Month: December 2023

ଅବସରପ୍ରାପ୍ତ ଜଜଙ୍କ ଘରୁ ଲୁଟ୍‌

ଭୁବନେଶ୍ବର: ଦିନକୁ ଦିନ ଅସୁରକ୍ଷିତ ମଣୁଛନ୍ତି ରାଜଧାନୀବାସୀ। ଅନାୟସରେ ଘରେ ପଶି ଲୁଟ୍‌ପାଟ୍‌ କରି ଚମ୍ପଟ ମାରୁଛନ୍ତି। ହେଲେ କମିଶନରେଟ୍‌ ପୁଲିସ୍‌ ଅସହାୟ। ରାଜଧାନୀର କୁହାଳିଆ ପୁଲିସକୁ ଖୋଲା ଚ୍ୟାଲେଞ୍ଚ ଦେଇ ଦୁର୍ବୃତ୍ତମାନେ ଗୁରୁବାର ବିଳମ୍ୱିତ ରାତିରେ ଅବସରପ୍ରାପ୍ତ ଜଜଙ୍କ ଘରେ…

ଝୁମ୍ପୁଡ଼ିରେ ବସବାସ କରୁଥିବା ନବନିର୍ବାଚିତ ବିଧାୟକ ବଖାଣିଲେ ଦୁଃଖ

ନୂଆଦିଲ୍ଲୀ: ଡିସେମ୍ବର ୩ ତାରିଖରେ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଝୁମ୍ପୁଡ଼ିରେ ରହୁଥିବା କମଳେଶ୍ବର ଡୋଡିୟାରଙ୍କ ପରିଚୟ ବଦଳି ଯାଇଛି। ଏବେ ଲୋକେ ତାଙ୍କୁ ମାନନୀୟ ବିଧାୟକ କମଳେଶ୍ବର ଡୋଡିୟାର ବୋଲି ସମ୍ଭୋଧନ କରୁଛନ୍ତି। ନିର୍ବାଚନ ଫଳାଫଳ ଘୋଷଣା…

ଉତ୍ତରପ୍ରଦେଶର ୮୦ଟି ମଦ୍ରାସାକୁ ୧୦୦ କୋଟି କେଉଁଠୁ ଆସିଲା? ଯାଞ୍ଚ ପାଇଁ ଗଠନ ହେଲା ଏସଆଇଟି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପ୍ରାୟ ୮୦ଟି ମଦ୍ରାସାକୁ ୧୦୦ କୋଟି ଟଙ୍କାର ପାଣ୍ଠି ଯୋଗାଣ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ଗଠନ କରାଯାଇଛି । ଗତ ଦୁଇ ବର୍ଷ ମଧ୍ୟରେ…

ଗାଜାରେ ଇସ୍ରାଏଲ୍‌ ଆକ୍ରମଣ ବନ୍ଦ କରିବାକୁ ‘ସାହସୀ’ପାକିସ୍ତାନର ସାହାଯ୍ୟ ଲୋଡ଼ିଲେ ହମାସ୍‌ ନେତା

ଇସ୍‌ଲାମାବାଦ: ଗାଜାରେ ଇସ୍ରାଏଲ୍‌ର ଆକ୍ରମଣ ବନ୍ଦ କରାଇବାକୁ ବରିଷ୍ଠ ହମାସ୍‌ ନେତା ତଥା ଏହି ଆତଙ୍କବାଦୀ ସଙ୍ଗଠନର ରାଜନୈତିକ ମୁଖ୍ୟ ଇସ୍‌ମାଇଲ୍‌ ହାନିୟେହ୍‌ ‘ସାହସୀ’ ପାକିସ୍ତାନର ସହଯୋଗ ଲୋଡୁଥିବା କଥା ବୁଧବାର ଦିନ ପାକିସ୍ତାନର ‘ଜିଓ ନିଉଜ୍‌’ ରିପୋର୍ଟ କରିଛି। ରିପୋର୍ଟରେ…

ମୃତ୍ୟୁଦଣ୍ଡରୁ ମୁକୁଳିବେ କି ନୌସେନାର ୮ ପୂର୍ବତନ ଅଧିକାରୀ? ସମସ୍ତଙ୍କୁ ଭେଟିଲେ ଭାରତୀୟ ରାଷ୍ଟ୍ରଦୂତ

କତାରରେ ଫାଶୀ ଦଣ୍ଡରେ ଦଣ୍ଡିତ ହୋଇଥିବା ଭାରତୀୟ ନୌସେନାର ଅବସରପ୍ରାପ୍ତ ୮ ଜଣ କର୍ମଚାରୀଙ୍କୁ ଭେଟିଛନ୍ତି ସେଠାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ। ରବିବାର ସେମାନଙ୍କୁ ରାଷ୍ଟ୍ରଦୂତ ଭେଟିଥିବା ବେଳେ ଆଜି ଭାରତ ସରକାର ଏନେଇ ସୂଚନା ଦେଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ…

ଅଭଦ୍ର ଟିପ୍ପଣୀ ପାଇଁ ଦୁଃଖ ପ୍ରକାଶ କଲେ ବିଜେପି ସାଂସଦ

ନୂଆଦିଲ୍ଲୀ : ସଂସଦ ଭିତରେ ବିଏସ୍‌ପି ସାଂସଦ ଡାନିଶ ଅଲୀଙ୍କ ପ୍ରତି ଅତ୍ୟନ୍ତ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଥିବା ବିଜେପି ସାଂସଦ ରମେଶ ବିଧୁରୀ ଶେଷରେ ଦୁଃଖ ପ୍ରକାଶ କରିଛନ୍ତି। ନିଜର ଅଭଦ୍ର ଟିପ୍ପଣୀ ପାଇଁ ସେ ସଂସଦର ସ୍ୱାଧିକାର କମିଟି…

ଅଇଁଠା ପ୍ଲେଟ ଦେହରେ ବାଜି ଯିବାରୁ ୱେଟରଙ୍କୁ ପିଟିପିଟି ମାରିଦେଲେ

ଲକ୍ଷ୍ନୌ : ସାମାନ୍ୟ ଘଟଣାରୁ ଘଟିଛି ବଡ଼ ଅଘଟଣ। ବାହାଘର ଭୋଜି ହୋଇଛି ରକ୍ତରଞ୍ଜିତ। ଅଇଁଠା ପ୍ଲେଟ ଗୋଟିଏ ପାତ୍ରରେ ନେଉଥିବା ବେଳେ କିଛି ଅତିଥିଙ୍କ ଦେହରେ ଏହା ବାଜି ଯାଇଥିଲା। ବାସ୍‌ ଏହି ଘଟଣା ଯୋଗୁ ଜଣେ ୨୬ ବର୍ଷୀୟ…

ମନ୍ଦିର ଯିବା ନେଇ ବିବାଦୀୟ ମନ୍ତବ୍ୟ ଦେଲେ ଆପ୍‌ ବିଧାୟକ, କହିଲେ ଅପମାନିତ ହେଉଥିବା ସ୍ଥଳକୁ ଯିବା ଉଚିତ ନୁହେଁ

ଜୟପୁର : ଆମ ଆଦମୀ ପାର୍ଟିର ବିଧାୟକ ରାଜେନ୍ଦ୍ର ପାଲ ଗୌତମ ତାଙ୍କ ବିବାଦୀୟ ବିବୃତ୍ତି ଯୋଗୁଁ ପୁଣି ଥରେ ବିବାଦରେ ଛନ୍ଦି ହୋଇଛନ୍ତି। ଦିଲ୍ଲୀର ସେମାପୁରୀର ବିଧାୟକ ରାଜେନ୍ଦ୍ର ପାଲ ସୋନିପତର ଲାହରଡା ଗ୍ରାମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଲୋକଙ୍କୁ…

ଧାର ଆଣି ନିର୍ବାଚନ ଲଢ଼ିଲେ, ବାଇକ୍‌ରେ ୪୦୦ କିମି ଆସି ବିଧାନସଭାରେ ପହଞ୍ଚିଲେ

ଭୋପାଳ : ନା ପୋଷ୍ଟର, ନା ବ୍ୟାନର୍‌। ହୋର୍ଡିଂ ଲଗାଇ ବି କରିନଥିଲେ ପ୍ରଚାର। ଲୋକଙ୍କ ଠାରୁ ଧାର କରଜ ଆଣି ନିର୍ବାଚନ ଲଢ଼ିଲେ। ଲୋକଙ୍କ ଠାରୁ ଚାନ୍ଦା ଆଣି ଲୋକଙ୍କ ପାଖକୁ ଯାଇ କଲେ ପ୍ରଚାର। ଶେଷରେ ପରିଶ୍ରମର ଫଳ…

ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ରେଭନ୍ଥ ରେଡ୍ଡୀ : ବିରୋଧରେ ମୋଟ ୮୯ଟି ଆପରାଧିକ ମାମଲା ବିଚାରାଧୀନ ଅଛି

ହାଇଦ୍ରାବାଦ : ରେଭନ୍ଥ ରେଡ୍ଡୀ ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ହାଇଦ୍ରାବାଦର ଏଲବି ଷ୍ଟାଡିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ ତାମିଲାଇସାଇ ସୁନ୍ଦରରାଜ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରାଇଛନ୍ତି। ବିଧାନସଭା ନିର୍ବାଚନରେ ୧୧୯ଟି ଆସନରୁ…