Month: January 2024

ମରାଠା ଆନ୍ଦୋଳନରେ ପଡିଲା ପୂର୍ଣ୍ଣଚ୍ଛେଦ! ସମସ୍ତ ଦାବି ଗ୍ରହଣ କଲେ ସିନ୍ଦେ ସରକାର

ମୁମ୍ବାଇ : ଶେଷରେ ହଟିଲା ମାରାଠା ଆନ୍ଦୋଳନ। ଦୀର୍ଘ ଦିନ ଧରି ମହାରାଷ୍ଟ୍ରରେ ଚାଲିଥିବା ମରାଠା ଆରକ୍ଷଣ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଆଜି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଆନ୍ଦୋଳନସ୍ଥାନରେ ପହଞ୍ଚି ସମସ୍ତ ଦାବିକୁ ଗ୍ରହଣ କରିଛନ୍ତି। ଏଥିସହ ଆନ୍ଦୋଳନର ନେତା ମନୋଜ…

‘ନୀତୀଶ ଯଦି ଇଣ୍ଡିଆ ମେଣ୍ଟରେ ରହନ୍ତେ, ତେବେ ପ୍ରଧାନମନ୍ତ୍ରୀ ହୋଇପାରନ୍ତେ’

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଜେପି ସହ ମେଣ୍ଟ କରିବା ନେଇ ଚର୍ଚ୍ଚା ମଧ୍ୟରେ ବଡ ବୟାନ ଦେଇଛନ୍ତି ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ। ଅଖିଳେଶ କହିଛନ୍ତି, ଯଦି ନୀତୀଶ କୁମାର ଦୃଢ ଭାବେ ଇଣ୍ଡିଆ ମେଣ୍ଟରେ ରହନ୍ତେ, ତେବେ…

ପାପର ପ୍ରାୟଶ୍ଚିତ ପାଇଁ ମହୋଦଧିରେ ସ୍ନାନ କଲେ କଂସ ମହାରାଜ

ପୁରୀ: ସରିଲା ବିଶ୍ବ ପ୍ରସିଦ୍ଧ ବରଗଡର ଧନୁଯାତ୍ରା । କଂସ ବଧ ସହିତ ଶେଷ ହୋଇଛି ଧନୁଯାତ୍ରା । କଂସ ବଦ୍ଧ ପରେ ମଥୁରା ନଗରୀକୁ ଫେରିଛନ୍ତି କୃଷ୍ଣ ଓ ବଳରାମ । ସେପଟେ ଧନୁଯାତ୍ରା ସାରି ପୁରୀରେ ପହଞ୍ଚିଛନ୍ତି ମହାରାଜ…

ଏବେ କାଶୀ, ମଥୁରା ବାକି ଅଛି :ଗିରିରାଜ ସିଂ

ନୂଆଦିଲ୍ଲୀ: ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ଜ୍ଞାନବାପି ମସଜିଦ ପରିସରର ସର୍ଭେ ରିପୋର୍ଟ ହିନ୍ଦୁ ଓ ମୁସଲମାନ ପକ୍ଷକୁ ପ୍ରଦାନ କରାଯାଇଛି। ହିନ୍ଦୁ ପକ୍ଷର ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନ ଗୁରୁବାର (ଜାନୁଆରୀ ୨୬) ଦାବି କରିଛନ୍ତି ଯେ ଏଏସଆଇ…

ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ, ୫୦ ଜଣଙ୍କୁ ମିଳିଲା ରାଷ୍ଟ୍ରପତି ଓ ରାଜ୍ୟପାଳ ପଦକ

ଭୁବନେଶ୍ୱର: ୭୫ତମ ସାଧାରଣତନ୍ତ୍ର ଦିବସ ଅବସରରେ ୫୦ ଜଣଙ୍କୁ ମିଳିଛି ରାଷ୍ଟ୍ରପତି ଓ ରାଜ୍ୟପାଳ ପଦକ। ରାଜ୍ୟ ଆରକ୍ଷୀ ବାହିନୀ, ରାଜ୍ୟ ଅଗ୍ନିଶମ, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ବାହିନୀ ଏବଂ ଓଡ଼ିଶା କାରାଗାର ସଂସ୍ଥା ଓ ସଂସ୍କାର ସେବାର ମୋଟ…

ମୃତକଙ୍କ ନିକଟ ଆତ୍ମୀୟଙ୍କୁ ୩ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର/ବୋରିଗୁମ୍ମା: କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ବିଜାପୁରରେ ଆଜି ଅପରାହ୍ଣ ସାଢ଼େ ୨ଟାରେ ଏକ ସଡକ ଦୁର୍ଘଟଣାରେ ୩ ଜଣ ବ୍ୟକ୍ତି ପ୍ରାଣ ହରାଇବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା…

ସିରିଜ୍ ଦୁର୍ଘଟଣା: ୩ ମୃତ, ୧୩ ଆହତ

କୋରାପୁଟ ଜିଲ୍ଳା ବୋରିଗୁମ୍ମା ଥାନା ଅନ୍ତର୍ଗତ ବିଜାପୁରରେ ଆଜି ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏଥିରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି। ଆହତଙ୍କ ମଧ୍ୟରୁ ୪…

ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଭିଭାଷଣ ପଢି ଗୌରବ ଆଣିଲେ ଓଡ଼ିଆ ଝିଅ

କଟକ: କଟକ ତଥା ସମଗ୍ର ଓଡିଶା ପାଇଁ ଗୌରବ ଆଣିଲେ ଓଡିଆ ଝିଅ ବର୍ଣ୍ଣାଳୀ ସାହୁ । ଗୁରୁବାର ନୂଆଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୋଜିତ ହୋଇଥିବା ‘ବୀର ଗାଥାର ତୃତୀୟ ସଂସ୍କରଣ’ ପ୍ରତିଯୋଗିତାର ସମ୍ମାନ ପ୍ରଦାନ ଉତ୍ସବରେ ପ୍ରତିରକ୍ଷାମନ୍ତ୍ରୀଙ୍କ ଅଭିଭାଷଣ…

ସମ୍ପର୍କରେ ତିକ୍ତତା ମଧ୍ୟରେ ଭାରତକୁ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଲା କାନାଡା

ଭାରତ-କାନାଡା ସମ୍ପର୍କରେ ତିକ୍ତତା ମଧ୍ୟରେ ଭାରତକୁ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଲା କାନାଡା। ଭାରତରେ ଥିବା କାନାଡାର ହାଇକମିଶନ ୭୫ତମ ଗଣତନ୍ତ୍ର ଦିବସ ଅବସରରେ ଅଭିନନ୍ଦନ ଜଣାଇଛନ୍ତି। ଏକ ଏକ୍ସ ପୋଷ୍ଟ ମାଧ୍ୟମରେ ହାଇକମିଶନର କହିଛନ୍ତି, “ଭାରତକୁ ଗଣତନ୍ତ୍ର ଦିବସର ଶୁଭେଚ୍ଛା…

ମୂର୍ତ୍ତି ଗଢ଼ିବା ସମୟରେ ପ୍ରତିଦିନ ସନ୍ଧ୍ୟା ୪ରୁ ୫ଟା ମଧ୍ୟରେ ଏକ ମାଙ୍କଡ଼ ଆସି ରାମଲଲ୍ଲାଙ୍କୁ ଦେଖି ଚାଲିଯାଏ: ଅରୁଣ ଯୋଗୀରାଜ

ନୂଆଦିଲ୍ଲୀ: ଶିଳ୍ପୀ ଅରୁଣ ଯୋଗୀରାଜ ଅଯୋଧ୍ୟା ରାମମନ୍ଦିର ପାଇଁ ରାମଲଲ୍ଲାଙ୍କ ମୂର୍ତ୍ତି ତିଆରି କରିଛନ୍ତି। ଉକ୍ତ ମୂର୍ତ୍ତିର ପ୍ରାଣପ୍ରତିଷ୍ଠା ଜାନୁଆରି ୨୨ ତାରିଖରେ ହୋଇସାରିଛି। ତେବେ ରାମଲଲ୍ଲାଙ୍କ ମୂର୍ତ୍ତି ତିଆରି କରିବା ସମୟରେ ଅରୁଣ ଯୋଗୀରାଜଙ୍କ ସହ କ’ଣ କ’ଣ ବିତିଥିଲା…