ୨ ଗିରଫ

ରାଉରକେଲା : ବେଆଇନ୍ ପକ୍ଷୀ କାରବାର ପଡ଼ିଲା ମହଙ୍ଗା। ରାଉରକେଲା ଏବଂ ଝାଡ଼ଖଣ୍ଡ ସୀମାରୁ ବହୁ ପରିମାଣର ଶୁଆ ଉଦ୍ଧାର କରିଛି ବନ ବିଭାଗ। ଏହି ମାମଲାରେ ଦୁଇ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଆଉ ଦୁଇ ଜଣ ଫେରାର ଅଛନ୍ତି।…

ରାଜ୍ୟରେ ମେଘୁଆ ପାଗ : ଆହୁରି ଦୁଇ ଦିନ ଏଭଳି ସ୍ଥିତି

ଭୁବନେଶ୍ବର : ଗତ କିଛି ଦିନ ହେଲା ରାଜ୍ୟରେ ପାଗ ବହୁତ ଖରାପ ଅଛି। ଦିନ ତମାମ ମେଘୁଅ ପାଗ ରହୁଛି। ସେହିପରି ଅନେକ ସ୍ଥାନରେ ବର୍ଷା ହେଉଛି। ଲଗାତାର ଏହିଭଳି ପାଗ ରହୁଥିବାରୁ ଲୋକେ ବ୍ୟତିବ୍ୟସ୍ତ ହୋଇପଡ଼ିଲେଣି। ତେବେ ପାଣିପାଗ…

ବାଇକ୍‌ରେ ଆସି ମହିଳାଙ୍କ ଠାରୁ ଝାମ୍ପି ନେଲେ ୫୦ ହଜାର ଟଙ୍କା

କେନ୍ଦ୍ରାପଡ଼ା : ଦୁଇ ଜଣ ଲୁଟେରା ବାଇକରେ ଆସି ଜଣେ ମହିଳାଙ୍କ ଠାରୁ ଝାମ୍ପି ନେଇଗଲେ ୫୦ହଜାର ଟଙ୍କା। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଛକ ନିକଟସ୍ଥ ବେହେରା ଗଳିରେ ଘଟିଛି ଏହି ଘଟଣା। ଆଜି ଦିନ ପ୍ରାୟ ୧୧ଟା ବେଳେ…

ମାର୍ଚ୍ଚରୁ ଆରମ୍ଭ ହେବ IPL ଫାଇଟ୍ !

ନୂଆଦିଲ୍ଲୀ : ମାର୍ଚ୍ଚରୁ ଆରମ୍ଭ ହୋଇପାରେ ଫଟାଫଟ୍ କ୍ରିକେଟ ଆଇପିଏଲ୍ ସମର୍। ୧୭ତମ ଆଇପିଏଲ୍ ମାର୍ଚ୍ଚ ୨୨ରୁ ଆରମ୍ଭ ହେବାର ସମ୍ଭାବନା ରହିଛି।ଲୋକସଭା ନିର୍ବାଚନ ତାରିଖ ଘୋଷଣା ପରେ ଟୁର୍ନାମେଣ୍ଟ ତାରିଖ ସ୍ପଷ୍ଟ ହୋଇଯିବ। କ୍ରିକବୁଜ୍ ରିପୋର୍ଟ ଅନୁଯାୟୀ, ଆଇପିଏଲ ଟୁର୍ନାମେଣ୍ଟ…

ଗୁଳି ବିନିମୟ ପରେ ନକ୍ସଲଙ୍କ ଛତ୍ରଭଙ୍ଗ; ବିପୁଳ ବିସ୍ଫୋରକ ଜବତ

ବୌଦ୍ଧ : ବୌଦ୍ଧ-କନ୍ଧମାଳ ସୀମାନ୍ତ ନଳୀକୁମ୍ପା ଜଙ୍ଗଲରେ ପୁଲିସ୍ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ତେବେ କିଛି ଘଣ୍ଟା ଧରି ଗୁଳି ବିନିମୟ ଚାଲିବା ପରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିବା ଜଣାପଡ଼ିଛି। ପୁଲିସ୍ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍…

ଆଜିଠୁ ବିଜେଡିର ପରିବାର ସମ୍ପର୍କ ଯାତ୍ରା

ଭୁବନେଶ୍ୱର : ବିଜେଡିର ପରିବାର ସମ୍ପର୍କ ଯାତ୍ରା ମଙ୍ଗଳବାରଠାରୁ ଆରମ୍ଭ ହେବ। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରୁ ମାର୍ଚ୍ଚ ୫ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଯାଏ ବିଜେଡି ପକ୍ଷରୁ ଏହି ଅଭିଯାନ ଚାଲିବ। ପରିବାର ସହ ନେତା…

୨୬ରୁ ଆଦିବାସୀ ମେଳା,୧୧ଦିନ ଚାଲିବ

ଭୁବନେଶ୍ୱର : ଆସନ୍ତା ୨୬ତାରିଖରୁ ଆଦିବାସୀ ମେଳା ଅନୁଷ୍ଠିତ ହେବ । ଭୁବନେଶ୍ୱରର ୟୁନିଟ-୧ସ୍ଥିତ ଆଦିବାସୀ ପଡ଼ିଆରେ ଏହି ମେଳା ୧୧ଦିନ ଧରି ଚାଲିବ । ଏହି ମେଳା ଅପରାହ୍ନ ସାଢ଼େ ୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲା…

ଲୋକସଭା ନିର୍ବାଚନ ଏପ୍ରିଲ ୧୬ରେ ହେବା ଖବରକୁ ଖଣ୍ଡନ କଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ଏପ୍ରିଲ ୧୬ରେ ହେବ ବୋଲି କୁହାଯାଉଥିବା ଖବରକୁ ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ମଙ୍ଗଳବାର ଖଣ୍ଡନ କରିଛନ୍ତି। ସିଇଓଙ୍କ କାର୍ଯ୍ୟାଳୟରୁ ଏକ ଚିଠି ସୋସିଆଲ ମିଡିଆରେ ଆସିବା ପରେ ମତଦାନ ତାରିଖକୁ ନେଇ ଚର୍ଚ୍ଚା…

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୭ତମ ଜୟନ୍ତୀ ଓ ପରାକ୍ରମ ଦିବସ

ଭୁବନେଶ୍ୱର : ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୭ ତମ ନେତାଜୀ ଜୟନ୍ତୀ। ଏହି ଅବସରରେ କଟକ ଓଡ଼ିଆ ବଜାରରେ ଥିବା ନେତାଜୀଙ୍କ ଜନ୍ମସ୍ଥାନରେ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ନେତାଜୀଙ୍କ ଜନ୍ମସ୍ଥାନ ଜାନକୀନାଥ ଭବନ ସଜେଇ ହୋଇଛି। ଏହି…