Month: December 2023

ନେତାଙ୍କ ଘରୁ ମିଳିଲା ନବଜାତ, ମରି ଯାଇଥିବା କହିଥିଲେ ଡାକ୍ତର

ସାମାନ୍ୟ ଟଙ୍କା ପାଇଁ ଡାକ୍ତର ସାଜିଲେ ଦଲାଲ । ଜନ୍ମ ହେଉ ହେଉ ମା’ କୋଳରୁ ନବଜାତକୁ ଛଡ଼ାଇ ନେଇନେଲେ। ଛୁଆର ମୃତ୍ୟୁ ହୋଇଛି ବୋଲି ମା’କୁ କହିବାକୁ ପଛାଇଲେ ନାହିଁ। ହେଲେ ମା’ର ମନ ବୁଝିଲା ନାହିଁ। ପୁଲିସ୍‌ ଏହି…

ଝାରସୁଗୁଡା ଜିଲ୍ଲା ଲଖନ୍‌ପୁରଠାରେ ITI ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଝାରସୁଗୁଡା ଜିଲ୍ଲାର ଲଖନ୍‌ପୁରଠାରେ ଏକ ITI ପ୍ରତିଷ୍ଠା ପାଇଁ ଅନୁମୋଦନ କରିଛନ୍ତି ଏବଂ ଏଥିପାଇଁ ୨୪ କୋଟି ୪୮ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଏହି ଅର୍ଥ ଜିଲ୍ଲା ଖଣିଜ ପାଣ୍ଠିରୁ ବିନିଯୋଗ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ୪ ଓଡ଼ିଆ ଶ୍ରମିକ, ପ୍ରତ୍ୟେକଙ୍କୁ ୨ଲକ୍ଷ ଟଙ୍କାର ସହାୟତା

ଭୁବନେଶ୍ଵର: ଉତ୍ତରାଖଣ୍ଡ ଟନେଲରୁ ଉଦ୍ଧାର ହୋଇଥିବା ଓଡ଼ିଆ ଶ୍ରମିକ ମାନେ ଆଜି ଭୁବନେଶ୍ୱରରେ ପହଞ୍ଚି ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଏହି ଅବସରରେ ସେମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି…

ନବରଙ୍ଗପୁରରେ ଡବଲ ମର୍ଡର, ଦୁଇ ବର୍ଷର ପୁଅକୁ ହତ୍ୟାକଲା ବାପା

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ମୈଦଲପୁର ଥାନା ଅନ୍ତର୍ଗତ ବୁଜୁମାପଦର ଗ୍ରାମରେ ଡବଲ ମର୍ଡର । ଦୁଇ ବର୍ଷ ର ଛୁଆ କୁ ହତ୍ୟା କଲା ମଦ୍ୟପ ବାପ । ଏହା ସହ ମଦ୍ୟପ ଜଣଙ୍କ ପୋଡ଼ଶୀଙ୍କୁ ମଧ୍ୟ ହତ୍ୟାକରିଥିବା ଅଭିଯୋଗ ହୋଇଛି…

ଏଣିକି CBSE ଘୋଷଣା କରିବନି ମାର୍କ ଓ ଡିଭିଜନ

ଭୁବନେଶ୍ବର: ଏଣିକି ସିବିଏସଇ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀ ପରୀକ୍ଷାର୍ଥୀ ରଖିଥିବା ମାର୍କ କିମ୍ବା ଡିଭିଜନ ଘୋଷଣା କରିବ ନାହିଁ । ଏପରିକି ଦଶମ ଓ ଦ୍ବାଦଶ ଶ୍ରେଣୀ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କୁ ଗ୍ରେଡ, ଡିଭିଜନ କି ଡିସ୍ଟିକସନ ଦିଆଯିବ…

ପାରାଦୀପ ଜାହାଜରୁ ୨୨ ପ୍ୟାକେଟ କୋକେନ ଜବତ

ପାରାଦୀପ: ପାରାଦୀପ ବନ୍ଦର ପିଆଇସିଟି ବର୍ଥରେ ଚାଞ୍ଚଲ୍ୟ । ଷ୍ଟିଲ ପ୍ଲେଟ ନେଇ ପାରାଦୀପ ଆସିଥିବା MV DEBI PANAMA ଜାହାଜରୁ ଆଜି ସକାଳେ ୨୨ଟି ସନ୍ଦିଗ୍ଧ ପ୍ୟାକେଟ ମିଳିଥିଲା । ଜାହାଜଟି ଇଣ୍ଡୋନେସିଆରୁ ଆସିଥିଲା । ଜାହାଜ ଭିତରୁ ସନ୍ଦେହଜନକ…

୫ ବର୍ଷରେ ୨୦ ଥର ଭୁଶୁଡିଛି ଉତ୍ତରକାଶୀ ସିଲ୍କିଆରା ସୁଡ଼ଙ୍ଗ

ପୂରା ଦେଶବାସୀଙ୍କୁ ଚିନ୍ତାରେ ପକାଇ ଦେଇଥିବା ଉତ୍ତରାଖଣ୍ଡ ଟନେଲ ଦୁର୍ଘଟଣାକୁ ନେଇ ସାମ୍ନାକୁ ଆସିଛି ନୂଆ ତଥ୍ୟ। ସିଲ୍କିଆରା-ବାରକୋଟ ଟନେଲ ପ୍ରଥମ କରି ଭୁଶୁଡି ନଥିଲା, ଏହାପୂର୍ବରୁ ୫ ବର୍ଷରେ ୨୦ ଥର ଭୁଶୁଡି ପଡ଼ିଥିବା କହିଛନ୍ତି ଜଣେ ବରିଷ୍ଠ ଅଧିକାରୀ।…

ପତ୍ନୀଙ୍କ ପେଟକୁ ଲାତ ମାରି ଜୀବନ ନେଇଗଲା ସ୍ୱାମୀ

ଗଜପତି : ସଇତାନ୍‌ ସାଜିଲା ସ୍ୱାମୀ । ସାମାନ୍ୟ କଥାରୁ ସ୍ତ୍ରୀର ନେଇଗଲା ଜୀବନ । ସାରା ଜୀବନ ସାଥି ହୋଇ ବାଟ ଚାଲିବ ବୋଲି କଥା ଦେଇଥିଲା ସ୍ୱାମୀ । ହେଲେ ମଝି ରାସ୍ତାରେ ଧୋକା ଦେଇ ସ୍ତ୍ରୀର ଜୀବନ…

୪୫ ସ୍କୁଲକୁ ବୋମା ବିସ୍ଫୋରଣ ଧମକ: ସର୍ଚ୍ଚ ଅପରେସନ ଜାରି

କର୍ଣ୍ଣାଟକାର ରାଜଧାନୀ ବେଙ୍ଗାଲୁରୁରେ ବୋମା ଆତଙ୍କ। ଗୋଟିଏ କି ଦୁଇଟି ନୁହେଁ, ଏକାଥରେ ୪୫ଟି ସ୍କୁଲକୁ ମିଳିଛି ବିସ୍ଫୋରଣର ଧମକ। ଇ-ମେଲ ଯୋଗେ ଘରୋଇ ସ୍କୁଲଗୁଡ଼ିକୁ ଉଡ଼ାଇ ଦେବାକୁ ଧମକ ମିଳିବା ପରେ ପୂରା ହଇଚଇ ସୃଷ୍ଟି ହୋଇଛି। ପୁଲିସ୍‌ ସହ…

ଜଳଖିଆ ଦୋକାନୀ ସସ୍ମିତା ବେହେରା ହତ୍ୟା ମାମଲା, ମୁଖ୍ୟ ଅଭିଯୁକ୍ତ ନିଖିଲ ଜେନା ଗିରଫ

ଭୁବନେଶ୍ଵର: ଜଳଖିଆ ଦୋକାନୀ ସସ୍ମିତା ବେହେରା ହତ୍ୟା ମାମଲା । ଦୀର୍ଘ ୨୩ ଦିନ ପରେ ଧରାପଡିଲା ମୁଖ୍ୟ ଅଭିଯୁକ୍ତ ନିଖିଲ ଜେନା । ଅଭିଯୁକ୍ତକୁ ନେଇ ସିନ୍ ରିକ୍ରିଏଟ କରିଛି ଚନ୍ଦକା ଥାନା ପୋଲିସ । ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା…