Month: December 2023

ଟ୍ରେନ୍‌ ଧକ୍କାରେ ଚାଲିଗଲା ନାବାଳକଙ୍କ ଜୀବନ

ଭୁବନେଶ୍ୱର : ଗୁଡି ଉଡାଇବା ହେଲା କାଳ । ଟ୍ରେନ ଧକ୍କାରେ ଗଲା ନାବାଳକଙ୍କ ଜୀବନ । ମୃତକ ଭୁବନେଶ୍ୱର ଶହୀଦନଗର ଶାନ୍ତିପାଲ୍ଲୀ ବସ୍ତିର ତପନ ସାହୁଙ୍କ ୧୪ ବର୍ଷୀୟ ପୁଅ ସୂର୍ଯ୍ୟକାନ୍ତ ପାତ୍ର । ସୂର୍ଯ୍ୟ ନବମ ଶ୍ରେଣୀରେ ପାଠ…

ପଞ୍ଚମ ଦିନରେ ଚାଲିଛି ଆୟକର ବିଭାଗର ରେଡ, ବଲାଙ୍ଗିରରୁ ମିଳିଲା କେବଳ ୧୭୦କୋଟି

ବଲାଙ୍ଗୀର: ମଦ ସାମ୍ରାଜ୍ୟରେ ଆଇଟି ରେଡ୍ ଯେତିକି ଆଗକୁ ବଢୁଛି, ସେତିକି ଖୋଲି ଚାଲିଛି କଳାଟଙ୍କାର ଗୁମର । ଆଜି ପଞ୍ଚମ ଦିନରେ ଚାଲିଛି ଆୟକର ବିଭାଗର ରେଡ । ସେପଟେ ମଦ ସାମ୍ରାଜ୍ୟର କଳାଟଙ୍କା ମିଳିବା ପରେ କଂଗ୍ରେସର ରାଜ୍ୟସଭା…

ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ମୁଖ୍ୟଙ୍କ ହତ୍ୟା ଘଟଣାରେ ୨ ଶୁଟରଙ୍କ ସମେତ ୪ ଗିରଫ

ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ମୁଖ୍ୟ ସୁଖଦେବ ସିଂହ ଗୋଗାମେଡିଙ୍କ ହତ୍ୟା ଘଟଣାରେ ଗତକାଲି ବିଳମ୍ବିତ ରାତିରେ ତିନି ଜଣଙ୍କୁ ଗିରଫ କରିଛି ଦିଲ୍ଲୀ କ୍ରାଇମ ବ୍ରାଞ୍ଚ ଓ ରାଜସ୍ଥାନ ପୁଲିସର ମିଳିତ ଟିମ୍। ସେମାନଙ୍କୁ ଚଣ୍ଡିଗଡ଼ରୁ ଗିରଫ କରାଯାଇଛି। ଏହି…

ରାଜ୍ୟରେ ‘ଏସ୍‌ସି କମିଶନ’ ପ୍ରତିଷ୍ଠା ନକରିବା ବିଜେଡି ସରକାରଙ୍କ ଦଳିତ ବିରୋଧୀ ମାନସିକତା

ଭୁବନେଶ୍ୱର: ରାଜ୍ୟରେ ଅନୁସୂଚିତ ଜାତି ବର୍ଗର ବିକାଶ ଓ ସମସ୍ୟା ସମାଧାନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଥିବା ରାଜ୍ୟ ସରକାରଙ୍କ “ଏସସି ଆଡଭାଇଜୋରି କମିଟି”ର ବୈଠକ ଆଦୌ ବସୁନାହିଁ । ଦଳିତମାନଙ୍କ ଉପରେ “ଆଟ୍ରୋସିଟି କେଶ୍‌” ରାଜ୍ୟରେ ପ୍ରତିଦିନ ବଢ଼ୁଛି ।…

ଆଭ୍ୟନ୍ତରୀଣ ଓଡ଼ିଶାରେ କୁହୁଡି ସମ୍ଭାବନା

ଭୁବନେଶ୍ୱର: ଉପକୂଳ ଓଡ଼ିଶାରେ ଥଣ୍ଡାରୁ ଆଶ୍ୱସ୍ତି ମିଳୁଥିବା ବେଳେ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଆସନ୍ତା ୪୮ ଘଣ୍ଟା ଯାଏଁ ଘନ କୁହୁଡ଼ିର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏହିସବୁ ଅଞ୍ଚଳରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ମଧ୍ୟମ ଧରଣର କୁହୁଡ଼ି…

ବିଷ୍ଣୁଦେଓ ସାଏ ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ

ବିଷ୍ଣୁଦେଓ ସାଏ ହେବେ ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ। ଆଜି ରାୟପୁରରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଉପସ୍ଥିତିରେ ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକରେ ତାଙ୍କ ନାଁରେ ଉପରେ ବାଜିଛି ମୋହର। ତାଙ୍କୁ ବିଜେପି ବିଧାୟକ ଦଳ ନେତା ନିର୍ବାଚିତ କରାଯାଇଛି। ୫୯ ବର୍ଷୀୟ…

ଦୁର୍ନୀତିର ଗନ୍ଧ ବାରି ବିଜେଡି ଓ କଂଗ୍ରେସ ଉପରେ ପ୍ରଶ୍ନ ଉଠାଇଲା ବିଜେପି

ଭୁବନେଶ୍ୱର: ସାରା ଓଡ଼ିଶା ଓ ପଡୋଶୀ ରାଜ୍ୟମାନଙ୍କରେ ଚାଲିଥିବା ଆୟକର ଚଢ଼ଉରେ ୩୦୦ କୋଟି ଟଙ୍କାର ବେଆଇନ ଅର୍ଥ ଜବତ ହୋଇଥିବା ଜଣାପଡ଼ିଛି। ଏବେ ଏହାକୁ ନେଇ ତେଜିଛି ରାଜନୀତି। ବିଜେଡି ଓ କଂଗ୍ରେସ ଏହି ଦୁର୍ନୀତିରେ ସମ୍ପୃକ୍ତି ଥିବା ନେଇ…

ଆଦିବାସୀ ଜମି ଅଣ ଆଦିବାସୀଙ୍କୁ ହସ୍ତାନ୍ତର ଜନିତ କ୍ୟବିନେଟ ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର ଓ ରାଜ୍ୟରେ ପେସା ଆଇନ ଲାଗୁ କରିବା ଦାବିରେ ବିଶାଳ ଆଦିବାସୀ ସମାବେଶ

ଭୁବନେଶ୍ୱର : ଆଦିବାସୀଙ୍କ ଜମି ଅଣ ଆଦିବାସୀଙ୍କୁ ହସ୍ତାନ୍ତର କୁ ନିଷେଧ କରୁଥିବା ଆଇନ 1956 ର ରେଗୁଲେସନ 2, କୁ ସଂଶୋଧନ ମାଧ୍ୟମରେ, ବଡ ଶିଳ୍ପପତି ଓ ପୁଞ୍ଜିପତିଙ୍କ ସ୍ୱାର୍ଥରେ ବେଆଇନ ଭାବେ ଆଦିବାସୀ ଜମି କୁ ଅଣ…

ସାମ୍ନାକୁ ଆସିଲା ରାମ ମନ୍ଦିରର ଗର୍ଭଗୃହ ଫଟୋ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ଅଯୋଧ୍ୟାରେ ନିର୍ମାଣ ଚାଲିଥିବା ଭବ୍ୟ ରାମନ୍ଦିରର ଉଦଘାଟନ ଆସନ୍ତା ବର୍ଷ ଜାନୁଆରୀ ୨୨ରେ ହେବ। ତେବେ ତା’ପୂର୍ବରୁ ଆସିଛି ରାମମନ୍ଦିରର ଗର୍ଭଗୃହର ଫଟୋ। ସୋଶାଲ ମିଡିଆରେ ରାମମନ୍ଦିରର ଗର୍ଭଗୃହର ଦୁଇଟି ଫଟୋ ଶେଆର କରିଛନ୍ତି ଶ୍ରୀ ରାମ…

CISCE ବୋର୍ଡ ପରୀକ୍ଷା ସୂଚୀ ଘୋଷଣା

ନୂଆଦିଲ୍ଲୀ : ICSE ଦଶମ ଏବଂ ISC ଦ୍ୱାଦଶ ପରୀକ୍ଷା ପାଇଁ ଘୋଷଣା ହେଲା ତାରିଖ। କାଉନସିଲ୍ ଫର୍ ଦ ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ଏକଜାମିନେସନ୍ (CISCE) ଦୁଇ ବୋର୍ଡ ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛି। କେତେ ତାରିଖରୁ ଇଣ୍ଡିଆନ…