Month: January 2024

୫ ଜଣଙ୍କୁ ପଦ୍ମ ବିଭୂଷଣ, ୧୭ ଜଣଙ୍କୁ ପଦ୍ମ ଭୂଷଣ ଓ ୧୧୦ ଜଣଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ

ସାଧାରଣ ଦିବସର ଅବ୍ୟବହିତ ପୂର୍ବରୁ ଗୁରୁବାର ସନ୍ଧ୍ୟାରେ କେନ୍ଦ୍ର ସରକାର ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି। ଚଳିତ ବର୍ଷ ୫ ଜଣଙ୍କୁ ପଦ୍ମ ବିଭୁଷଣ, ୧୭ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୧୧୦ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ ।…

ସଲେଇପଦର ଗାଁରେ ଯୁବକଙ୍କୁ ହତ୍ୟା, ପୋଲିସର ତଦନ୍ତ ଜାରି

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ସଲେଇପଦର ଗାଁରେ ଯୁବକଙ୍କୁ ହତ୍ୟା । ମୃତ ଯୁବକ ଜଣକ ହେଲେ ସୁବଳୟା ଧିବରପଡାର ଡମ୍ବରୁଧର ଅଧିକାରୀ । ଘଟଣା ସ୍ଥଳରେ ସୁବଳୟା ପୋଲିସ ର ତନାଘନା ଆରମ୍ଭ । ଅଭିଯୋଗ ଅନୁସାରେ ଗତକାଲି…

ଗଣତନ୍ତ୍ର ଦିବସ ପାଳନ ସମୟରେ ଅଚେତ ହୋଇପଡ଼ିଲେ ପୂର୍ବତନ ଡେପୁଟି ସିଏମ

ନୂଆଦିଲ୍ଲୀ: ଦେଶ ଆଜି ୭୫ତମ ଗଣତନ୍ତ୍ର ଦିବସ ପାଳନ କରୁଛି। ଗଣତନ୍ତ୍ର ଦିବସ ପାଳନ ଅବସରରେ ତେଲେଙ୍ଗାନାର ପୂର୍ବତନ ଡେପୁଟି ସିଏମ ମହମୁଦ ଅଲି ହଠାତ ଅଚେତ ହୋଇପଡ଼ିଥିଲେ। ସଙ୍ଗେସଙ୍ଗେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା…

ଆସନ୍ତାକାଲି ସମଲେଇ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ, ନିୟୋଜିତ ହେବ ୩୫ ପ୍ଲାଟୁନ ଫୋର୍ସ

ସମ୍ବଲପୁର : ସଜେଇ ହେଉଛି ସମଲେଶ୍ୱରୀ ପୀଠ । ଆସନ୍ତା କାଲି ବହୁ ପ୍ରତୀକ୍ଷିତ ସମଲେଇ ପ୍ରକଳ୍ପ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ସମ୍ବଲପୁର ପୋଲିସ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ…

ଭୁଶୁଡ଼ିଲା ସୁନା ଖଣି, ୭୩ ମୃତ

ସୁନା ଖଣିରେ ଅଘଟଣ। ସୁନା ଖଣି ଧସିବା ଯୋଗୁ ୭୦ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଛି। ଆଫ୍ରିକାର ମାଲିରେ ଘଟିଛି ଏହି ଅଘଟଣ। ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି। ବୁଧବାର ମାଲିରେ ଥିବା ଏକ ବେଆଇନ…

ମୁମ୍ବାଇରେ ଭୟଙ୍କର ଅଗ୍ନିକାଣ୍ଡ, ଜଣେ ମୃତ

ଗତକାଲି ବିଳମ୍ବିତ ରାତିରେ ଦକ୍ଷିଣ ମୁମ୍ବାଇର ଏକ ବଜାରରେ ଲାଗିଛି ଭୟଙ୍କର ଅଗ୍ନିକାଣ୍ଡ। ନିଆଁର ଭୟାବହତା ଏତେ ଅଧିକ ଯେ ଏହାକୁ ନିୟନ୍ତ୍ରଣ କରିବାକୁ ୨୦ଟି ଦମକଳ ଗାଡ଼ି ନିୟୋଜିତ ହୋଇଛି। ଏହି ଅଗ୍ନିକାଣ୍ଡରେ ଜଣେ ମୃତାହତ ହୋଇଥିବା ନେଇ ସୂଚନା…

ଆଗାମୀ ୬ ଦିନ ପାଗ ଶୁଖିଲା ରହିବ, କମିବ ରାତି ତାପମାତ୍ରା

ଭୁବନେଶ୍ବର: ତିନି ଦିନ ପରେ ଆଜି ପାଗରେ ପରିବର୍ତ୍ତନ ଘଟିଛି । କୋହଲା ପାଗ ସାଙ୍ଗକୁ ଝିପଝିପ ବର୍ଷା ଫଳରେ ଜାଡରେ କଲବଲ ହୋଇଯାଉଥିଲେ ଲୋକେ । ହେଲେ ଆଜି ଖରା କାରଣରୁ କୋହଲା ପାଗ ଓ ଥଣ୍ଡା ପବନରୁ ରାଜ୍ୟବାସୀଙ୍କୁ…

ଶୁକ୍ରବାର ସଂଧ୍ୟା ସୁଦ୍ଧା ଦ୍ବନ୍ଦ୍ବ ଦୂର କର : ନୀତୀଶଙ୍କୁ କହିଲା ଆରଜେଡି

ପଟନା: ବିହାରରେ ରାଜନୈତିକ ବିପର୍ଯ୍ୟୟକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଆରଜେଡି ଏବେ ସିଧାସଳଖ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଅଲଟିମେଟମ ଦେଇଛି । ବାସ୍ତବରେ ଆରଜେଡି ସାଂସଦ ମନୋଜ ଝା ଏକ ବୟାନ ଦେଇ କହିଛନ୍ତି ଯେ ବିହାର ରାଜନୀତିରେ ଦ୍ୱନ୍ଦ୍ୱର…

ପିକଅପ୍ ଭ୍ୟାନ ଓ ବସ୍ ମୁହାଁମୁହିଁ ଧକ୍କା, ୩ ମୃତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଖଡଭାଗ ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବସ୍ ସହିତ ମୁହାଁମୁହିଁ ଧକ୍କା ହୋଇଛି ଏକ ପିକଅପ୍ ଭ୍ୟାନ । ଦୁର୍ଘଟଣାରେ ୩ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ…

ପ୍ରଥମ ଥର ପାଇଁ ସାମରିକ ବ୍ୟାଣ୍ଡ ବଦଳରେ ବାଜିଲା ଶଙ୍ଖ, ନାଦସ୍ବର, ନଗାଡ଼ା ପରି ବାଦ୍ୟଯନ୍ତ୍ର

ନୂଆଦିଲ୍ଳୀ: ଭାରତ ଆଜି ୭୫ତମ ଗଣତନ୍ତ୍ର ଦିବସ ପାଳନ କରିଛି। ଏହି ୨୦୨୪ ମସିହାର ସାଧାରଣତନ୍ତ୍ର ଦିବସ ଏକ ମାଇଲଖୁଣ୍ଟକୁ ଚିହ୍ନିତ କରିଛି। କାରଣ ଚଳିତବର୍ଷ ରାଜଧାନୀ ଦିଲ୍ଲୀର କର୍ତ୍ତବ୍ୟ ପଥରେ ପ୍ରଥମ ଥର ପାଇଁ ନିଆରା ପରେଡ୍‌ ଦେଖିବାକୁ ମିଳିଛି।…