Month: January 2024

ହଂକଂକୁ ପଛରେ ପକାଇ ବିଶ୍ୱରେ ଚତୁର୍ଥ ବୃହତ୍ତମ ଶେଆର ବଜାର ହେଲା ଭାରତ

ନୂଆଦିଲ୍ଲୀ : ଭାରତୀୟ ଷ୍ଟକ୍ ମାର୍କେଟ ପ୍ରଥମ ଥର ପାଇଁ ହଂକଂକୁ ଅତିକ୍ରମ କରିଛି। ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ସୋମବାର ଭାରତୀୟ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ଷ୍ଟକଗୁଡ଼ିକର ମିଳିତ ବଜାର କ୍ୟାପ୍ (କମ୍ପାନୀଗୁଡିକର ଶେଆର୍ ମୂଲ୍ୟ) ୪ ଲକ୍ଷ ୩୩ ହଜାର କୋଟି…

କ୍ରାଶ୍‌ ହେଲା ସେନା ବିମାନ, ଲ୍ୟାଣ୍ଡିଂ ବେଳେ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ : କ୍ରାଶ୍‌ ହେଲା ସେନା ବିମାନ। ବିମାନ ବନ୍ଦରରେ ଲ୍ୟାଣ୍ଡିଂ ବେଳେ ହେଲା ଦୁର୍ଘଟଣାଗ୍ରସ୍ତ। ମିଜୋରାମର ଲେଙ୍ଗପୁଇ ବିମାନ ବନ୍ଦରରେ ମିଆଁମାର୍‌ର ଏକ ସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୬ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି…

ଅନୁରାଧା ପୌଡୱାଲ ଓ ଶଙ୍କର ମହାଦେବନଙ୍କ ଭକ୍ତି ସଂଗୀତ ପରିବେଷଣ

ଅଯୋଧ୍ୟା: ଅଯୋଧ୍ୟାର ରାମମନ୍ଦିରରେ ପ୍ରାଣପ୍ରତିଷ୍ଠା ସମାରୋହରେ ମନୋରଞ୍ଜନ ଜଗତର ଶ୍ରେଷ୍ଠ କଳାକାରମାନେ ଉପସ୍ଥିତ ଥିଲେ। ପ୍ରସିଦ୍ଧ ଗାୟକ ସୋନୁ ନିଗମ ଏହି ସମାରୋହରେ ରାମଚରିତମାନସର କିଛି ଦୋହା ଗାନ କରିଥିଲେ। ଏକ ଜଣାଶୁଣା ଗଣମାଧ୍ୟମ ଏଜେନ୍ସିକୁ ଗାୟକ କହିଛନ୍ତି ଯେ ରାମମନ୍ଦିର…

ସୋନି-ଜୀ ମିଶ୍ରଣ ବାତିଲ

ନୂଆଦିଲ୍ଲୀ: ଦୀର୍ଘ ଦୁଇ ବର୍ଷ ପର୍ଯ୍ୟନ୍ତ ମୁଲଚାଲ ପରେ ମଧ୍ୟ ସହମତି ହୋଇନପାରିବାରୁ ଦେଶର ଦୁଇ ବଡ଼ ଟିଭି ପ୍ରସାରଣକାରୀ ସଂସ୍ଥା ସୋନି ଓ ଜୀ ମିଶ୍ରଣ ବାତିଲ ହୋଇଛି। ୨୦୨୧ ଡିସେମ୍ବରରେ ଏହି ଦୁଇ କଂପାନି ପରଷ୍ପର ସହ ହାତ…

ହାଇଦ୍ରାବାଦ୍‌ ଚାଲାଣ ବେଳେ କୁଣ୍ଡା ବୋଝଇ ଟ୍ରକ୍‌ରୁ ବିପୁଳ ପରିମାଣର ଗଂଜେଇ ଜବତ, ୨ ଅଟକ

କାଲିମେଳା: ଉପରେ କୁଣ୍ଡା, ଭିତରେ ଗଂଜେଇ। ଏହିପରି ଭାବରେ ଗଂଜେଇ ଚାଲାଣ କରାଯାଉଥିବାବେଳେ କାଲିମେଳା ପୁଲିସ ଏକ ଟ୍ରକ ସହ ବିପୁଳ ପରିମାଣର ଗଂଜେଇ ଜବତ କରିବାରେ ସଫଳ ହୋଇଛି। ଏଥି ସହିତ ୨ଜଣଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି।…

ଛାତ୍ରଛାତ୍ରୀଙ୍କ ମଧ୍ୟରେ ବ୍ୟକ୍ତିତ୍ବର ବିକାଶ ପାଇଁ ‘ନୂଆ-ଓ’ କାର୍ଯ୍ୟକ୍ରମର ଆୟୋଜନ : ୫ଟି ଅଧ୍ୟକ୍ଷ

ପାରଳାଖେମୁଣ୍ଡି: ୫ଟି ତଥା ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କାର୍ତ୍ତିକ ପାଣ୍ଡିଆନ ଆଜି ଦିନିକିଆ ଗଜପତି ଗସ୍ତ କରିଛନ୍ତି। ସେ ଜିଲ୍ଲା ମୁଖ୍ୟାଳୟ ପାରଳାଖେମୁଣ୍ଡିସ୍ଥିତ ଗଜପତି ଷ୍ଟାଡିୟମରେ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ସଫଳତାର ଟିପ୍ସ ଦେଇଛନ୍ତି।…

ଚୋରା ଚାଲାଣ ବେଳେ ମାଲକାନଗିରିରେ ୨୨ଟି ବସ୍ତାରୁ ୩୯୮ଟି ଜୀବନ୍ତ କଇଁଛ ଜବତ

କାଲିମେଳା: ଆନ୍ଧ୍ର ପ୍ରଦେଶରୁ ଓଡ଼ିଶାକୁ ଚୋରା ଚାଲାଣ ବେଳେ ମୋଟୁ ପୁଲିସ ଦ୍ୱାରା ବ୍ୟାପକ କଇଁଛ ଜବତ କରାଯାଇଥିବାର ଜଣାପଡ଼ିଛି। ଆଜି ସକାଳେ ମୋଟୁ ନିକଟରେ ଥିବା ଆନ୍ଧ୍ର ଓଡ଼ିଶା ସୀମାନ୍ତ ତନଖି ଫାଟକରେ ମୋଟୁ ପୁଲିସ ଯାନବାହାନ ଯାଂଚ କରୁଥିବାବେଳେ…

ତିନି ନିଲମ୍ବିତ କଂଗ୍ରେସ ନେତାଙ୍କ ଘର ବାହୁଡ଼ା

ଭୁବନେଶ୍ବର: କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ୍, ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳ ଓ ପୂର୍ବତନ ବିଧାୟକ କୃଷ୍ଣ ସଗରିଆଙ୍କ ଉପରୁ ନିଲମ୍ବନ ହଟିଲା। ଏହି ନିଲମ୍ବିତ ନେତା କଂଗ୍ରେସ ଦଳକୁ କଂଗ୍ରେସ ଫେରିଲେ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅଜୟ…

ମାଟି ଅତଡ଼ା ଧସି ୨ ଶ୍ରମିକ ମୃତ

କେନ୍ଦୁଝର : ଅଣ୍ଡରଗ୍ରାଉଣ୍ଡ ଡ୍ରେନେଜ୍ ପାଇଁ ଡିଆଇ ପାଇପ ଲାଇନ୍ ବିଛାଇବା କାର୍ଯ୍ୟ ଚାଲିଥିବା ବେଳେ ମାଟି ଅତଡ଼ା ଧସି ପଡ଼ିବାରୁ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି।କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା କମାରଯୋଡ଼ା ଅଞ୍ଚଳରେ ଆଜି ଅପରାହ୍ନରେ ଘଟିଛି ଏହି…

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ରାହୁଲ ଗାନ୍ଧିଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କର

ଗୌହାଟୀ : କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ରୁଜୁ କର କେସ୍‌। ତାଙ୍କ ବିରୋଧରେ ଏଫ୍‌ଆଇଆର୍‌ କରାଯାଉ। ପୁଲିସକୁ ଏଭଳି କିଛି ନିର୍ଦ୍ଦେଶ ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା। ଭିଡକୁ ଉସ୍‌କାଇବା ଅଭିଯୋଗରେ ରାହୁଲ ବିରୋଧରେ ମାମଲା…