Month: December 2023

କଣ୍ଠଶିଳ୍ପୀ ସୌରିନ୍‌ ଭଟ୍ଟଙ୍କ ନାଁରେ ଏନ୍‌ବିଡବ୍ଲ୍ୟୁ ଜାରି

କଟକ : କଣ୍ଠଶିଳ୍ପୀ ସୌରିନ୍‌ ଭଟ୍ଟଙ୍କ ବଢ଼ିଲା ଅଡୁଆ। ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ଫେରାର୍‌ ଥିବା କଣ୍ଠଶିଳ୍ପୀ ସୌରିନ୍‌ ଭଟ୍ଟଙ୍କ ନାଁରେ ଏନ୍‌ବିଡବ୍ଲ୍ୟୁ ଜାରି ହୋଇଛି । ଗତ ସପ୍ତାହରେ କୋର୍ଟ ଏହି ୱାରେଣ୍ଟ ଜାରି କରିଛନ୍ତି । ଅନ୍ୟପଟେ ଅଭିଯୁକ୍ତ…

ଇଣ୍ଡିଆ ମେଣ୍ଟ ବୈଠକରେ ଯୋଗ ଦେବେ ନାହିଁ ନୀତୀଶ କୁମାର

ପାଟନା: ପାଞ୍ଚଟି ରାଜ୍ୟର ନିର୍ବାଚନ ଫଳାଫଳ ପରେ ଇଣ୍ଡିଆ ମେଣ୍ଟରେ ରାଜନୈତିକ ଅସ୍ଥିରତା ଜାରି ରହିଛି। କୁହାଯାଉଛି ଯେ ଇଣ୍ଡିଆ ମେଣ୍ଟର ଆଗାମୀ ବୈଠକକୁ ନେଇ ଅଖିଳେଶ, ମମତା କ୍ଷୁବ୍ଧ ଥିବାବେଳେ ଏବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ନାରାଜ…

ପ୍ରେମିକା ଘର ଭିତରୁ ପ୍ରେମିକର ମୃତଦେହ ଉଦ୍ଧାର

ଭୁବନେଶ୍ବର : ପ୍ରେମିକା ଘର ଭିତରୁ ପ୍ରେମିକର ମୃତଦେହ ଉଦ୍ଧାର । ଭୁବନେଶ୍ବର ଶିଶୁପାଳଗଡ଼ ଇନ୍ଦିରା କଲୋନୀରେ ଏହି ଘଟଣା ଘଟିଛି । ମୃତକ ହେଲେ ପପୁନି ସ୍ୱାଇଁ । ତାଙ୍କ ଘର ପୁରୀ ଜିଲ୍ଲା ନିମାପଡା ଅଞ୍ଚଳରେ । ସେ…

ବିଜେପିର ବଡ଼ ବିଜୟ, କଂଗ୍ରେସ ହାରିଛି, ଲୋକେ ନୁହନ୍ତି: ମମତା

ଦେଶର ୩ ହିନ୍ଦୀ ହାର୍ଟଲ୍ୟାଣ୍ଡରେ କଂଗ୍ରେସର ପରାଜୟ ପରେ ବିରୋଧୀ ଦଳଗୁଡ଼ିକର ମେଣ୍ଟ ଇଣ୍ଡିଆରେ ହଇଚଇ ସୃଷ୍ଟି ହୋଇଛି। ମେଣ୍ଟରେ ଥିବା ଦଳଗୁଡ଼ିକ ପରାଜୟ ପାଇଁ କଂଗ୍ରେସକୁ ହିଁ ଦାୟୀ କରିଛନ୍ତି। କଂଗ୍ରେସ ରାଜ୍ୟଗୁଡ଼ିକରେ ଏକାକୀ ନିର୍ବାଚନ ଲଢ଼ିବାରୁ ଭୋଟ ବିଭାଜନ…

ବିଜେପି ଶାସିତ ରାଜ୍ୟ ସଂଖ୍ୟା ୧୨ରେ ପହଞ୍ଚିଲା, କଂଗ୍ରେସ ୩କୁ ଖସିଲା

ହିନ୍ଦୀ ହାର୍ଟଲ୍ୟାଣ୍ଡ ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନରେ ବିଜେପି ରବିବାର ବଡ଼ ବିଜୟ ହାସଲ କରିଛି। ସାଧାରଣ ନିର୍ବାଚନର କିଛି ମାସ ପୂର୍ବରୁ ବିଜେପିକୁ ବିଧାନସଭାରେ ଏପରି ସଫଳତା ସମର୍ଥକଙ୍କୁ ବେଶ ଉତ୍ସାହିତ କରିଛି। ସାଧାରଣ ନିର୍ବାଚରେ ମଧ୍ୟ ବିଜେପି ଏଥର ହ୍ୟାଟ୍ରିକ…

ସମ୍ଭାବ୍ୟ ବର୍ଷା ଏବଂ ବାତ୍ୟାକୁ ଆଖି ଆଗରେ ରଖି ଚାଷୀଙ୍କ ପ୍ରତି ଧ୍ୟାନ ଦେବାକୁ ଜିଲ୍ଲା କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ

ଭୁବନେଶ୍ବର: ସମ୍ଭାବ୍ୟ ବର୍ଷା ଏବଂ ବାତ୍ୟାକୁ ନେଇ ପ୍ରସ୍ତୁତି ସଂପର୍କରେ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ। ସେ କହିଛନ୍ତି, ଛୋଟ ଧରଣର ବାତ୍ୟାକୁ ଆଖି ଆଗରେ ରଖି ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ଯୋଗାଣ ବିଭାଗ ପକ୍ଷରୁ…

ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା, ଶାସନ କରିବେ ଲାଲଦୁହୋମା

ମିଜୋରାମରେ କ୍ଷମତାସୀନ ମିଜୋ ନ୍ୟାଶନାଲ ଫ୍ରଣ୍ଟ (ଏମଏନଏଫ)ର ପତନ ହୋଇଛି। ଜୋରାମ ପିପୁଲ୍ସ ମୁଭମେଣ୍ଟ(ZPM) ମିଜୋରାମ ବିଧାନସଭା ନିର୍ବାଚନରେ କ୍ଷମତା ଦଖଲ କରିଛି। ଏମଏନଏଫ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ୨୧ ଠାରୁ ଯଥେଷ୍ଟ ପଛରେ ରହି ଯାଇଛି।…

ଖୁବଶୀଘ୍ର ପଦମପୁରକୁ ଜିଲ୍ଲା ମାନ୍ୟତା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଇଁ ପ୍ରକ୍ରିୟା ଆରମ୍ଭ

ପଦମପୁର: ଖୁବଶୀଘ୍ର ଜିଲ୍ଲା ମାନ୍ୟତା ପାଇବ ପଦମପୁର । ଓଡ଼ିଶାର ଜିଲ୍ଲା ସଂଖ୍ୟା ବୃଦ୍ଧି ପାଇବ। ଏଥିସହ ସତ ହେବ ପଦମପୁରବାସୀଙ୍କ ସ୍ବପ୍ନ । ଦୀର୍ଘଦିନ ଧରି ଜିଲ୍ଲା ମାନ୍ୟତା ଦାବି କରୁଥିଲେ ପଦମପୁରବାସୀ। ଯାହା ଏବେ ସତ ହେବାକୁ ଯାଉଛି।…

ଆଗ୍ନେୟ ଉଦ୍‌ଗୀରଣ, ୧୧ ପର୍ବତାରୋହୀ ମୃତ

ଇଣ୍ଡୋନେସିଆର ପଶ୍ଚିମ ସୁମାତ୍ରା ସ୍ଥିତ ମାଉଣ୍ଟ ମେରାପିରେ ଆଗ୍ନେୟ ଉଦ୍‌ଗୀରଣ ହୋଇଛି। ଏଥିରେ ୧୧ ଜଣ ପର୍ବତାରୋହୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିସହ ଅନେକ ପର୍ବତାରୋହୀ ନିଖୋଜ ଅଛନ୍ତି। ସେମାନଙ୍କୁ ଖୋଜାଖୋଜି କରାଯାଉଛି। ରିଲିଫ ଓ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ…

ବାତ୍ୟା ‘ମିଗ୍‌ଜୋମ୍‌’ ପ୍ରଭାବରେ ଚେନ୍ନାଇରେ ପ୍ରବଳ ବର୍ଷା

ନୂଆଦିଲ୍ଲୀ: ବର୍ତ୍ତମାନ ବଙ୍ଗୋପସାଗରରଦେଇ ଗତି କରୁଥିବା ଏବଂ ଆନ୍ଧ୍ର ଉପକୂଳ ଆଡକୁ ମୁହାଁଇଥିବା ସାମୁଦ୍ରିକ ବାତ୍ୟା ‘ମିଗ୍‌ଜୋମ୍‌’ ପ୍ରଭାବରେ ତାମିଲନାଡୁ ଏବଂ ପୁଡୁଚେରୀରେ ପ୍ରବଳ ବର୍ଷା ଚାଲିଛି । ଉତ୍ତର ଉପକୂଳ ତାମିଲନାଡୁର ଚେନ୍ନାଇ, ଚେଙ୍ଗଲପାଟ୍ଟୁ, କାଞ୍ଚିପୁରମ୍, ନାଗାପାଟ୍ଟିନମ୍ ଏବଂ କୁଡାଲୋର…